Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାତ୍ର ୩୦ ସେକେଣ୍ଡ ପାଇଁ କେତେ ଟଙ୍କା ନିଅନ୍ତି ଏହି ସୁପରଷ୍ଟାର ?

ତେଲେଙ୍ଗାନା: ଟଲିଉଡର ଜଣେ ସୁପରଷ୍ଟାର ମାତ୍ର ୩୦ ସେକେଣ୍ଡର ବିଜ୍ଞାନ ଭିଡିଓ ପାଇଁ ନେଇଛନ୍ତି ୨୫ କୋଟି ଭଳି ମୋଟା ଅଙ୍କର ଟଙ୍କା । କରୋନା ମହାମାରୀ ତଥା କଟକଣାରେ ଯେଉଁଠି ଅନେକ ସୁପରଷ୍ଟାର ଘରେ ରହିବାକୁ ବାଧ୍ୟ ହୋଇଥିଲେ । ସେଠି ଏହି ଅଭିନେତା କିନ୍ତୁ ଖୁବ ବ୍ୟସ୍ତ ଥିଲେ । ତେବେ କିଏ ଏହି…

୫୫ ବର୍ଷ ତଳର ପୁରୁଣା ଫଟୋ ଖୋଜି ପାଇଲେ ଡ୍ରିିମ ଗାର୍ଲ

ମୁମ୍ବାଇ: ଡ୍ରିମ ଗାର୍ଲ ହେମା ମାଳିନୀ ତାଙ୍କ ଆତ୍ମଜୀବନୀ ପାଇଁ ୫୫ ବର୍ଷ ତଳର ଏକ ଫଟୋ ଦୀର୍ଘ ଦିନ ଧରି ଖୋଜି ଆସୁଥିଲେ । ଏବେ ସେହି ଫଟୋ ସେ ପାଇଛନ୍ତି । ସେ ଏଥିନେଇ ଏତେ ମାତ୍ରାରେ ଖୁସି ହୋଇଗଲେ ଯେ, ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି । ୧୯୬୮ରେ ରାଜକାପୁରଙ୍କ ଫିଲ୍ମ ସପନୋଁ…

ଏଥର ଦିୱାଲୀ ପାଳିବେନି ବଚ୍ଚନ ପରିବାର

ନୂଆଦିଲ୍ଲୀ: ପ୍ରତ୍ୟେକ ଥର ବଚ୍ଚନ ପରିବାରର ଦିୱାଲୀ ପାର୍ଟିକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଚଳିତ ବର୍ଷ ବଚ୍ଚନ ପରିବାର ଦିୱାଲୀ ପାର୍ଟିର ଆୟୋଜନ କରିବେ ନାହିଁ। କରୋନା ଭୂତାଣୁ ଏବଂ କିଛି ପାରିବାରିକ ସମସ୍ୟା ହେତୁ ଦିୱାଲୀ ପାର୍ଟୀ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି…

କିନ୍ନରଙ୍କ ସମର୍ଥନରେ ଅକ୍ଷୟ କୁମାରଙ୍କ ମର୍ମସ୍ପର୍ଶୀ ଭିଡିଓ !

ମୁମ୍ବାଇ: ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍‌ରୁ ଲକ୍ଷ୍ମୀ ହୋଇଥିଲେ ବି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଟ୍ରେଲର୍‌ଠାରୁ ଆରମ୍ଭ କରି ଏହାର ଗୀତ ବି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛି । ଆସନ୍ତା ସୋମବାର ଅକ୍ଷୟଙ୍କ କମେଡି ଓ ହରର୍ ମୁଭି ଲକ୍ଷ୍ମୀ ଓଟିଟି ପ୍ଲାଟଫର୍ମରେ…

ନୂପୁର ଓ ନୋରାଙ୍କ ସହ ରୋମାନ୍ସ କରିବେ ଟାଇଗର ସ୍ରଫ୍ !

ମୁମ୍ବାଇ: ଗତମାସ କନଫର୍ମ ହୋଇଥିଲା । ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଗଣପତ୍‌ରେ ନଜର ଆସିବେ ଟାଇଗର୍ ସ୍ରଫ୍ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କୁ ମୁମ୍ବାଇର ଜଣେ ବକ୍ସର୍ ଭାବେ ଦେଖିବାକୁ ମିଳିବ । ଏବେ ଖବର ଆସିଛି ଫିଲ୍ମର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବାକୁ…

ଅଜୟଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଅମିତାଭ !

ମୁମ୍ବାଇ: ଖୁବଶୀଘ୍ର ଏକାଠି ଅଭିନୟ କରିବାରେ ନଜର ଆସିବେ ମେଗାଷ୍ଟାର ଅମିତାଭ ଓ ଅଜୟ ଦେବଗନ । ଫିଲ୍ମର ଟାଇଟଲ ରହିଛି "ମେ ଡେ" । ଏହି ଫିଲ୍ମ ଜରିଆରେ ପ୍ରାୟ ୭ବର୍ଷ ପରେ ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଶେଷଥର ପାଇଁ ଦୁଇ ଅଭିନେତାଙ୍କୁ ଫିଲ୍ମ ସତ୍ୟାଗ୍ରହରେ ଦେଖିବାକୁ ମିଳିଥିଲା ।…

ସମାଜର ରୁଢିବାଦୀ ଚିନ୍ତାଧାରାକୁ ନେଇ କରୀନାଙ୍କ ରୋକ୍‌ଠୋକ୍‌ ଜବାବ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ କରୀନା କପୁର ସମାଜର ରୁଢିବାଦୀ ଚିନ୍ତାଧାରା ଉପରେ ପ୍ରଶ୍ନ କରୁଥିବା ନଜର ଆସିଛନ୍ତି। ତେବେ ସୂଚନା ମୁତାବକ କରୀନାଙ୍କର ଏହି ଭିଡିଓଟି ବେଶ୍…

ଆସୁଛି ଭିନ୍ନ ଧରଣର ୱେବ୍ ସିରିଜ୍ “ପି ସେ ପ୍ଲେଜର”

ଭୁବନେଶ୍ୱର: ଏକ ୱେବ୍ ସିରିଜ୍‌କୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏଥିରେ ନଜର ଆସିବେ ଦୁଇଦୁଇଜଣ ଓଡିଆ ନାୟିକା । ଦେଖିବାକୁ ମିଳିବ ବୋଲ୍ଡନେସ୍‌ର ଜବରଦସ୍ତ ତଡକା । ତେବେ ନର୍ମାଲ୍ ନୁହେଁ ବରଂ ଲେସ୍‌ବିଆନ୍ ଲଭ ଉପରେ ଆଧାରିତ ହୋଇଛି ୱେବ୍ ସିରିଜ୍‌ର କାହାଣୀ । ତେବେ ଖୁବଶୀଘ୍ର ଓଟିଟି…

କମଳ ହାସନଙ୍କ ୬୬ତମ ଜନ୍ମଦିନ: ଆସନ୍ତୁ ଜାଣିବା ତାଙ୍କର କେଉଁ ୬ଟି ଫିଲ୍ମ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା

ମାଡ୍ରାସ: ଦକ୍ଷିଣଭାରତ ଓ ବଲିଉଡର ଅଭିଜ୍ଞ କଳାକାର କମଳା ହାସନଙ୍କ ଆଜି ୬୬ ତମ ଜନ୍ମଦିନ । ନିଜ ଦକ୍ଷତା ବଳରେ ଏହି କଳାକାର ପ୍ରଶଂସକଙ୍କ ପାଖରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ ଆସନ୍ତୁ ଜାଣିବା କମଳା ହାସନଙ୍କ କେଉଁ ୬ଟି ଫିଲ୍ମ ସମ୍ପୁର୍ଣ୍ଣ ହୋଇପାରି ନ ଥିଲା । କେଜି: ୨୦୦୪ରେ କମଳା…

ରଣବୀର୍‌ଙ୍କ ସହ ଫିଲ୍ମରେ ଏକାଠି କାମ କରିବାକୁ ଚାହୁଁଥିଲେ ରିଷି କପୁର; ଅଧାରେ ରହିଗଲା ସ୍ୱପ୍ନ

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗଗ୍‌ଜ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଅନେକ ମାସ ବିତିଗଲାଣି, କିନ୍ତୁ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆଜି ମଧ୍ୟ ପୂରଣ ହୋଇପାରିନାହିଁ। ତେବେ ରିଷି କପୁରଙ୍କର ଏକ ଇଚ୍ଛା ଥିଲା ଯାହା ଆଉ କେବେ ବି ପୂରଣ ହୋଇପାରିବ ନାହିଁ। ଏକ ଖବର ଅନୁଯାୟୀ…