Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁନମଙ୍କ ପରେ ଏବେ ମିଲିନ୍ଦଙ୍କ ପାଳି; ନ୍ୟୁଡ୍ ଫଟୋକୁ ନେଇ‌ ମିଲିନ୍ଦଙ୍କ ସୋମନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ନିକଟରେ ଅର୍ଥାତ୍‌ ନିଜ ଜନ୍ମଦିନରେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ୍‌ ସୋମନ ଗୋଆ ବିଚ୍‌ରେ ଦୌଡୁଥିବା ଦେଖିବାକୁ ମିଳିଥିଲା। ସେ ଏହି ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ତାଙ୍କ ବିରୋଧରେ ମାମଲା ରୁଜୁ…

ଦ କପିଲ ଶର୍ମା ସୋ ଛାଡିବେ କ୍ରିଷ୍ଣା ଅଭିଷେକ!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରେ ଆରମ୍ଭ ହୋଇଥିବା କପିଲ ଶର୍ମା ସୋ ଦର୍ଶକଙ୍କ ଭଲ ମନୋରଞ୍ଜନ କରୁଛି। ସୋ ସହିତ ଜଡିତ ସମସ୍ତ କଳାକାର ବହୁତ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ପ୍ରଶଂସକମାନେ କ୍ରିଷ୍ଣା ଅଭିଷେକଙ୍କ କମେଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। କପିଲ ଏବଂ କ୍ରିଷ୍ଣାଙ୍କ ଯୁଗଳବନ୍ଦୀକୁ…

ଅଧ ଘଣ୍ଟାର ଫୋନ୍‌ କଲ୍‌ ଅମୀର୍‌ଙ୍କ ଜୀବନରେ ଏକ ନୂଆ ମୋଡ ଆଣିଥିଲା

ନୂଆଦିଲ୍ଲୀ: ଆଜି ଅର୍ଥାତ୍‌ ନଭେମ୍ବର ୭ ତାରିଖରେ ଆମୀର ଖାନଙ୍କ ପତ୍ନୀ କିରଣ ରାଓ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ରୀନା ଦତ୍ତାଙ୍କଠାରୁ ୨୦୦୨ରେ ଛାଡପତ୍ର ପରେ ଆମୀର ଖାନ୍‌ଙ୍କ ବିବାହ କିରଣଙ୍କ ସହିତ ହୋଇଥିଲା। ଏକ ସାକ୍ଷାତକାରରେ ଆମୀର ଖାନ କହିଥିଲେ- ଯେତେବେଳେ ୨୦୦୧ରେ ଲଗାନ୍‌ର…

ପୁଣିଥରେ ଗୋଟିଏ ଫିଲ୍ମରେ ସଲମାନ ଓ ଶାହରୁଖ !

ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର୍ ଖାନ, ଶାହରୁଖ ଓ ସଲମାନ । ପୁଣିଥରେ ଅନ୍‌ସ୍କ୍ରିନ୍‌ରେ ଏକାଠି ନଜର ଆସିବେ । ଆଉ ତା ପୁଣି କୌଣସି ରିୟାଲିଟି ସୋ କିମ୍ବା ସିରିଜରେ ନୁହେଁ । ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍‌ରେ ସଲ୍ଲୁମିଆଁଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଯଦି ସତ ହୁଏ,…

ନ‌େପୋଟିଜମ୍‌କୁ ନେଇ ଅଭିଷେକଙ୍କ ବୟାନ; ‘ମୁଁ ପାପାଙ୍କ ପାଇଁ ଫିଲ୍ମ ତିଆରି କରିଛି ସେ ମୋ ପାଇଁ…

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ତାଙ୍କ ପିତା ଅମିତାଭ୍‌ ବଚ୍ଚନ ସହିତ ତୁଳନା କରାଯାଉଛି। ସେ ତାଙ୍କ ଅଭିନୟକୁ ନେଇ ହେଉ ବା ତାଙ୍କ ସ୍ୱର। ତେବେ ଏହି କାରଣରୁ ଅଭିଷେକଙ୍କୁ ବହୁ କ୍ଷତି ସହିବାକୁ ମଧ୍ୟ ପଡିଛି। ନିକଟରେ ଅଭିଷେକ ଏକ ବିବୃତ୍ତିରେ କହିଛନ୍ତି ଯେ…

ମୋତେ ଘରୁ ବାହାର କରିବାକୁ ଚକ୍ରାନ୍ତ କରାଯାଉଛି: ବର୍ଷା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ତାଙ୍କ ଶାଶୁ ଥାନାରେ ଅଭିଯୋଗ କରିବା ପରେ ଏନେଇ ମୁହଁ ଖୋଲିଛନ୍ତି ସେ । ଶାଶୁ ମା’ ମଧୁସ୍ମିତା ମହାନ୍ତିଙ୍କ ଅଭିଯୋଗ ପରେ ବର୍ଷା କହିଛନ୍ତି ଯେ ସେମାନେ ମୋତେ ଜାଣିଶୁଣି ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ଏନେଇ ସେ…

ବାହା ହେବାକୁ ସଜବାଜ ହେଲେଣି ଅଭିନେତା ଶାହିର୍‌

ନୂଆଦିଲ୍ଲୀ: ନିକଟରେ ଅଭିନେତା ଶାହିର ଶେଖ୍‌ ସୋସିଆଲ ମିଡିଆରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାହିର ଗର୍ଲଫ୍ରେଣ୍ଡ୍‌ ରୁଚିକା କପୁରଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ ଦୁହେଁ ଡେଟିଂ କରୁଛନ୍ତି। ଏବେ ଖବର ଆସିଛି ଯେ ଏହି ସୁନ୍ଦର ଦମ୍ପତି ଖୁବ୍…

୧୦ ଦିନ ପାଇଁ ବର୍ଷା ଘର ଛାଡନ୍ତୁ: ଅନୁଭବଙ୍କ ମାଆ

କଟକ: ଓଲିଉଡର ଚର୍ଚ୍ଚିତ ଯୋଡି ତଥା ଅଭିନେତାରୁ ସାଂସଦ ପାଲଟିଥିବା ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁଯାୟୀ, ଅନୁଭବଙ୍କ ମା’ ପୁରୀଘାଟ ଥାନାରେ ବର୍ଷାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କଟକ ସ୍ଥିତ…

ମା ହେବେ କି ୟୁଭିକା?

ନୂଆଦିଲ୍ଲୀ: ଅଭିନେତ୍ରୀ ୟୁଭିକା ଚୌଧୁରୀ ଏବଂ ପ୍ରିନ୍ସ ନରୁଲା ଟେଲିଭିଜନ ଜଗତର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ୟୁଭିକା ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଗୋଲାପୀ ଅନାରକଲ୍ଲୀ ସୁଟ ପିନ୍ଧିଛନ୍ତି। ଏହା ଦେଖି ଅନେକ ପ୍ରଶଂସକ ଅନୁମାନ…

ଫିଲ୍ମ ‘ବେଲ୍‌ ବଟମ୍‌’ରେ ନଜର ଆସିବେନି ନୋରା!‌

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ବେଲ ବଟମ୍'କୁ ନେଇ ଜବରଦସ୍ତ ଗୁଜବ ଶୁଣିବାକୁ ମିଳୁଛି। ଫିଲ୍ମର ଅନେକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହି ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍ସାହ  ମଧ୍ୟ ବଡୁଥିବା ଦେଖିବାକୁ ମିଳିଛି। ନିକଟରେ ଖବର ଆସିଥିଲା ​​ଯେ…