Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାରତର ଏହି ସୁପରଷ୍ଟାର ୩୬୯ଟି କାର୍‌ର ମାଲିକ !

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ସେଠିକାର ସୁପରଷ୍ଟାରଙ୍କର ରହିଛି ଅଦ୍ଭୁତ ଫ୍ୟାନ ଫଲୋଇଙ୍ଗ । ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିିନେତାଙ୍କର ଫ୍ୟାନ୍ ଫଲୋଇଙ୍ଗକୁ ଆକଳନ କରିବା ଆଦୌ ସମ୍ଭବ ନୁହେଁ । ତେବେ ଏହି ତାଲିକାରେ ଅଭିନେତା ମାମୁଟ୍ଟି ବି ସାମିଲ…

ମିଲିନ୍ଦ ସୋମନ୍‌ଙ୍କ ରାଣୀ ସାଜିବେ ଅଭିନେତ୍ରୀ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଛୋଟ ପରଦାରେ ଅଙ୍ଗୁରି ଭାବି ଓ ବିଗ୍‌ବସ୍‌ରେ ରୋକ୍‌ଠୋକ୍ ରବୈୟା ପାଇଁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ । ନିକଟରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ ଭଳି କମେଡି ସୋ'ରେ ବି ନଜର ଆସିଥିଲେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ସେ ମିଲିନ୍ଦ ସୋମନ୍‌ଙ୍କ ଅନସ୍କ୍ରିନ୍…

ୱେବ୍ ସିରିଜ୍ ଦୁନିଆରେ ପାଦ ଦେଲେ କମେଡିଆନ୍ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲଙ୍କ ସହ ତିକ୍ତତା ପରେ ଏକାଧିକ ପ୍ରୋଜେକ୍ଟରେ ସାମିଲ ହୋଇ ସୁଦ୍ଧା ସଫଳ ହୋଇନଥିଲେ ସୁନୀଲ ଗ୍ରୋଭର । ତେବେ ଫିଲ୍ମ ଜଗତରେ କିଛିଟା ସଫଳତା ହାସଲ କରିଥିବା ସୁନୀଲ ଆଗାମୀ ଦିନରେ କିନ୍ତୁ ୱେବ୍ ସିରିଜ୍‌ରେ ନଜର ଆସିବେ । ୱେବ୍ ସିରିଜ୍‌ର ଟାଇଟଲ୍ ସନ୍‌ଫ୍ଲାୱାର ଥିବାବେଳେ…

ଡ୍ରଗ୍ସ ଜାଲରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡ୍‌ ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏନସିବି ପକ୍ଷରୁ ଶୀଘ୍ର ଫରୋଜଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି କରାଯିବା ନେଇ ସୂଚନା ମିଳିଛି। ଏନସିବି କାର୍ଯ୍ୟାଳୟରେ ଫିରୋଜଙ୍କ ପତ୍ନୀଙ୍କୁ ପଚରାଉଚରା…

କଙ୍ଗନାଙ୍କ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କଡା ସମାଲୋଚନା; କହିଲେ ବାଇଡେନ୍‌ ହେଉଛନ୍ତି ‘ଗଜ୍‌ନୀ’ ଏକ…

ମୁମ୍ବାଇ: ଆମେରିକା ନିର୍ବାଚନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ବଲିଉଡ୍‌ ସେଲିବ୍ରେଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ନିଜର ବୟାନ ରଖୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ…

ଆକ୍ସନ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା; ଅନନ୍ୟା ପାଣ୍ଡେ

ନୂଆଦିଲ୍ଲୀ: ଏବେ ଆକ୍ସନ ଗାର୍ଲ ହେବାକୁ ଚାହୁଛନ୍ତି ଅନନ୍ୟା। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ନିଜେ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’‌‌ରେ ତାଙ୍କୁ କିଛି…

ସାର୍ଟଲେସ୍‌ ଫଟୋ ସେୟାର୍‌ କରି ମିଲିନ୍ଦଙ୍କ ସାହସ ବଢାଇଲେ ପତ୍ନୀ ଅଙ୍କିତା

ନୂଆଦିଲ୍ଲୀ: ଫିଟନେସ୍ ଏବଂ ବୋଲ୍ଡ ବ୍ୟକ୍ତିତ୍ୱ ହେତୁ ଅଭିନେତା ମିଲିନ୍ଦ ସୋମନ୍ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ନିକଟରେ ତାଙ୍କ ଜନ୍ମଦିନ ଅବସରରେ ମିଲିନ୍ଦ ସୋସିଆଲ ମିଡିଆରେ ତାଙ୍କର ଏକ ବିବସ୍ତ୍ର ଫଟୋ ସେୟାର କରିଥିଲେ, ଯାହା ବିରୋଧରେ ଗୋଆରେ…

ପଟୌଦି ପ୍ୟାଲେସ୍‌ରେ ପାପା ସୈଫ୍‌ଙ୍କ ସହ ଚାଷ କାମ କରୁଛନ୍ତି ତୈମୁର୍‌; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି…

ନୂଆଦିଲ୍ଲୀ: ବଲିଉଡ୍‌ର ନବାବ ସୈଫ୍‌ ଅଲ୍ଲୀ ଖାନ ତାଙ୍କ ପୁଅ ତୈମୁରଙ୍କ ସହ ଅନେକ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ସେ ନିଜ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ତୈମୁର୍‌ଙ୍କ ସହିତ ମସ୍ତି କରିବାର ସମୟକୁ ସେ କେବେ ହାତଛଡା କରନ୍ତି ନାହିଁ। ବର୍ତ୍ତମାନ ସୈଫ୍‌ ଏବଂ ତୈମୁର୍‌ଙ୍କ ଅନେକ ଫଟୋ…

କରଣ ଜୋହର୍‌ଙ୍କ ବହି ପଢିବାରେ ବ୍ୟସ୍ତ ଆବ୍ରାହମ୍‌; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: କରଣ ଜୋହର ନିକଟରେ ପିଲାମାନଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। 'ଦ ବିଗ୍ ଥଟ୍ ଅଫ୍ ଲିଟିଲ୍ ଲଭ୍' ନାମକ ଏହି ପୁସ୍ତକ ତାଙ୍କ ପିଲାମାନଙ୍କୁ ଅର୍ଥାତ୍‌ ୟଶ ଏବଂ ରୁହିଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି। ଏହି ପୁସ୍ତକ ଏବେ ବେଶ୍‌ ଚର୍ଚ୍ଚା ମଧ୍ୟ ସାଉଁଟିଛି। କରଣ ଜୋହର…

ନିଜ ଜନ୍ମଦିନରେ ବିକ୍ରମ୍ ପାଲଟିଲେ କମଲ ହାସନ୍

ତାମିଲନାଡୁ: ବେଶ ନିଆରା ଅନ୍ଦାଜରେ ନିଜ ୬୬ତମ ଜନ୍ମଦିନ ପାଳିଛନ୍ତି ଲିଜେଣ୍ଡାରୀ ଆକ୍ଟର କମଲ ହାସନ୍ । ଆଜିର ଦିନରେ ସେ ନିଜର ୨୩୨ତମ ଫିଲ୍ମର ଟିଜର୍ ରିଲିଜ୍ କରିଛନ୍ତି । ଫିଲ୍ମର ଟାଇଟଲ ବିକ୍ରମ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଲୋକେଶ କନଗରାଜ । ସରକାରୀ କରୋନା ନିୟମ ଅନୁଯାୟୀ…