Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖୁବ୍‌ ଶୀଘ୍ର ତାମିଲ୍‌ ଫିଲ୍ମରେ ନଜର ଆସିବେ ଅଭିନେତା ପରେଶ ରାୱଲ୍

ନୂଆଦିଲ୍ଲୀ: ଅଭିନେତା ତଥା ଲୋକସଭା ସଦସ୍ୟ ପରେଶ ରାୱଲଙ୍କୂ ଖୁବ ଶୀଘ୍ର ଏକ ତାମିଲ ଚଳଚ୍ଚିତ୍ର "ସୋରାଇ ପୋଟ୍ରୁ" ରେ ଦେଖିବାକୁ ମିଳିବ।  ଆତ୍ମ-ନିର୍ଭରଶୀଳ ଭାରତର ନୀତି ପ୍ରତିଫଳିତ ଏକ ବାସ୍ତବ ଜୀବନର କାହାଣୀ ଉପରେ ଏହି ଚଳଚ୍ଚିତ୍ରଟି ପର୍ଯ୍ୟବସିତ। ତାମିଲ ଚଳଚ୍ଚିତ୍ରର ସୁପରଷ୍ଟାର…

ଦିନେ ବଲିଉଡ୍‌ର ଡ୍ରିମ୍‌ଗାର୍ଲଙ୍କ ପ୍ରେମରେ ପଡ଼ିଥିଲେ ଅଭିନେତା ସଂଜୀବ କୁମାର

ନୂଆଦିଲ୍ଲୀ: ଦର୍ଶକଙ୍କୁ ଜୀବନ୍ତ ଅଭିନୟ ସ୍ପର୍ଶ ଦେଉଥିବା ଅଭିନେତା ଥିଲେ ସଞ୍ଜୀବ କୁମାର। ସେ ୯ ଜୁଲାଇ ୧୯୩୮ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତିଗତ ଜୀବନରେ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ସଫଳ ମଧ୍ୟ ହୋଇଛି। ସେ ସାଧାରଣ ଜୀବନରେ…

ସାଇନା ଶେୟାର କଲେ ତାଙ୍କ ବାୟୋପିକ୍ ଫିଲ୍ମର ନୂତନ ଲୁକ୍‌

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ତାଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ହେଉଥିବା ଫିଲ୍ମର ନୂତନ ଲୁକ୍ ଶେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଚୋପ୍ରା ତାଙ୍କ ଭୂମିକା ତୁଲାଉଛନ୍ତି । ସାଇନା ଫଟୋ ଶେୟାର କରି ଲେଖିଛନ୍ତି ମୋର ପ୍ରତିଛବି । ଫଟୋରେ ପରିଣୀତି…

ଆସୁଛି ଟାଇଗରଙ୍କ ‘ଗଣପତ ପାର୍ଟ-୧’

ମୁମ୍ବାଇ: ପୁଣି ଆକ୍ସନ ମୋଡରେ ବଲିଉଡ ବାଗି ବଏ । ଆସୁଛି ଟାଇଗର ସ୍ରଫଙ୍କ ନୂଆ ଫିଲ୍ମ । ରିଲିଜ ହୋଇଛି ‘ଗଣପତ ପାର୍ଟ-୧’ର ମୋଶନ ପୋଷ୍ଟର । ଟାଇଗର ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି । ଏହି ମୋଶନ ପୋଷ୍ଟରକୁ ଦେଖିଲେ ଅନୁମାନ କରିହେବ ଯେ, ଫିଲ୍ମଟି କେତେ…

ହଲିଉଡରେ ପାଦ ଥାପିବେ ହ୍ରିତିକ !

ମୁମ୍ବାଇ: ବଲିଉଡର ଷ୍ଟାଇଲିଶ ଅଭିନେତା ହ୍ରିତିକ ରୋଶନ ହଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟସ ମୁତାବକ ସେ ଏକ ସ୍ପାଇ ଥ୍ରୀଲରରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଅଡିଶନ ମଧ୍ୟ ଦେଇ ସାରିଛନ୍ତି । ଏହ ବିଗ ବଜଟେ ଫିଲ୍ମ ପାଇଁ ହ୍ରିତିକ ଓ ପ୍ରଡକ୍ସନ ହାଉସ ମଧ୍ୟରେ…

ବିଦେଶରେ ପ୍ରିୟଙ୍କା ପାଳିଲେ କରୱାଚୌଥ

ମୁମ୍ବାଇ: ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ…

ବ୍ୟକ୍ତି ଏକ, ବ୍ୟକ୍ତିତ୍ୱ ଅନେକ; ରାଜଗୋପାଳ ମିଶ୍ର !

ଭୁବନେଶ୍ୱର: ଆଉ ନାହାନ୍ତି ରାଜଗୋପାଳ ମିଶ୍ର । ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେ ଜଗତରେ ସେ ହାସଲ କରିଥିଲେ ଏକ ଅବର୍ଣ୍ଣନୀୟ ଉପାଧି । ଏହି ମହାନ ବ୍ୟକ୍ତିତ୍ୱ ୧୯୪୯ ମସିହା ଅକ୍ଟୋବର ୨୬, ବୁଧବାର ଦିନ ଜନ୍ମ ଗ୍ରହଣ କରିଥିଲେ । ବାପା…

ପଠାନ ଫିଲ୍ମ ପାଇଁ ଜନ ଆବ୍ରାହମ ନେବେ ୨୦ କୋଟି!

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇବା ପାଇଁ ଜନ ଆବ୍ରାହମ ୨୦ କୋଟି ଟଙ୍କା ଦାବୀ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସିଦ୍ଧାର୍ଥ ଆନନ୍ଦଙ୍କ ହି ଫିଲ୍ମ ୟଶରାଶ ବ୍ୟାନରରେ ନିର୍ମିତ ହେଉଛି । ଜିରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି…

ପୁନମ୍ ପାଣ୍ଡେଙ୍କୁ ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ !

ଗୋଆ: ପୁଣିଥରେ ବିବାଦରେ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନିକଟରେ ଏହି ଅଭିନେତ୍ରୀ ଗୋଆରେ ସୁଟିଂ ସାରି ମୁମ୍ବାଇ ଫେରିଥିଲେ । ହେଲେ ଗୋଆରେ ସୁଟିଂ କରିବା ତାଙ୍କୁ ମହଙ୍ଗା ପଡିଛି । ଖାସ କରି ଅଶ୍ଳୀଳ ଭିଡିଓ । ଏ ନେଇ ପୁନମ୍‌ଙ୍କ ବିରୋଧରେ ଦୁଇଦୁଇଟି ଏତଲା ଦାୟର ହୋଇଛି । Goa: FIR filed…

ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ!

ଭୁବନେଶ୍ୱର: ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଉତ୍ସବ ହେବନି । ଏଯାଏଁ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ବାହାରିନି । ପୁରସ୍କାର ଚୟନ ଲାଗି ବିଚାରକ କମିଟି ଗଢ଼ା ଯାଇନି । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଉଛି,…