Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମହାଭାରତର ଅଶ୍ୱତ୍ଥାମା ସାଜିବେ ଭିକି କୌଶଲ !

ମୁମ୍ବାଇ: ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ର ଅପୂର୍ବ ସଫଳତା ପରେ ପୁଣିଥରେ ଏକାଠି ହେବେ ଅଭିନେତା ଭିକି କୌଶଲ ଓ ନିର୍ଦ୍ଦେଶକ ଆଦିତ୍ୟ ଧର । ଏକ ମାଇଥୋଲଜିକାଲ ପିରିଅଡ ଡ୍ରାମା ମୂଭିରେ ଏକାଠି କାମ କରିବେ ଦୁହେଁ । ଫିଲ୍ମର ସୁଟିଂ ଜାନୁଆରୀ ୨୦୨୧ରେ ହେବ ବୋଲି ଯୋଜନା ରହିଥିଲା । ହେଲେ…

ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନିଆରା ଅନ୍ଦାଜ, ଟ୍ରେଲର ରିଲିଜ !

ମୁମ୍ବାଇ: ରିଲିଜ୍ ହୋଇଛି ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର । ଭର୍ସାଟାଇଲ୍ ଆକ୍ଟର ଅକ୍ଷୟଙ୍କ ଏକାଧିକ କିର୍ଦାର । କମେଡି ଓ ହରର ଛୁଙ୍କ ଜରିଆରେ ଏହି ଫିଲ୍ମର ଟ୍ରେଲରଟି ଖୁବ ଇମ୍ପ୍ରେସିଭ୍ ହୋଇପାରିଛି । ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ । ଅପେକ୍ଷାର…

ସୋସିଆଲ୍‌ ମିଡିଆରେ ହୃଦୟର କଥା ଲେଖି ରୋହନପ୍ରୀତଙ୍କୁ ପ୍ରେମ ନିବେଦନ କଲେ ନେହା!

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ନିକଟରେ ଏକ ରିୟଲିଟି ସୋ ‘ମୁଝ୍‌ସେ ସାଦି କରୋଗେ’ର ପ୍ରତିଯୋଗୀ ରୋହନପ୍ରୀତ ସିଂହ ସୋସିଆଲ୍‌ ମିଡିଆରେ ନିଜର ପଟୋ ସେୟାର୍‌…

ବଲିଉଡ୍ ଛାଡିବେ ଅଭିନେତ୍ରୀ ସାନା ଖାନ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାନା ଖାନ୍‌ ଫିଲ୍ମ ଜଗତରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସାନା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ‘ଇସ୍‌ଲାମ୍‌’କୁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାର କାରଣ କହିଛନ୍ତି। ସାନା କହିଛନ୍ତି ଯେ ସେ ଆଗକୁ ସେବା…

ବାହା ହେଲେ କି ଅନୁପ ଜଲୋଟା ଏବଂ ଜସଲିନ୍? ସୋସିଆଲ୍ ମିଡିଆରେ ଉଭୟଙ୍କ ବିବାହ ଫଟୋ ଭାଇରାଲ୍

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ଅଭିନେତ୍ରୀ ଜସଲିନ୍‌ ମଥାରୁଙ୍କ ଯୋଡି ବିଗ୍‌ବସ୍‌ ସିଜିନ୍‌ ୧୨ରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ସେତେବେଳେ ଉଭୟଙ୍କ ବିଷୟରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା। ଉଭୟ ପାର୍ଟନର୍‌ ଭାବେ ସୋକୁ ଆସିଥିଲେ ଏବଂ ସେମାନଙ୍କର ପ୍ରେମ କାହାଣୀ…

୨୫ ବର୍ଷରେ ଡିଡିଏଲ୍‌ଜେ

ମୁମ୍ବାଇ: ବିଗତ ଶତାବ୍ଦୀର ଅନ୍ୟତମ ସଫଳ ଚଳଚ୍ଚିତ୍ର ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଯାୟେଙ୍ଗେ’ ଆସନ୍ତା ଅକ୍ଟୋବର ୨୦ରେ ତାର ପଚିଶ ବର୍ଷ ପୂରଣ କରିବ। ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଆଉ କିଛି ରେକର୍ଡ ଏବେ ବି…

ଆମେରିକା ନିର୍ବାଚନର ଅଜବ ଚିତ୍ର; ଭୋଟ୍‌ ଅପିଲ୍‌ ପାଇଁ ଉଲଗ୍ନ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ଆମେରିକା ନିର୍ବାଚନର ଏକ ଅଜବ ଚିତ୍ର ଦେଖିବାକୁ ମିଳିଛି। ୨୦୨୦ ଆମେରିକାର ରା‌ଷ୍ଟ୍ରପତି ନିର୍ବାଚନରେ ହଲିଉଡ୍‌ ସେଲିବ୍ରିଟିମାନେ ଉଲଗ୍ନ ହୋଇ ଲୋକମାନଙ୍କୁ ଭିଡିଓ ଭୋଟିଙ୍ଗ୍‌ ମାଧ୍ୟମରେ ଭୋଟ୍‌‌ ଦେବାକୁ ଉତ୍ସାହିତ କରୁଛନ୍ତି। ଏହାସହିତ ଆମେରିକୀୟ ନାଗରିକମାନଙ୍କୁ ନିୟମ…

ଅକ୍ଷୟ କୁମାର ଫିଲ୍ମ ଲକ୍ଷ୍ମୀବମ୍ବ୍‌ କୁ‌ ନେଇ ବଢ଼ୁଛି ଅଡୁଆ; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବଏକଟ୍‌…

ମୁମ୍ବାଇ: ଏହି ସମୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍‌’ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ଫିଲ୍ମର ଟିଜର୍‌ଠାରୁ ଆରମ୍ଭ କରି ଅକ୍ଷୟଙ୍କ ଲୁକ୍‌ ପର୍ଯ୍ୟନ୍ତ ସବୁକିଛି ବେଶ୍‌ ପସନ୍ଦ କରାଯାଉଛି। ବର୍ତ୍ତମାନ ଫିଲ୍ମ ରିଲିଜ୍‌ ପାଇଁ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ…

ଦେବୀ ଲକ୍ଷ୍ମୀଙ୍କ ଭକ୍ତିରେ ହଲିଉଡ ଅଭିନେତ୍ରୀ ସଲମା !

ଆମେରିକା: ମେକ୍ସିକାନ୍ ଓ ଆମେରେକୀୟ ଅଭିନେତ୍ରୀ ସଲମା ହୟାକ୍ । ଅନ୍‌ସ୍କ୍ରିନ୍‌ରେ ତାଙ୍କୁ ଅନେକ କିର୍ଦାରରେ ଦର୍ଶକ ଦେଖି ଆସିଛନ୍ତି । ହେଲେ ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଘୋଷଣା ସମସ୍ତଙ୍କୁ ଚକିତ କରିଛି । ୱାଇଲ୍ଡ ୱାଇଲ୍ଡ ୱେଷ୍ଟ ଓ ଫ୍ରିଡା ଭଳି ଫିଲ୍ମ ପାଇଁ ଜଣାଶୁଣା ସଲମା…

ନିର୍ମାଣ ହେବ ମୁଥୈୟା ମୁରଲିଧରନଙ୍କ ବାୟୋପିକ !

ତେଲେଙ୍ଗାନା: ଶ୍ରୀଲଙ୍କାର ବହୁଚର୍ଚ୍ଚିତ ଅଫ୍ ସ୍ପିନର ମୁଥୈୟା ମୁରଲିଧରନଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ତେବେ ଶ୍ରୀଲଙ୍କା ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ଭାରତୀୟ ଫିଲ୍ମ ମେକରଙ୍କ ଦ୍ୱାରା ନିର୍ମାଣ ହେବ ବାୟୋପିକ । ଏନେଇ ପୋଷ୍ଟର ରିଲିଜ ହୋଇସାରିଥିଲାବେଳେ ମୁଥୈୟାଙ୍କ କିର୍ଦାରରେ ନଜର…