Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏଥର ଲକ୍ଷ୍ମୀ ବମ୍ ନୁହେଁ, କେବଳ ଲକ୍ଷ୍ମୀ !

ମୁମ୍ବାଇ: ଫିଲ୍ମ ଲକ୍ଷ୍ମୀ ବମ୍‌ର ଟ୍ରେଲର ରିଲିଜ ହେବାଠୁ ଟାଇଟଲକୁ ନେଇ ବିରୋଧ ଜାରି ରହିଥିଲା । ଅନେକ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ ଫିଲ୍ମର ଟାଇଟଲ୍‌କୁ ବଦଳାଇବାକୁ ଦାବି ଜୋର ଧରିଥିଲା । ହିନ୍ଦୁ ସେନାଠୁ ଆରମ୍ଭ କରି କରଣୀ ସେନା ଫିଲ୍ମର ଟାଇଟଲକୁ ବିରୋଧ କରି ସୂଚନା ଓ ପ୍ରସାରଣ…

କାଜଲଙ୍କ ହାତରେ ଗୌତମଙ୍କ ନାଁର ମେହେନ୍ଦି, କାଲି ବିବାହ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତରେ ଲାଗିଲା ଗୌତମଙ୍କ ନାଁର ମେହେନ୍ଦି । କାଲି ବାଜିବ ସାହାନାଇ । ଆକ୍ଟାବର ୩୦ ତାରିଖରେ ବିଜନେସ୍ ଟାଇକୁନ୍ ଗୌତମ କିଚଲୁଙ୍କ ହାତ ଧରିବେ କାଜଲ । ଏଥିପାଇଁ କାଜଲଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିବାହର ଗୋଟିଏ ଦିନ ପୂର୍ବରୁ…

ଟାଇଗରଙ୍କ ସହ ପ୍ରକୃତି

ମୁମ୍ବାଇ: ବଲିଉଡ ଟାଇଗର, ବାଗୀ ତଥା ହିରୋପନ୍ତୀ ଟାଇଗର ଶ୍ରଫଙ୍କ ସହ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଗୀ ବୟଙ୍କ ସହ ପ୍ରକୃତିଙ୍କ ଫଟୋ । ତେବେ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରୁନାହାଁନ୍ତି । ଏହି ଫୋଟ ପଛରେ ରହିଛି…

ଆସିଲା ରାଜକୁମାର ଓ ପ୍ରିୟଙ୍କାଙ୍କ ‘ଦ ହ୍ୱାଇଟ ଟାଇଗର’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆସିଲା ‘ଦ ହ୍ୱାଇଟ ଟାଇଗର’ର ଟ୍ରେଲର । ଟ୍ରେଲରରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ଟ୍ରେଲରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୀର୍ଘ ଦିନର ବିରତି ପରେ ଏହି ଫିଲ୍ମ ଜରିଆରେ ପୁଣି…

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ…

ଇଚ୍ଛାଧାରୀ ନାଗିନ୍‌ ବନିବେ ଶ୍ରଦ୍ଧା

ନୂଆଦିଲ୍ଲୀ: ଶ୍ରଦ୍ଧା କପୁରଙ୍କୁ ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଫିଲ୍ମ 'ନାଗିନ୍'‌ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଫୁରିଆ। ଚଳଚ୍ଚିତ୍ର ସମାଲୋଚକ ତାରନ୍ ଆଦର୍ଶ ଏହାକୁ ନେଇ କହିଛନ୍ତି ଯେ ବଡ଼ ପରଦାରେ ଶ୍ରଦ୍ଧାଙ୍କୁ ଇଚ୍ଛାଧାରୀ ନାଗିନ୍‌ ଚରିତ୍ରରେ…

କୋରିଓଗ୍ରାଫର ରୋମୋ ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ସତ୍ୟେନ୍ଦ୍ର ତ୍ୟାଗି । ଫିଲ୍ମ ନିର୍ମାଣ ପାଇଁ ତାଙ୍କ ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍ ପ୍ରତାରଣା କରିଥିବା ସେ…

ଆଙ୍ଗୁଠିରେ ନୁହେଁ ନିଜ ମନରୁ ଭୋଟ୍ ଦିଅନ୍ତୁ; ସୋନୁ ସୁଦ୍‌

ନୂଆଦିଲ୍ଲୀ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳେ ବିହାରର ଲୋକମାନେ ମତଦାନ ବୁଥରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଗଣତନ୍ତ୍ରର ଏହି ପର୍ବରେ ଭାଗ ନେବାକୁ ସମସ୍ତ ନେତା ନିବେଦନ କରିଥିଲେ। ଏପରି ଏକ ଆବେଦନ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ କରିଛନ୍ତି। ଭୋଟ୍ ଦେବା…

‘ବଧାଇ ଦୋ’ ପରେ ‘ଚୁପ୍‌କେ ଚୁପ୍‌କେ’ର ରିମେକ୍‌ରେ ନଜର ଆସିବେ ରାଜ୍‌ କୁମାର

ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ରାଜକୁମାର ରାଓ ୨୦୨୧ ମସିହାରେ ଅଭିନେତ୍ରୀ ଭୁମି ପେଡନେକରଙ୍କ ସହ ଫିଲ୍ମ 'ବାଧାଇ ଦୋ'ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ରାଜକୁମାର ରାଓ ଏବଂ ଭୁମି ପେଡନେକର ନିଜେ ସୋସିଆଲ ମିଡିଆରେ ଏହାକୁ ନିଶ୍ଚିତ…

‘ଆର୍‌ଆର୍‌ଆର୍‌’କୁ ନେଇ ବିବାଦ, ଏସ୍‌ଏସ୍ ରାଜାମୌଲିଙ୍କୁ ଧମକ!

ହାଇଦ୍ରାବାଦ: ବହୁବଳୀ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଅପ୍‌କମିଂ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ତେଜିଲା ବିବାଦ । ମିଳିଲା ରାଜାମୌଲିଙ୍କୁ ଧମକ । ନିକଟରେ ଏହି ଫିଲ୍ମର ତେଲୁଗୁ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ଏଥିରେ ସେ କୋମାରାମ ଭୀମ ଭୂମିକାରେ…