Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କର ଜୁଡିସିଆଲ୍ କଷ୍ଟଡି ଆଜି ସରୁଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଥିଲା, ଯାହାର ଅବଧି ମଙ୍ଗଳବାର ଦିନ ସରୁଛି । ରିୟାଙ୍କୁ…

ଇଦ୍ ରେ ଆସିବ ଜନ୍‌ଙ୍କ ‘ସତ୍ୟମେବ ଜୟତେ-୨’

ମୁମ୍ବାଇ: ଆସୁଛି ‘ସତ୍ୟମେବ ଜୟତେ-୨’ । ୨୦୧୮ର ଆକ୍ସନ ଡ୍ରାମ ଫିଲ୍ମ ‘ସତ୍ୟମେବ ଜୟତେ’ ହିଟ୍ ହେବା ପରେ ଏବେ ଏହାର ସିକ୍ୱେଲ ପାର୍ଟ ଆସୁଛି । ଏନେଇ ଫିଲ୍ମର ମେକର୍ସମାନେ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଫାଷ୍ଟଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଭିନେତା ଜନ୍ ଅବ୍ରାହମଙ୍କ ଦମାଦାର…

ହସର ପସରା ଆଣିଛି ଜୀ ସାର୍ଥକର ‘ଖାଡେଙ୍ଗା ଫ୍ୟାମିଲି’

ଭୁବନେଶ୍ୱର : ଜୀ ସାର୍ଥକ ପକ୍ଷରୁ ଆରମ୍ଭ ହୋଇଛି ନୂଆ କମେଡି ସୋ ‘ଖାଡେଙ୍ଗା ଫ୍ୟାମିଲି’ । ଗତ କିଛି ଦିନ କରୋନା ଯୋଗୁଁ ମନୋରଂଜନ କ୍ଷେତ୍ର ଟିକେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଲକ୍ ଡାଉନ ପରେ କମେଡିରେ ଭରପୁର ଏହି ନୂଆ ଧାରାବାହିକ ଆସିଛି । ଏହି ଖାଡେଙ୍ଗା ଫ୍ୟାମିଲିରେ ଅଛନ୍ତି କୁନା…

ବଲିଉଡ ଡ୍ରଗ୍ସ ଲିଙ୍କ: ଏନ୍‌ସିବି ରାଡାର୍‌ରେ ଦୀପିକା ପାଦୁକୋନ୍ ଓ ନମ୍ରତା ଶିରୋଦକର !

ମୁମ୍ବାଇ: ଏବେ ଏନ୍‌ସିବି ରାଡାର୍‌ରେ ଆଉ ୨ ବଲିଉଡ ଷ୍ଟାର । ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଓ ରାକୁଲ ପ୍ରିତ ସିଂହଙ୍କ ପରେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ନାଁ ସାମ୍ନାକୁ ଆସିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ…

ଅନୁରାଗଙ୍କ ସପକ୍ଷରେ ବାହାରିଲେ ତାଙ୍କ ୨ ପୂର୍ବତନ ପତ୍ନୀ, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ୨ ପୂର୍ବତନ ପତ୍ନୀ ଆରତୀ ବଜାଜ ଏବଂ କଲକି କୋଚଲିନ ତାଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି । ଅନୁରାଗଙ୍କ ବିରୁଦ୍ଧରେ ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା #MeToo ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏହି ଦୁହେଁ । ଅନୁରାଗଙ୍କ ଦ୍ୱିତୀୟ ପତ୍ନୀ…

ବେବୋ @40, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ୪୦ ବର୍ଷରେ ବଲିଉଡର ବେବୋ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । କରୋନା ଯୋଗୁଁ ସେ ଏଥିର ତାଙ୍କ ଜନ୍ମ ଦିନକୁ ନିଜ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଏହି ସପ୍ତାହରେ ସାରା, ରକୁଲ ଓ ଶ୍ରଦ୍ଧାଙ୍କୁ ଏନସିବିର ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ସପ୍ତାହରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ ସିଂହ, ଶ୍ରଦ୍ଧା କପୁର ଓ ସିମୋନଙ୍କୁ ପଚରାଉଚରା ପାଇଁ ସମନ କରିପାରେ ବୋଲି…

ଆସିଲା ‘ରୋଜି’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସିଲା ବଲିଉଡର ଅପ୍‌କମିଂ ମୁଭି ‘ରୋଜି’ର ଫାଷ୍ଟ ଲୁକ୍ । ଏହି ପୋଷ୍ଟରରେ ବିବେକ ଓବରୟ ଏବଂ ଟେଲି ଷ୍ଟାର ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କୁ ଦମଦାର ଲୁକ୍‌ରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର ଟିକୁ ପଲ ନିଜେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।…

ଭାଇରାଲ ହେଉଛି ସୁଶାନ୍ତଙ୍କ ମହମ ମୂର୍ତ୍ତି, ଭାବୁକ ହେଲେ ଭଉଣୀ ଶ୍ୱେତା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମହମ ପ୍ରତିମୂର୍ତ୍ତି । ତେବେ ଏହି ପ୍ରତିମୂର୍ତ୍ତିଟି ମ୍ୟାଡମ ତୁଷାଦ ମ୍ୟୁଜିଅମ ନୁହେଁ ବରଂ ପଶ୍ଚିମବଙ୍ଗର ଜଣେ ମୂର୍ତ୍ତି କଳାକାର ତିଆରି କରିଛନ୍ତି । ଏହି ପ୍ରତିମୂର୍ତ୍ତି ଦେଖିବାକୁ…

କରୋନାକୁ ମାତ୍ ଦେଲେ ମଲାଇକା

ମୁମ୍ବାଇ: କରୋନାକୁ ହରାଇଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଏହା ସହ ସେ ପରିବାର ଲୋକ, ସାଙ୍ଗସାଥୀ, ଡାକ୍ତର, ପ୍ରଶଂସକ ତଥା ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ସେ ଗଲା କିଛି ଦିନ ପୂର୍ବେ କରୋନରେ…