Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୁମ୍ବାଇରେ ଦିଶା ସାଲିଆନଙ୍କ ଭାବି ସ୍ବାମୀ!

ମୁମ୍ବାଇ: ଦିଶା ସାଲିଆନଙ୍କ ବୟଫ୍ରେଣ୍ଡ୍ ତଥା ଭାବି ସ୍ବାମୀ ରୋହନ ରାୟ ମୁମ୍ବାଇ ଫେରି ପୋଲିସ ସହ ଯୋଗାଯୋଗ କରିଥିବା ସୁତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ, ମାଲାଡ ସ୍ଥିତ ଘରର ୧୪ ତମ ମହଲାରୁ ଖସି ପଡ଼ିବା ଫଳରେ ଦିଶାଙ୍କର ମୃତ୍ୟୁ ହୋଇଥିଲା। ଯାହା ପରଠାରୁ ରୋହନ ରାୟ ଫେରାର ଥିବା…

ଅନୁରାଗ କଶ୍ୟପଙ୍କ ସପୋର୍ଟରେ ତାପସୀ ପନ୍ନୁ; କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣି ଥରେ ବିବାଦରେ ଫସିଛନ୍ତି। ସୂଚନା ଅନୁଯାୟୀ ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଯୋୖନ ନିର୍ଯ୍ୟାତନା ଭଳି ଅଭିଯୋଗ ଆଣିଥିଲେ। ଯାହା ପରେ ଅଭିନେତ୍ରୀ ତାପସୀ ପନ୍ନୁ ଅନୁରାଗ କଶ୍ୟପଙ୍କୁ ସମର୍ଥନ କରି…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଆଜି ସିବିଆଇକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରବିବାର ଦିନ ସିବିଆଇର ସ୍ପେଶାଲ୍ ଯାଞ୍ଚ ଟିମକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍ । ଯେଉଁମାନେକି ମୁମ୍ବାଇରେ ସୁଶାନ୍ତଙ୍କ ଅଟୋପସି ଫାଇଲର ଯାଞ୍ଚ କରୁଥିଲେ । ଡ. ସୁଧିର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଫରେନସିକ୍…

ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ । ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି। ପାୟଲଙ୍କ ପୋଷ୍ଟ ପରେ ଅନୁରାଗ କଶ୍ୟପ ମଧ୍ୟ ତାଙ୍କ…

ଡ୍ରଗ୍ସ ଲିଙ୍କ ମାମଲା: ଫିଲ୍ମ ‘ABCD’ର କୋରିଓଗ୍ରାଫର ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲା ଏବଂ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏବେ ଚର୍ଚ୍ଚା ଜୋର୍ ଧରିି । ଏନ୍ସିବି ଏହି ଲିଙ୍କକୁ ନେଇ ଜୋର୍ଦାର ତଦନ୍ତ ଜାରି ରଖିଛି । ଡ୍ରଗ୍ସ ମାମଲାରେ ଆଜି ମଙ୍ଗାଲୋର କ୍ରାଇମବ୍ରାଂଚ ପୋଲିସ କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କୁ ଗିରଫ କରିଛି…

ଅଭିନେତ୍ରୀ ଯେତେ ସଫଳ ହେଲେ ମଧ୍ୟ ନିର୍ଦ୍ଦେଶକ, ହୀରୋକୁ ଖୁସି କରିବାକୁ ପଡିବ : କଙ୍ଗନା

ମୁମ୍ବାଇ: ସାରା ଦେଶରେ ଏବେ କଙ୍ଗନା ରାନାୱତଙ୍କ ବୟାନ ଉପରେ ନଜର ରହିଛି । ସୁଶାନ୍ତ ସିଂ କେସ୍ ପରେ ସେ ବଲିଉଡର ନଗ୍ନ ରୂପ ସମସ୍ତଙ୍କ ସାମ୍ନାରେ ଉଜାଗର କରୁଛନ୍ତି । ଶନିବାର ସେ କାଷ୍ଠିଂ କାଉଚ ନେଇ ବଡ ବୟାନ ଦେଇଛନ୍ତି । ଯାହା କି ଦିନେ ଦୁଇ ଦିନ ମଧ୍ୟରେ ଝଡ ସୃଷ୍ଟି କରିବ ବୋଲି ଆଶା…

ଅନୁଭବଙ୍କ ଓକିଲ କହିଲେ ‘ବର୍ଷାଙ୍କ ରହିଛି ନିଜସ୍ୱ ଆୟ’

ଭୁବନେଶ୍ୱର: ଜୋର୍ ଧରିଛି ଓଲିଉଡ ଷ୍ଟାର ଯୋଡି ଅନୁଭବ-ବର୍ଷାଙ୍କ ବିବାଦ । କଥା ଯାଇ ଏବେ ସୁପ୍ରିମକୋର୍ଟାରେ ପହଂଚିଲାଣି ।  ଦିଲ୍ଲୀ ପଟିଆଲାରେ ଅନୁଭବ କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ପ୍ରାପ୍ତ ସୂଚନାନୁଯାୟୀ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ…

ଜୟାଙ୍କୁ ଟାର୍ଗେଟ କଲେ ମୁକେଶ ଖାନ୍ନା, ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ

ମୁମ୍ବାଇ: ଯେଉଁ ଥାଳିରେ ଖାଉଛ ସେଥିରେ ଛିଦ୍ର କରୁଛ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ଜୟା ବଚ୍ଚନ । ଏଥିନେଇ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯିବା ଆରମ୍ଭ ହୋଇଛି । ଆଜି ମୁକେଶ ଖାନ୍ନା ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ । ଟିଭିରେ ‘ଶକ୍ତିମାନ’…

ମୃତ୍ୟୁ ପୂର୍ବରୁ ୧୦୦ନଂକୁ ଡାଏଲ କରିଥିଲେ କି ଦିଶା ସାଲିଏନ୍‌; କ’ଣ କହୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ମାମଲାକୁ ନେଇ ଅନେକ ସମୟରେ ଭିନ୍ନ କଥା ଶୁଣିବାକୁ ମିଳିଥାଏ । ନିକଟରେ ଦିଶା ମୃତ୍ୟୁ ପୂର୍ବରୁ ୧୦୦ ନଂକୁ ଡାଏଲ କରିଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହା ପରେ ଏସମ୍ପର୍କରେ ସଫେଇ ଦେଇଛି…