Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜୟାଙ୍କୁ ପୁଣି ଟାର୍ଗେଟ କଲେ କଙ୍ଗନା..କେଉଁ ଥାଳି ଆପଣ ପରଷିଥିଲେ ?

ମୁମ୍ବାଇ: ଜୟା ବଚ୍ଚନ ଓ କଙ୍ଗନା ରାନାୱତଙ୍କ ବିବାଦ ଜୋର ଧରିବାରେ ଲାଗିଛି । ଜୟା ସଂସଦରେ କଙ୍ଗନାଙ୍କୁ ପରୋକ୍ଷ ଭାବେ କହିଥିଲେ ଯେଉଁ ଥାଳିରେ ଖାଉଛ ସେଥିରେ କଣା କରୁଛ । ଏହାର ଜବାବରେ କଙ୍ଗନା ତାଙ୍କ ପୁଅ, ଝିଅଙ୍କ କ୍ଷେତ୍ରରେ ଯଦି କିଛି ଖରାପ ଘଟିଥାନ୍ତା ଏ ଭଳି କହିଥାନ୍ତେ ବୋଲି ପ୍ରଶ୍ନ…

ଇଷାନ-ଅନନ୍ୟାଙ୍କ ‘ଖାଲି ପିଲି’…ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫ୍ଲୋରକୁ ଆସିଲା ନୂଆ ବଲିଉଡ ମୁଭି ‘ଖାଲି ପିଲି’ର ଟାଇଟଲ ଟ୍ରାକ । ଏହି ଗୀତରେ ରହିଛି ଷ୍ଟାର କିଡ୍ ଇଷାନ୍ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଜବରଦସ୍ତ ଡ୍ୟାନ୍ସ ଓ ରୋମାନ୍ସ । ଏହି ଗୀତକୁ ଶେଖର ଓ ପ୍ରକୃତି କକର ଗାଇଛନ୍ତି । ଗୀତର ମ୍ୟୁଜିକ କମ୍ପୋଜ କରିଛନ୍ତି ବିଶାଲ ଶେଖର ।…

କ୍ୟାଟ୍ରିନା କୈଫଙ୍କ ସମୁଦ୍ର କୂଳର ଫଟୋ ପ୍ରଶଂସକଙ୍କ ମନ କିଣୁଛି

ମୁମ୍ବାଇ: ବଲିଉଡର ଗ୍ଲାମରସ ହିରୋଇନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫଙ୍କ ନାମ ଆଗ ଧାଡିରେ ରହିବ । ଅକ୍ଷୟ କୁମାରଙ୍କ ସହ ତାଙ୍କ ସୂର୍ଯ୍ୟବଂଶୀ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଲକଡାଉନ ପରେ ଏହି ଫିଲ୍ମ କେବେ ରିଲିଜ ହେବ ସେ ନେଇ ତାରିଖ ଘୋଷଣା କରାଯାଇ ନାହିଁ ।…

ସୁଜୈନ ଖାଁଙ୍କ ପୋଷ୍ଟକୁ ହ୍ରିତିକଙ୍କ ପ୍ରଶଂସା

ମୁମ୍ବାଇ:ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାଁ ସୋସିଆଲ ସାଇଟରେ କରିଥିବା ଏକ ପୋଷ୍ଟ ଏବେ ଚର୍ଚ୍ଚାରେ । ସୋସିଆଲ ସାଇଟରେ ସର୍ବଦା ଆକ୍ଟିଭ ରହୁଥିବା ସୁଜୈନ ଶେୟାର କରିଥିବା ପୋଷ୍ଟରେ ଆକର୍ଷଣୀୟ ଢ଼ଙ୍ଗରେ ଚୌକି ଉପରେ ବସିଛନ୍ତି । ନିକଟରେ ଏକ କଳାକୃତି ରହିଛି । ଯାହାକୁ ଏକ ଲୟରେ…

ଜୟାଙ୍କ ସମର୍ଥନରେ ବାହାରିଲେ ହେମା

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କକୁ ନେଇ ଏନେ ଟାର୍ଗେଟରେ ବଲିଉଡ । ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଲିଙ୍କ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ । ଏହାକୁ ‘ଗଟର’ ବୋଲି କହିଥିଲେ । ତେବେ ଏହାକୁ ନେଇ ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କଡଳ ପ୍ରତ୍ରିକିୟା…

ଆମିରଙ୍କ ଝିଅ ଇରା ଖାନ ଦେଲେ ଫିଟନେସ ମନ୍ତ୍ର, ଦେଖନ୍ତୁ ଫଟୋ

ମୁମ୍ବାଇ: ଯେତେବେଳେ ସ୍ୱାସ୍ଥ୍ୟ ଏବଂ ଫିଟନେସ କଥା ଆସେ, ଆମିରଙ୍କ ଝିଅ ଇରା ଖାନ ସବୁବେଳେ ଆଗରେ ରୁହନ୍ତି । ଫିଟନେସ୍ ଉତ୍ସାହୀ ଇରା ଯୁବ ଗୋଷ୍ଠୀଙ୍କୁ ସବୁବେଳେ ଏ ନେଇ ସଚେତନ କରାଇବା ଦେଖିବାକୁ ମିଳେ । କିନ୍ତୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫୋଟ କୁ ନେଇ ସେ ଏବେ ଚର୍ଚ୍ଚାରେ ।…

ଜଣେ କେବିସି ବିଜେତାଙ୍କ ଜୀବନ କାହାଣୀ: ସଂଘର୍ଷରୁ ସଫଳତା ପାଇଥିବା ହିରୋ ଏଥିପାଇଁ ବନିଗଲେ ଜିରୋ

କୌନ ବନେଗା କରୋଡପତି ସିଜିନ ୫ ରେ ଭାଗ ନେଇ ବିଜେତା ହୋଇଥିଲେ ବିହାରର ସୁଶୀଲ କୁମାର । ବିଗ୍ ବି ଙ୍କର ପ୍ରଶ୍ନର ଗୋଟିକ ପରେ ଗୋଟିଏ ଉତ୍ତର ଦେଇ ଜିତିଥିଲେ ୫ କୋଟି ଟଙ୍କା । ଜୀବନର ଆଇଏଏସ୍ ଅଫିସର ହେବାର ଲକ୍ଷ୍ୟ ରଖିଥିବା ସୁଶୀଲ ଭାବିଥିଲେ ଏହି ଟଙ୍କା ମିଳିବା ପରେ ତାଙ୍କ ଜୀବନରେ ସୁଖ ହିଁ…

ଆଦିବାସୀ ଝିଅ ନମିତାକୁ ବ୍ରେକ୍ ଦେବେ ବର୍ଷା !

ଭୁବନେଶ୍ୱର: ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସସନ୍ । ଆଦିବାସୀ ଝିଅ ନମିତା ମେଲେକା । ତାଙ୍କ କଣ୍ଠରେ ରହିଛି କୁହୁକ ଭରା ଯାଦୁ । ଯିଏ ଶୁଣିବ ସିଏ ମତୁଆଲା ହୋଇଯିବ । ଆଦିବାସୀ ଝିଅ ହେଲେ ବି ଭଏସ୍ ତାଙ୍କର କୌଣସି ବଲିଉଡ ସିଙ୍ଗରଠାରୁ କମ୍ ନୁହେଁ । ଗାଁଠାରୁ ସହର ଚାରିଆଡେ କେବଳ ନମିତାଙ୍କର…

ତମନ୍ନା ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ଟିଜର ରିଲିଜ୍‌

ଭୁବନେଶ୍ୱର: ଅଭିନେତ୍ରୀ ତମନ୍ନାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ପ୍ରଥମ ଟିଜର ରିଲିଜ ହୋଇଛି । ଟିଜରରୁ ଦର୍ଶକ ଏହି ଫିଲ୍ମଟିକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ । ତମନ୍ନାଙ୍କ ବିପକ୍ଷରେ ବିଜୟ ରାଜା ଅଭିନୟ କରିଥିବା ବେଳେ ଏହାର…

କଙ୍ଗନାଙ୍କ ଡିମାଣ୍ଡ: ମୋ ଘର ଭାଙ୍ଗିଲ, ୨ କୋଟି ଦିଅ

ମୁମ୍ବାଇ: ବେଆଇନ୍ ଭାବେ ମୋ ଘର ଭାଙ୍ଗିଲ, ୨ କୋଟି ଟଙ୍କା ଦିଅ । ବିଏମ୍‌ସି ଆଗରେ ଏଭଳି ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମ୍‌ସିଠାରୁ କ୍ଷତିପୂରଣ ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…