Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲକଡାଉନ ସମୟରେ କିପରି ନିଜକୁ ବ୍ୟସ୍ତ ରଖିଥିଲେ କିଙ୍ଗ ଖାନ, ଜାଣନ୍ତୁ କ’ଣ କହୁଛନ୍ତି ପତ୍ନୀ ଗୌରୀ

ମୁମ୍ବାଇ: କୋଭିଡ ପାଇଁ ସାରା ଦେଶରେ ତାଲା ପଡିଥିବା ବେଳେ କଣ କରୁଥିଲେ କିଙ୍ଗ ଖାନ? କଣ କହିଲେ ପତ୍ନୀ ଗୌରୀ ଖାନ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ବାଦଶାହା ଶାହରୁଖ ଖାନ ଏହି ଲକଡାଉନ ସମୟରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଉଥିବା କହିଛନ୍ତି ପତ୍ନୀ ଗୌରୀ ଖାନ। ଏହି ସମୟରେ…

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର…

କରନ ଜୋହରଙ୍କ ପାର୍ଟି ଭିଡିଓ ଅସଲି ଓ ଅନ୍ ଏଡିଟେଡ୍, ତଦନ୍ତ କରିବ NCB !

ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ଘରେ ହେଉଥିବା ପାର୍ଟିରେ ଡ୍ରଗ୍ସ ସେବନ ହେଉଥିଲା କି ? ଭିଡିଓ ଭାଇରାଲ୍ ପରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ସେହି ଭିଡିଓକୁ ନେଇ ଖୋଳତାଡ ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । କରନ ଜୋହରଙ୍କ ପାର୍ଟି ଉପରେ ଏବେ ଏନସିବିର ନଜର…

କାନ୍ଦି ପକାଇଲେ ଦୀପିକା, ହାତ ଯୋଡି ଏନ୍‌ସିବି କହିଲା ଠିକ୍ ଉତ୍ତର ଦିଅ

ମୁମ୍ବାଇ: କାନ୍ଦି ପକାଇଲେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ । ଏନ୍‌ସିବି ଆଗରେ ଥରେ କି ଦୁଇ ଥର ନୁହେଁ ତିନିଥର ଭୋ ଭୋ ହୋଇ କାନ୍ଦିଛନ୍ତି ବଲିଉଡର ମସ୍ତାନୀ । ଖେଳିଥିଲେ ଇମୋସନାଲ କାର୍ଡ । ଏନ୍‌ସିବି ଅଧିକାରୀ ତୁହାକୁ ତୁହା ପ୍ରଶ୍ନ କରି ଚାଲିଥିଲେ । ଡ୍ରଗ୍ସ ଲିଙ୍କ ନେଇ ଘନ ଘନ ଜେରା…

ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ରକୁଲ ପ୍ରୀତ ସିଂହ

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ପିଟିସନରେ ସେ ଦର୍ଶାଇଛନ୍ତି, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ମାମଲାର ତଦନ୍ତ କରୁଛି । ଏନସିବି ତଦନ୍ତ ସାରି କୌଣସି ରିପୋର୍ଟ କୋର୍ଟଙ୍କୁ ନଦେବା ଯାଏ…

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍, ଆଗକୁ ପୁଣି ଡାକିପାରେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ…

ଫିଲ୍ମ ସେଟରେ ଡ୍ରଗ୍ସ ନେଉଥିଲେ ସୁଶାନ୍ତ: ଶ୍ରଦ୍ଧା କପୁର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ଭ୍ୟାନିଟି ଭ୍ୟାନ ଓ ଫିଲ୍ମର ସେଟରେ ଡ୍ରଗ୍ସ ସେବନ କରନ୍ତି ବୋଲି ଶନିବାର ଦିନ ଏନସିବିର ଜେରା ବେଳେ କହିଛନ୍ତି ‘ଛିଚୋରେ’ ଅଭିନେତ୍ରୀ ଶ୍ରଦ୍ଧା କପୁର। ଇଣ୍ଡିଆ ଟିଭି ରିପୋର୍ଟ ଅନୁଯାୟୀ, ୨୦୧୯ରେ ସୁଶାନ୍ତଙ୍କ ପାଉନା ଗେଷ୍ଟହାଉସରେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ସ ଲିଙ୍କରେ ଆଉ ଜଣଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜୋରଦାର ଛାନଭିନ୍ନ ଚଳାଇଛି । ଏହି ଘଟଣାରେ ଧର୍ମା ପ୍ରଡକ୍ସନର ଏକଜୁକେଟିଭ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି ଏନସିବି । ଏହା ପୂର୍ବରୁ ଶୁକ୍ରବାର ଦିନ…

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ପଞ୍ଚଭୂତରେ ଲୀନ ହୋଇଛି କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କର ପାର୍ଥିବ ଶରୀର। ଗତକାଲି ଚେନ୍ନାଇ ଠାରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ତାମିଲନାଡୁର ତରୁଭାଲ୍ଲୁର ଜିଲ୍ଲା ସ୍ଥିତ ଥମରାଇପାକ୍କମରେ ଥିବା ଗୋଟିଏ ଫାର୍ମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…

ସୁଶାନ୍ତଙ୍କ ଆତ୍ମାକୁ ଡକାଯାଉ, ସବୁ ସତ ଜଣାପଡ଼ିବ!

ମୁମ୍ବାଇ: ଏକ ଲାଇଭ ଟିଭି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ନସର ଅବଦୁଲ୍ଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଅଧିକାରୀମାନଙ୍କୁ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାକୁ ଡକାଇଲେ ଏହି ମାମଲାରେ ସବୁ ସତ ଜଣାପଡ଼ିବ। ଜାତୀୟ ଗଣମାଧ୍ୟମ 'ଆଜତକ'ରେ ଅବଦୁଲ୍ଲା ଦାବି…