Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବର୍ଷାଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲା, ୨ଯୁବକଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମ୍‌ରେ ଭିଡିଓ ରେକର୍ଡିଂ ମାମଲାରେ ୨ଯୁବକଙ୍କୁ ଡାକିଲା ପୋଲିସ । ଭିଡିଓ କରିଥିବା ୨ ଯୁବକଙ୍କୁ କଟକ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି…

ଶାଶୁଘର ଛାଡିବେନି ବର୍ଷା: ଓକିଲ

ଭୁବନେଶ୍ୱର: ବର୍ଷା ଶାଶୁଘର ଛାଡି କୁଆଡେ ଯିବେନି । ଶାଶୁ ଘରେ ରହି ମାମଲା ଲଢ଼ିବେ । ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ସେ…

ଟ୍ୱିଟରରେ ଜବାବ ଦେଲେ ବର୍ଷା, ‘ସତ କେବେ ହାରିବନି’

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦ ଏବେ ବେଶ୍ ଚର୍ଚ୍ଚାରେ । ଆଜି ଅପରାହ୍ନରେ ଅନୁଭବ ଗଣମାଧ୍ୟମକୁ ତାଙ୍କ ପରିବାରର ପିଛା ଛାଡିବାକୁ ନିବେଦନ କରିଥିଲେ । ସେମାନେ ପ୍ରଥମ ଆଉ ଶେଷ ଦମ୍ପତ୍ତି ନୁହନ୍ତି ଯେ କି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ବାପା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ…

ବିଏମସି କଙ୍ଗନାଙ୍କୂ କ୍ୱାରେଂଟାଇନରେ ରଖିବା ନେଇ ଯୋଜନା କରୁଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ମହାରାଷ୍ଟ୍ର ସରକାର ବିରୋଧୀ ହେବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ସିବିଆଇ ହାତକୁ କେସ ଯିବା ଯୋଗୁ ମହାରାଷ୍ଟ୍ର ସରକାର କୁଇନ କଙ୍ଗନାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । କେତେକ ଗଣମାଧ୍ୟମରେ ପ୍ରକାଶିତ…

ସୁଶାନ୍ତ ସିଂ କେସରେ ନୂଆ ମୋଡ, ଏନସିବି ଦ୍ୱାରା ଗିରଫ ହୋଇଥିବା ଜୈଦ, ଅବଦୁଲ୍ଲ ବୟାନ ବଦଳାଇଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ ସୋମବାର ନୂଆ ମୋଡ ନେଇଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ୨ ଅଭିଯୁକ୍ତ ଜୈଦ ବିଲାତ୍ରା ଓ ଅବଦୁଲ୍ଲ ବସିତ ପରିହାର ସେମାନଙ୍କ ବୟାନ ବଦଳାଇଛନ୍ତି । ଏମାନଙ୍କ ବୟାନ ବଳରେ ଏନସିବି ରିୟା ଚକ୍ରବର୍ତିଙ୍କ ଭାଇ ଶୌଭିକ,…

ଆସନ୍ତୁ ଜାଣିବା କେଉଁ ଅଭିନେତାଙ୍କ ପାଖରେ ରହିଛି ୩୬୯ ଦାମୀ କାର

ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ମାମୁଟ୍ଟୀ ସୋମବାର ୬୯ତମ ଜନ୍ମଦିବସ ପାଳନ କରିଛନ୍ତି । ସେ ଜଣେ କାର ପ୍ରେମୀ । ଏ ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀର ୩୬୯ ପ୍ରକାର ଦାମୀ କାର କିଣି ସାରିଛନ୍ତି । ସେ ପ୍ରତ୍ୟେକ ଦିନ ତାଙ୍କ କାର ବଦଳାଇଥାନ୍ତି । ଏହା ବିଚାରକୁ ନେଲେ ଯେଉଁ କାରରେ…

ଜ୍ୱାଲା ଗୁଟ୍ଟା-ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ, ଉଭୟଙ୍କ ପାରିବାରିକ ଜୀବନର ଏହା ଦ୍ୱିତୀୟ ଇନିଂସ

ଚେନ୍ନାଇ:ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଓ ଦକ୍ଷିଣ ଭାରତର ଅଭିନେତା ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଜ୍ୱାଲାଙ୍କୁ ୩୭ତମ ଜନ୍ମ ଦିବସ ଅବସରରେ ବିଷ୍ଣୁ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ । ଉଭୟଙ୍କ ପାରିବାରିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ…

ଅନୁଭବ ଇସ୍ତଫା ଦିଅନ୍ତୁ: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମାନବିକତା ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ ଅନୁଭବ । ଏଥିସହ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି…

ଅନୁଭବଙ୍କ ଘରେ ପହଂଚିଲା ପୋଲିସ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଲା ପୋଲିସ । ଅଭିନେତ୍ରୀ ବର୍ଷାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଘରେ ପହଂଚିଛି । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା…

‘ବର୍ଷାକୁ ମୁଁ ସମ୍ମାନ କରେ’, ଛାଡପତ୍ର ଆବେଦନ ପରେ ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: ଓଲିଉଡର ନମ୍ବର-୧ ଯୋଡୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଭିତରେ ପରବାରିବ ବିବାଦ ଲାଗିଛି । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି ବର୍ଷା । ଏହାରି ଭିତରେ ଆଜି କ୍ୟାମେରା ସାମ୍ନାରେ ପ୍ରଥମଥର ପାଇଁ…