Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଯାହାର ଗୋଟିଏ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅନୁଭବ । ଜାଣନ୍ତୁ, ଏହି ପ୍ରସଙ୍ଗରେ ଅନୁଭବ କ’ଣ ସବୁ କହିଛନ୍ତି ଏବଂ ପତ୍ନୀ ବର୍ଷାଙ୍କ ବିରୋଧରେ…

କିଏ ଜିତିବ, ଅକ୍ଷୟ କୁମାର ନା ବରୁନ ଧୱନ ?

ମୁମ୍ବାଇ: ଆଉ କିଛିଦିନ ପରେ ୫୩ବର୍ଷରେ ପାଦ ଦେବେ ବଲିଉଡ ଖିଲାଡି ଅକ୍ଷୟ କୁମାର । ଖାସ କରି ତାଙ୍କ ହରର୍ କମେଡି ଫିଲ୍ମ 'ଲକ୍ଷ୍ମୀ ବମ୍ବ'ର ରିଲିଜ ଡେଟ୍‌କୁ ଦର୍ଶକ ଚାହିଁବସିଛନ୍ତି । ତେବେ ଖବର ମିଳିଛି ଦୀପାବଳି ଅବସରରେ ନଭେମ୍ବର ୧୩'ରେ ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।…

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । https://www.instagram.com/p/CEydxJNp3mB/?utm_source=ig_web_button_share_sheet ସେ…

ଅନୁଭବଙ୍କ ଅଭିଯୋଗ; ସମ୍ପର୍କ ରଖିବାକୁ ଚାହୁଁନଥିଲେ ବର୍ଷା

କଟକ: ଜଣାଶୁଣା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ତେବେ ବର୍ଷାଙ୍କ ଅଭିଯୋଗର ଗୋଟିଏ ଦିନ ପରେ ଏହା ଜଣାପଡିଛି ଯେ, ଚଳିତ ବର୍ଷ ଜୁଲାଇ ୭ ତାରିଖରେ ନୂଆଦିଲ୍ଲୀର ପଟିଆଲା…

ଜେରା ପାଇଁ ଏନସିବି ସହ ଯିବାକୁ ମନା କରିଦେଲେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା। ଅଭିନେତ୍ରୀଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା, ପ୍ରଥମ ଏନସିବି ଦଳ ସହିତ ଯିବା ଏବଂ ଦ୍ୱିତୀୟରେ ପଚରାଉଚରା ପାଇଁ ନିଜେ…

ଫାର୍ମହାଉସ କେୟାରଟେକର କହିଲେ ସୁଶାନ୍ତ ସାର୍ ଅମର, ଆକବର, ଆନ୍ଥୋନୀ ପାଇଁ ଅର୍ଥ ଟ୍ରାନ୍ସଫର କରିଥିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ପ୍ରତ୍ୟେକ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶନିବାର ତାଙ୍କ ଲୋନାଭାଲ ଫାର୍ମ ହାଉସ କେୟାରଟେକର ରଇସ ଚାଂଚଲ୍ୟକର ଖୁଲସା କରିଛନ୍ତି । ସେ କହିଛନ୍ତି ସୁଶାନ୍ତ ସାର ମୃତ୍ୟୁ ପୂର୍ବରୁ ଅମର, ଆକବର ଓ ଆନ୍ଥୋନୀଙ୍କ ପାଇଁ ଫଣ୍ଡ ଟ୍ରାନ୍ସଫର କରିଥିଲେ ।…

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…

‘ବେଡ୍‌ରୁମ୍‌ରେ ପିଉଥିଲେ ମଦ, ବାପା ହେବାକୁ ଚାହୁଁନଥିଲେ ଅନୁଭବ’ ପିଟିସନରେ ଦର୍ଶାଇଛନ୍ତି ବର୍ଷା

ଭୁବନେଶ୍ୱର: ହାତ ଧରି ଚାଲିବାକୁ ଦିନେ କଥା ଦେଇଥିଲେ । କିନ୍ତୁ ଆଜି ସିଏ ହାତ ଛାଡି ଦେଇଛନ୍ତି । ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଭିତରେ ଆଉ କିଛି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ…

ଡ୍ରଗ୍ସ ଆଣି ବିକ୍ରି କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ସାମିଲ ଥିଲେ ବଲିଉଡ ଅଭିନେତ୍ରର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଆଣି ରିୟା ବିକ୍ରି ମଧ୍ୟ କରୁଥିଲେ । ଏଭଳି ରିପୋର୍ଟ ଦେଇଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟାଙ୍କୁ ଏହି ମାମଲାରେ ଏନ୍‌ସିବି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ୫ ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ ମିରାଣ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢିବାରେ ଲାଗିଛି ସସ୍‌ପେନ୍ସ । ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ସମ୍ନାକୁ ଆସୁଛି। ଆଜି ଏହି ମାମଲାରେ ଗତକାଲି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛନ୍ତି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ…