Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ସରି ବାବୁ’କୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । କେତେବେଳେ ତାଙ୍କର ସୁଶାନ୍ତଙ୍କ ସହ ସମ୍ପର୍କୁ ନେଇ ପ୍ରଶ୍ନ ଉଠୁଛି ତ କେତେବେଳେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସଂପୃକ୍ତିକୁ ନେଇ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ…

ସୁଶାନ୍ତ କେସ୍‌: ସିବିଆଇ ନିକଟରେ ୨ଟି ପ୍ରଶ୍ନର ଉତ୍ତର ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ କେସରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି । ତେବେ ୨ଟି ପ୍ରଶ୍ନର ଉତର ସିବିଆଇ ପାଉ ନ ଥିବାରୁ ତଦନ୍ତ ଆଗକୁ ବଢ଼ି ପାରୁ ନାହିଁ । ଏହି ରହସ୍ୟ ଉଜାଗର କରିବା ସିବିଆଇ ପାଇଁ ଜରୁରୀ ହୋଇ ପଡିଛି । ଆସନ୍ତୁ ଜାଣିବା ସେ ୨ଟି ପ୍ରଶ୍ନ କଣ ? ୧. ସୁଶାନ୍ତଙ୍କୁ…

ରିୟାଙ୍କ ଇଣ୍ଟରଭ୍ୟୁକୁ ନେଇ ଚର୍ଚ୍ଚା; ଭଉଣୀ କହିଲେ ଏହା ସୁଶାନ୍ତଙ୍କ ପାଇଁ ଅପମାନ!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏଭଳି ସମୟରେ ଏକ ଘରୋଇ ଟିଭି ଚାନେଲ୍ ରିୟାଙ୍କ ଇଣ୍ଟରଭ୍ୟୁ ନେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର ଲୋକେ । ଏସମ୍ପର୍କରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଟ୍ୱିଟରେ ଉଲ୍ଲେଖ…

କଟକର ଉଦୟୀମାନ ବିଟ୍‌ବକ୍ସର୍ ଅର୍ଚ୍ଚିତ ପଣ୍ଡା !

କଟକ: ବିଟ୍‌ବକ୍ସିଂ । ଫିଜିକାଲ ନୁହେଁ ବରଂ ଭଏସ୍ ବକ୍ସିଂ । କୌଣସି ବାଦ୍ୟଯନ୍ତ୍ରର ସହାୟତା ନ ନେଇ କେବଳ କଣ୍ଠ ଜରିଆରେ ବିଭିନ୍ନ ବାଦ୍ୟଯନ୍ତ୍ରର ଅବିକଳ ନକଲ କରି ସ୍ୱର ବାହାର କରିବାକୁ ବିଟ୍‌ବକ୍ସିଂ କୁହାଯାଇଥାଏ । ବିଦେଶରେ ଲୋକପ୍ରିୟ ହୋଇଥିବା ଏହି କଳାକୁ ଏବେ ଭାରତୀୟ ବି ପସନ୍ଦ କଲେଣି…

ଜନ୍‌ଙ୍କ ସହ ରୋମାନ୍ସ କରିବେ ଅଦିତି, ଆସିଲା ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡ ଅଭନେତା ଜନ୍ ଅବ୍ରାହମ ଏବଂ ଅଦିତି ରାଓ ହେଦରୀ । ଦୁହିଁଙ୍କୁ ପ୍ରଥମ କରି ବିଗ୍ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ । ସୀମାପାର ପ୍ରେମ ଉପରେ ଆଧାରିତ ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂହ ଷ୍ଟାରର୍‌ ଏକ ଫିଲ୍ମ ଏବେ ଚର୍ଚ୍ଚାରେ। ଏଥିରେ…

ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ମଞ୍ଜରେକରଙ୍କୁ ୩୫ କୋଟିର ବଟି ଦେବାକୁ ଧମକ, ଯୁବକ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଂଜରେକଙ୍କୁ ଗ୍ୟାଙ୍ଗଷ୍ଟରମାନେ ବଟି ଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ ଧମକ ମିଳିଛି । ଏନେଇ ମହେଶ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ…

ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର- ଆଲିଆଙ୍କ ବିବାହ ସ୍ଥଗିତ । ଜାଣନ୍ତୁ କାରଣ?

ମୁମ୍ବାଇ: ଗତ କିଛି ବର୍ଷ ହେଲା ଡେଟିଂ କରିଆସୁଥିବା ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟ ଚଳିତ ବର୍ଷ ବିବାହ କରିବେ ନାହିଁ । ଆସନ୍ତା ଡିସେମ୍ବର ମାସରେ ସେମାନଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିବା ବେଳେ ଏହା ଏବେ ୨୦୨୧କୁ ଘୁଞ୍ଚିଥିବା ଜଣାପଡିଛି । କରୋନା ମହାମାରୀ ଓ…

ସୁଶାନ୍ତଙ୍କ ଟଙ୍କାକୁ ଖର୍ଚ୍ଚ କରୁଥିଲେ ରିୟା ଓ ସାମୁଏଲ୍‌

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ ଖୋଳତାଡ କରୁଥିବା ବେଳେ ଏକ ନୂଆ ଖୁଲାସା କରିଛି । ଟାଇମ୍ସ ନାଓର ରିପୋର୍ଟ ମୁତାବକ ରିୟା ଚକ୍ରବର୍ତ୍ତୀ ଓ ସାମୁଏଲ୍ ମିରାଣ୍ଡା ମିଳିତ ଭାବେ ସୁଶାନ୍ତଙ୍କ ଟଙ୍କାକୁ…

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।…

ଓଡିଆ ଫିଲ୍ମ ‘ମହାବାହୁ’ର ମହୁରତ

ଭୁବନେଶ୍ୱର: ଆର୍ ଆର୍ ଇଭେଣ୍ଟସ୍ ପ୍ରଯୋଜିତ ଚଳଚ୍ଚିତ୍ର ‘ମହାବାହୁ’ର ମହୁରତ ଅନୁଷ୍ଠିତ ହୋଇଯାଇଛି । ବାଣୀବିହାର ପରିସରରେ ଥିବା ଜଗନ୍ନାଥ ମନ୍ଦିରର ଆୟୋଜିତ ଏହି ମହୁରତ ଅବସରରେ ପୁରା ଟିମ୍ ଉପସ୍ଥିତ ଥିଲେ । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଆକାଶ ଦାସ ନାୟକ, ପ୍ରକୃତି ମିଶ୍ର, ଉଷସୀ…