Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବନ୍ଦ ହେଲା ସଲମାନଙ୍କ ବିଗବସ୍‌-୧୪ର ସୁଟିଂ !

ମୁମ୍ବାଇ: ଅଧାରେ ଅଟକିଲା ରିୟଲିଟି ସୋ' ବିଗ୍‌ବସ୍‌-୧୪ । ବନ୍ଦ ହେଲା ସଲମାନଙ୍କ ହୋଷ୍ଟିଂ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବନି ବିବାଦୀୟ ସୋ'ର ସୁଟିଂ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ରହିଛି ଏହି ଘଟଣା ନା କାରଣ ରହିଛି କିଛି ଅଲଗା ? ଛୋଟ ପରଦାର ସବୁଠୁ ପପୁଲାର ରିୟଲିଟି ସୋ'…

ଖୁସି ଖବର ଦେଲେ ବିରୁଷ୍କା, ନୂଆବର୍ଷରେ ଫ୍ୟାମିଲିକୁ ଆସିବେ ନୂଆ ଅତିଥି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦୁଇରୁ ତିନି ହେବେ ବିରୁଷ୍କା । ମାନେ ଖୁବଶୀଘ୍ର ବାପା ହେବେ ବିରାଟ କୋହଲି । ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ୨୦୨୧ ଜାନୁଆରୀରେ ଅନୁଷ୍କା ମାଆ ହେବେ ।…

ସୁଶାନ୍ତଙ୍କ ବାପା କହିଲେ ପୁଅକୁ ବିଷ ଦେଉଥିଲେ ରିୟା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫ ଦାବି କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂ । ସେ କହିଛନ୍ତି ରିୟା ତାଙ୍କ ପୁଅକୁ ବହୁ ଦିନରୁ ବିଷ ଦେଇ ଆସୁଥିଲା । ସେ ହିଁ ସୁଶାନ୍ତର ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି…

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ "ଦ' କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ…

କେବଳ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ନୁହେଁ ମହେଶ ଭଟ୍ଟ ସବୁବେଳେ ଥାନ୍ତି ଚର୍ଚ୍ଚାରେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବେ ସବୁ ଦିନ ଖବରରେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁ ବାର ମହେଶ ଏପରି ଖବରରେ ରହି ଆସିଛନ୍ତି । ପରବିନ ବାବିଙ୍କ ସହ ସମ୍ପର୍କକୁ ନେଇ ହେଉ ଅବା କଙ୍ଗନାଙ୍କ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ…

ହସ୍ପିଟାଲରେ ଭର୍ତ୍ତି ହେଲେ ରଣଦୀପ ହୁଡ୍ଡା !

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ରଣଦୀପ ହୁଡ୍ଡା ଏବେ ହସ୍ପିଟାଲରେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକ କରୋନା ସହ ରଣଦୀପଙ୍କୁ ଯୋଡିଥିଲାବେଳେ ସେ କିନ୍ତୁ ଏକ ଭିନ୍ନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ପଜିଟିଭ ଚିହ୍ନଟ ହେଲେ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ୭ ସଦସ୍ୟ

ମୁମ୍ବାଇ: ଲୋକପ୍ରିୟ ଟିଭି ରିୟାଲିଟି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ସେଟରେ କରୋନା । ଏଠାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ୩ କଳାକାର ଓ ୪ ଜଣ ଟେକ୍ନିସିଆନ। ଏଥିପାଇଁ ସୁଟିଂକୁ ଆଜିଠାରୁ ସ୍ଥଗିତ ମଧ୍ୟ ରଖାଯାଇଛି । ସୂଚନା ଅନୁସାରେ, ଅଭିନେତା ସଚିତ ତ୍ୟାଗୀ, ସମୀର ଓଙ୍କାର ଓ…

ସୁଶାନ୍ତଙ୍କ ସପକ୍ଷରେ ଆଗକୁ ଆସିଲେ କ୍ରିକେଟର୍ ରାଇନା !

ଦୁବାଇ: ମୃତ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଅପଲ୍ କଲେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର୍ । ଅନ୍ୟ କେହି ନୁହେଁ ବରଂ କ୍ରିକେଟର ସୁରେଶ ରାଇନା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । View this post on…