Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତଙ୍କ ସହ ଜଡିତ ଏହି ବଡ଼ ଘଟଣାର ଖୁଲାସା କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଶନିବାର ଦିନ ଟ୍ୱିଟ ମାଧ୍ୟମରେ ଏକ ଚଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କରେ ଏକ ଖୁଲାସା କରିଛନ୍ତି। ବଲିଉଡର ଏହି ଅଭିନେତାଙ୍କ ରହସ୍ୟମୟ ମୃତ୍ୟୁରେ ସିବିଆଇ, ଇଡି ଏବଂ ଏନସିବି…

ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୧୦ ଘଣ୍ଟା ଘାଣ୍ଟିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ଗତକାଲି ପ୍ରଥମ ଦିନରେ ସାଢ଼େ ୧୦ ଘଣ୍ଟା ଧରି ଜେରା ହୋଇଥିଲା । ରାତି ୯ଟା ବେଳେ ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସରୁ ବାହାରିଥିଲେ ରିୟା ଚକ୍ରବର୍ତ୍ତୀ ।…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…

ସୁଶାନ୍ତ ସିଂ ରାଜପୁତ ମାମଲା: ସିଦ୍ଧାର୍ଥ,ଦୀପେଶ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ କେସ ଶୁକ୍ରବାର ନୂଆ ମୋଡ ନେଇଛି । ଏକ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଅନୁସାରେ ସିଦ୍ଧାର୍ଥ ପୀଠାନୀ ଓ ଦୀପେଶ ସାଓ୍ବନ୍ତ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ସିବିଆଇର ସମନ ପରେ ରିୟା ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଫ୍ଲାଟମେଟ୍…

ପୁଣିଥରେ ନିର୍ମାଣ ହେବ ଅନ୍ଧାଧୁନ୍‌, ଏଥର ଶ୍ରୀୟା ସରନ୍ !

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିଲା ବ୍ଲାକ୍ କମେଡି ଫିଲ୍ମ ଅନ୍ଧାଧୁନ୍ । ଲିଡ୍ ରୋଲ୍‌ରେ ଥିଲେ ଆୟୁଷ୍ମାନ ଖୁରାନା, ରାଧିକା ଆପ୍ଟେ ଓ ତବ୍ୱୁ । ମାତ୍ର ୩୨ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇ ୪୫୦କୋଟିରୁ ଅଧିକ ଇନ୍‌କମ୍ କରିଥିଲା । ତେବେ ଖୁବଶୀଘ୍ର ଏହି…

ଡିସେମ୍ବରରେ ପାଇଲଟ୍ ହେବେ କଙ୍ଗନା ରଣାୱତ !

ମୁମ୍ବାଇ: ପାଇଲଟ୍ ବନିବେ କଙ୍ଗନା ରଣାୱତ୍ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ହେଲେ ରିୟଲ୍‌ରେ ନୁହେ ବରଂ ରିଲ୍ ଲାଇଫରେ ତାଙ୍କୁ ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ରିଭିଲ୍ ହୋଇଛି । ଫିଲ୍ମର ଟାଇଟଲ ତେଜସ୍ ରହିଥିଲାବେଳେ…

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ୩କୋଟିରେ ପଂହଚିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗ୍ଲାମରସ ଲୁକ୍ ଓ ଫଟୋ ଶେୟାର କରି ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ସାଇଟରେ ଉର୍ବଶୀ ତାଙ୍କ ପ୍ରଶଂସକଙ୍କ ମନକୁ ଛୁଇଁଲା ଭଳି ଫଟୋ ମଧ୍ୟ ଶେୟାର କରିଥାନ୍ତି ।…

ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ, ପ୍ରଶ୍ନବାଣ ପ୍ରସ୍ତୁତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଜେରାର ସାମନା କରିବେ । ପ୍ରଶ୍ନବାଣ ପ୍ରସ୍ତୁତ କରିଛି ରଖିଛି ସିବିଆଇ । ମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରିୟା ଚକ୍ରବର୍ତ୍ତୀ । ହାଜର ହେବାକୁ ତାଙ୍କୁ ସମନ୍ ହୋଇଥିଲା ।…

ସୁଶାନ୍ତଙ୍କ ଫ୍ଲାଟରେ ରହି ଏହାକୁ ନିଜର ବୋଲି ଦାବି କରୁଛନ୍ତି ଅଙ୍କିତା: ରିୟା

ମୁମ୍ବାଇ: ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଅଭିନେତା ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଘଟଣା । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପ୍ରତିଦିନ ସୁଶାନ୍ତଙ୍କୁ ନେଇ ଏକ ନୂଆ ଗୁଜବ ବା ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତ ସିଂ ରାଜପୁତ ତାଙ୍କ ପୂର୍ବତନ…

ମାଆ ହେଲେ ଆମେରିକାର ଲୋକପ୍ରିୟ ଗାୟିକା କେଟି ପେରୀ

ୱାଶିଂଟନ: ଆମେରିକାର ଲୋକପ୍ରିୟ ପପ୍ ଗାୟିକା କେଟି ପେରୀ ମାଆ ହୋଇଛନ୍ତି । ସୋସିଆଲ ସାଇଟରେ କେଟି ଏବଂ ତାଙ୍କ ଭାବି ସ୍ୱାମୀ ଆର୍ଲୋଣ୍ଡା ବ୍ଲୁମ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଥିଲେ । ଜନ୍ମିତ ଶିଶୁ କନ୍ୟାର ନାମ ଡେଜି ଡୋଭ ବ୍ଲୁମ ରଖାଯାଇଛି । ଡେଜି ବ୍ଲୁମ ଦୁନିଆକୁ…