Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ…

ଭାରତ ଛାଡିବେ ସଂଜୟ ଦତ୍ତ, ଆମେରିକା ନହେଲେ ସିଙ୍ଗାପୁର !

ମୁମ୍ବାଇ: ଗତମାସ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ ଥିବା ନେଇ ସଂଜୟ ଦତ୍ତ ଜାଣିବାକୁ ପାଇଥିଲେ । ଆଉ ଏବେ ଚିକିତ୍ସା ପାଇଁ ଆମେରିକା ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେ ଏବେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଅଛନ୍ତି । ତାଜା ରିପୋର୍ଟ ଅନୁଯାୟୀ ସଂଜୟ…

ଇମ୍ରାନ୍ ହାସ୍‌ମୀଙ୍କ ପାଇଁ ସବୁ କିଛି ଫାଷ୍ଟ କ୍ଲାସ୍ !

ମୁମ୍ବାଇ: କରୋନା ପୂର୍ବରୁ ବଲିଉଡଠାରୁ ଦୂରେଇ ରହିଥିଲେ ଇମ୍ରାନ୍ ହାସ୍‌ମୀ । ହେଲେ ଏବେ ବଡ ପରଦାକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । କିସିଂ, ହରର୍ ଓ ମିଷ୍ଟ୍ରି ଭଳି ଏଲିମେଣ୍ଟ ଥିବା ଫିଲ୍ମରେ ପ୍ରାୟତଃ ଇମ୍ରାନଙ୍କୁ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମ ଥର ପାଇଁ ସେ କମେଡିଆନ୍ ଭୂମିକାରେ…

ରାଜାମୌଲିଙ୍କ ଫିଲ୍ମରୁ ଆଲିଆ ବିଦା, ରିପ୍ଲେସ୍ କରିବେ କି ପ୍ରିୟଙ୍କା ?

ମୁମ୍ବାଇ: ବାହୁବଲି ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି । ଚଳିତବର୍ଷ ତାଙ୍କ ଫିଲ୍ମ "RRR" ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକି ପଡିଛି । ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ନାଁ ବି ଅଭିନୟ ତାଲିକାରେ ରହିଥିଲା । ହେଲେ ଏବେ ଶୁଣିବାକୁ…

କାହିଁକି ସୁଶାନ୍ତଙ୍କ ସହ କାମ କରିବାକୁ ମନା କରିଥିଲେ କଙ୍ଗନା ?

ମୁମ୍ବାଇ: ବର୍ଷ ୨୦୨୦ରେ ଲଗାତାର ଶୁଣିବାକୁ ମିଳୁଛି ଅଶୁଭ ଖବର । ବଲିଉଡର ଅନେକ ଅଭିନେତାଙ୍କ ଦେହାନ୍ତ ହୋଇଥିଲା । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଉପରେ ରହସ୍ୟର ପରଦା ଏବେ ବି ଘୋଡାଇ ହୋଇ ରହିଛି । ଖାସ କରି ସୁଶାନ୍ତଙ୍କ ମାମଲାରେ ବଲିଉଡ ମାଫିଆଙ୍କୁ ଟାର୍ଗେଟ୍ କରିଛନ୍ତି କଙ୍ଗନା ରଣାୱତ ।…

ବଲିଉଡର ଏହି ତାରକାଙ୍କର ନିଜ ଶାଶୁଙ୍କ ସହ କିଭଳି ରହିଛି ସମ୍ପର୍କ; ଆସନ୍ତୁ ଜାଣିବା

ମୁମ୍ବାଇ: ଶାଶୁ ବୋହୁ ସମ୍ପର୍କରେ ସାମାନ୍ୟ ତିକ୍ତତା ରହିବା ଅତି ସାଧାରଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଶାଶୁ ବୋହୁ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ତିକ୍ତତା ବଦଳରେ ଭଲପାଇବା ଦେଖିବାକୁ ପାଇଛୁ । ଆମେ କହୁଛୁ ବଲିଉଡର ଷ୍ଟାର ଶାଶୁ ବୋହୁଙ୍କ ସମ୍ପର୍କରେ। ଏହି…

ସୁଶାନ୍ତଙ୍କୁ କାହିଁକି ଭେଟିଥିଲେ ଡ୍ରଗ ମାଫିଆ ପ୍ରଶ୍ନ କଲେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରାଯାଇଛି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସିବିଆଇ ତଦନ୍ତ ଆରମ୍ଭ କରିବାଠାରୁ ଏହା ପଛରେ ଆଉ କିଛି ମୁଣ୍ଡ କାମ କରୁଥିଲା ବୋଲି ସୂଚନା ପାଇ ସାରିଛି । ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ଘଟିଲା ସେହି…

ମୃତ୍ୟୁ ପରେବି କିଏ ଚଲାଉଥିଲା ଦିଶା ସଲିୟନଙ୍କ ଫୋନ୍ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ମୃତ୍ୟୁର ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବ । ଟାଇମ୍ସ ନାଓରେ ପ୍ରକାଶିତ ରିପୋର୍ଟ…

ପିପିଇ କିଟ୍‌ରେ ବିଗ ବି, ଆରମ୍ଭ ହେଲା କେବିସି-୧୨ ସୁଟିଂ

ମୁମ୍ବାଇ: ନୀଳ ରଙ୍ଗର ପିପିଇ କିଟ୍ ଭିତରେ ବଲିଉଡ୍ ସୁପରଷ୍ଟାର । କ୍ରୁ ମେମ୍ବର ବି ପିପିଇ କିଟ ଭିତରେ ତୟାର । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆଉ ଦମଦାର ଡାଏଲଗ ସହ ଆରମ୍ଭ ହେଲା ଟିଭି ଜଗତର ସୁପରହିଟ୍ ରିଆଲିଟି ସୋ କେବିସି-୧୨ର ସୁଟିଂ । କରୋନାକୁ ମାତ୍ ଦେବା ପରେ କୌନ ବନେଗା କରୋଡପତି ସୁଟିଂ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ସିବିଆଇର ସମନ୍ ମିଳିନି; ଦାବି କଲେ ରିୟାଙ୍କ ଓକିଲ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ସମେତ ଅନ୍ୟ ମାନଙ୍କୁ ଜେରା କରୁଛି । ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଦାବି କରିଛନ୍ତି ଯେ ଆମକୁ ଏହି କେସରେ ସିବିଆଇ କୌଣସି ସମନ କରିନାହିଁ । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ…