Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ କେସ୍ : ଜେରା ବେଳେ ରିୟାଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରିପାରେ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇ ହାତକୁ ଯିବା ପରେ ତଦନ୍ତ ପ୍ରକ୍ରିୟା ଜୋର ଧରିଛି । ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲ ଟାଇମ୍ସ ନାଓ ମୁତାବକ ସିବିଆଇ ରିୟା ଚକ୍ରବର୍ତିଙ୍କଠାରୁ କେତେକ ପ୍ରଶ୍ନର ଉତର ଚାହିଁବ । ଏହା ପରେ ସିବିଆଇ କେସର ଦିଗକୁ ଭଲ ଭାବେ ପରଖିପାରିବ ବୋଲି ଆଶା…

ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ବେଳେ ପିଠାନୀ ଦୁଃଖୀ ନଥିଲେ ବୋଲି କହିଲେ ଭାଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଅନ୍ୟ ମାନଙ୍କୁ ଜେରା କରୁଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ତଥା ବିଜେପି ବିଧାୟକ ନିରଜ କୁମାର ସିଂହ ବବଲୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ବବଲୁଙ୍କ କହିବାନୁଯାୟୀ ସୁଶାନ୍ତଙ୍କ…

ହଲିଉଡକୁ “ବ୍ୟାଟମ୍ୟାନ୍‌” ରିଟର୍ଣ୍ଣ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବ୍ୟାଟମ୍ୟାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ହଲିଉଡକୁ ଫେରୁଛି ବ୍ୟାଟମ୍ୟାନ୍ । ଆଉ, ବଡ କଥା ହେଉଛି ହଲିଉଡ୍ ସ୍କ୍ରିନରେ ପୁଣି ଦେଖାଦେବେ ପୁରୁଣା ବ୍ୟାଟମ୍ୟାନ । ଅର୍ଥାତ୍ ପୁଣି ଫେରୁଛନ୍ତି ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍ । ହଲିଉଡ୍‌ର ଲୋକପ୍ରିୟ ସିରିଜ୍…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅଭିନେତାଙ୍କ ସାଙ୍ଗ ଓ ରୋଷେୟାକୁ ସିବିଆଇର ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ଓ ରୋଷେୟା ନୀରଜ ସିଂହଙ୍କୁ ସିବିଆଇ ଜେରା କରୁଥିବା ଗେଷ୍ଟ ହାଉସ୍ ନିକଟରେ ରବିବାର ଦେଖିବାକୁ ମିଳିଛି। ଏଏନଆଇର ରିପୋର୍ଟ ଅନୁଯାୟୀ ସିବିଆଇ ତୃତୀୟ ଥର ପାଇଁ ରୋଷୟା ନୀରଜ ସିଂହଙ୍କୁ ଜେରା କରିବ ।…

[ଭାଇରାଲ ଭିଡ଼ିଓ] ମ୍ୟୁଜିକ ତାଳେତାଳେ ନାଚୁଛି ପାରା

ଭୁବନେଶ୍ୱର: ସଙ୍ଗୀତ ରେ ସଭିଏଁ ମତୁଆଲା । ପିଲାଠୁ ବୁଢା, ମଣିଷଠୁ ପଶୁପକ୍ଷୀ ସଭିଏଁ । ତେବେ ଗୀତ ତାଳରେ ତାଳ ମଣିଷଙ୍କୁ ତ ଡ୍ୟାନ୍ସ କରୁଥିବାର ସମସ୍ତେ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ ଏପରି ବକ ପକ୍ଷୀ ଯିଏ ମୋବାଇଲ ରିଙ୍ଗଟୋନରେ ଭିନ୍ନ ଭିନ ଟୋନରେ ଡ୍ୟାନ୍ସ କରିଥିବାର…

ପଡୋଶୀ ମହିଳାଙ୍କ ଚାଂଚଲ୍ୟକର ବୟାନ, ୧୩ ଜୁନ୍ ରାତିରେ ବନ୍ଦ ଥିଲା ଲାଇଟ !

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସର ସିବିଆଇ ତଦନ୍ତ ଆରମ୍ଭ ହୋଇଯାଇଛି । ସିବିଆଇ ଜେରା ବେଳେ ପ୍ରତ୍ୟେକ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶନିବାର ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବିଲ୍ଡିଂର ପଡୋଶୀ ଘରେ ରହୁଥିବା ମହିଳା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ୧୩ ଜୁନ ରାତିରେ…

ବଡ ପରଦାକୁ ଫେରିବେ ସଲମାନଙ୍କ ପୂର୍ବତନ ପ୍ରେମିକା !

ମୁମ୍ବାଇ: ଅଭିନୟ ଦୁନିଆକୁ ଫେରିବାକୁ ଚିନ୍ତା କରୁଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ । ଦିନ ଥିଲା ସେ ବଲିଉଡରେ ରାଜ କରୁଥିଲେ । ଅଗଣିତ ଫ୍ୟାନଙ୍କ ମୁହଁରେ ଥିଲା ତାଙ୍କ ନାଁ । ହେଲେ ସେ କିଏ ଓ କାହିଁକି ଏତେ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ ? କମ୍‌ବ୍ୟାକ୍ କରିବା ପାଇଁ ବର୍ତ୍ତମାନର…

ସୁଶାନ୍ତ ସିଂଙ୍କ ମୃତ୍ୟୁ ଦିନ କ’ଣ ହୋଇଥିଲା? ରହସ୍ୟ ଖୋଲିଲେ ତାଲା ଭାଙ୍ଗିଥିବା ବ୍ୟକ୍ତି

ମୁମ୍ବାଇ: ଦିନକୁ ଦିନ ଆହୁରି ଅଧିକ ବିବାଦୀୟ ହେଉଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ତାଙ୍କ ମୃତ୍ୟୁ ରହସ୍ୟ ଉପରେ ଏବେବି ସସ୍‌ପେନ୍ସ ଜାରି ରହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସମସ୍ତଙ୍କ ତନ ତନ କରି ଜେରା କରୁଛି । ଏହାରି ଭିତରେ ସୁଶାନ୍ତ ମୃତ୍ୟୁ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…

ସୁଶାନ୍ତ କେସ୍ : ସନ୍ଦୀପଙ୍କ ପ୍ରତି ସନ୍ଦେହ ବୃଦ୍ଧି ପାଉଛି

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍‌ରେ ସିବିଆଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । କୁକ୍ ନୀରଜ, ରୁମମେଟ୍ ସିଦ୍ଧାର୍ଥ ପିଠାନୀ ପରେ ଏବେ ସନ୍ଦୀପଙ୍କୁ ଜେରା କରିବା ପାଇଁ ବିଚାର କରୁଛି । ସନ୍ଦୀପ ସୁଶାନ୍ତଙ୍କ ଜଣେ ଭଲ ବନ୍ଧୁ ଭାବେ ନିଜକୁ ଚିତ୍ରଣ କରୁଛି । ୧୪ ଜୁନ୍ ସୁଶାନ୍ତଙ୍କ…