Latest Odisha News
Browsing Category

ମନୋରଞ୍ଜନ

ଦିପାବଳୀରେ ରିଲିଜ୍ ହେବ ‘ଟାଇଗର-୩’, ପ୍ରଥମଦିନରୁ ହିଁ ରେକର୍ଡ କରିବ

ମୁମ୍ବାଇ: ଦିପାବଳୀରେ ରିଲିଜ୍ ହେବ ବଲିଉଡ଼ ଭାଇଜାନ ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତେଣୁ ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ…

ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବି ନାହିଁ, ଏମିତି କହିଥିଲେ ମାଧୁରୀ

ମୁମ୍ବାଇ: ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଥିଲେ । ଏହି କାରଣରୁ ସେ ଅନେକ ଫିଲ୍ମ ପ୍ରତ୍ୟାଖାନ କରିଛନ୍ତି ବୋଲି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦିକ୍ଷିତ । ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି । ‘ହମ୍ ଆପକେ ହେଁ କୌନ୍‌’ରେ…

ଗୁଜବ ସତ ହେଲା, ବେବି-ବମ୍ପ୍ ଦେଖାଇଲେ ଅନୁଷ୍କା

ମୁମ୍ବାଇ: କିଛି ଦିନ ଧରି ଚାଲିଥିବା ଗୁଜବ ଶେଷରେ ସତ ହୋଇଛି । ବେବି ବମ୍ପ ଦେଖାଇଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ନିଜର ଦ୍ୱିତୀୟ ଗର୍ଭଧାରଣକୁ ନେଇ ସେ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟଠାରୁ ଦୂରେଇ ରହୁଥିବା ନଜର ଆସୁଛି ।…

ଅନୀତା ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଓଡିଆ ସିନେମା ‘ଅନ୍ଧ ପୁଟୁଳି’ର ଶୁଭ ମହୁରତ

ଭୁବନେଶ୍ଵର: ଆସୁଛି ନୂଆ ଓଡିଆ ସିନେମା ଅନ୍ଧ ପୁଟୁଳି । ଅନୀତା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନବୀନ ମହାନ୍ତିଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଓଡିଆ ଫିଲ୍ମ ଅନ୍ଧ ପୁଟୁଳିର ଶୁଭ ମହୁରତ ଆଜି ରଙ୍ଗବଜାର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିବେ…

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି…

ଡିପଫେକର ଶୀକାର ହେଲେ ସାରା-ଶୁଭମନ

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶୀକାର ହୋଇଛନ୍ତି । ଯୁବ କ୍ରିକେଟର ଶୁଭମନ ଗିଲଙ୍କ ସହ ସାରାଙ୍କ ଫଟୋ ଯୋଡି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏବେ ଏହା ଭାଇରଲ ହୋଇଛି । ପ୍ରକୃତ ଫଟୋରେ ସାରା ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକର ସହ ଫଟୋ…

ୟୁରୋପରେ ଆଣ୍ଠୁର ସର୍ଜରୀ କରାଇଲେ ପ୍ରଭାସ

ମୁମ୍ବାଇ: ସାଉଥର ସୁପରଷ୍ଟାର ପ୍ରଭାସ । ନିଜ ଅଭିନୟର ଯାଦୁରେ ଲୋକଙ୍କ ହୃଦୟରେ ଘର କରି ରହିଛନ୍ତି । ଏବେ ‘ପ୍ରୋଜେକ୍ଟ କେ’, ‘ସାଲାର ପାର୍ଟ ୧ : ସିଜଫାୟାର’, ‘ରାଜା ଡିଲକ୍ସ’ ଏବଂ ‘ସ୍ପିରିଟ’ ଭଳି ଅନେକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏସବୁ ମଧ୍ୟରେ ସମୟ ବାହାର କରି ପ୍ରଭାସ ବିଦେଶ ଯାଇ…

ନୂଆ ଲୁକ୍‌ରେ ନଜର ଆସିଲେ କରୀନା

ମୁମ୍ବାଇ: ନୂଆ ଲୁକ୍‌ରେ ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ କରିନା କପୁର । ସେ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍ ଏଗେନ୍‌’ରେ ଏକ ଭିନ୍ନ ଭୂମିକାରେ ନଜର ଆସିବେ । ଏବେ ନିର୍ମାତା କରିନାଙ୍କ ନୂଆ ଲୁକର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବଲିଉଡ଼ ଅଭିନେତା ଅଜୟ…

ପୂର୍ବତନ ପ୍ରେମିକଙ୍କ ସହ ନଜର ଆସିଲେ ସୁସ୍ମିତା, ପ୍ୟାଚଅପ୍ କରିଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିିଛନ୍ତି ସେ । ପ୍ରେମିକ ରୋହମନ ଶଲଙ୍କଠାରୁ ହଠାତ ଅଲଗା ହୋଇ…

ରଶ୍ମିକାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ ଦେଖି ଅସନ୍ତୋଷ ପ୍ରକାଶ କଲେ ତାଙ୍କ ପ୍ରେମିକ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓ ସେୟାର କରାଯିବା ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ଅସନ୍ତୋଷ…