Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଦିଲଜିତ୍‌; କହିଲେ ‘ହଜମ ହେଉନି ଆତ୍ମହତ୍ୟା କରିବା କଥା’

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଗାୟକ ତଥା ଅଭିନେତା ଦିଲଜିତ ଦୋସନ୍‌ଝ । ଦିଲଜିତ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି,…

ସଡକ-୨କୁ ୧କୋଟି ଲୋକ ଡିସଲାଇକ କଲେଣି, କେଆରକେ କହିଲେ ଭଟ୍ଟ ପରିବାରରୁ ଆଜାଦି ମିଳିଲା

ମୁମ୍ବାଇ: ସଡକ-୨ ଫିଲ୍ମର ଟ୍ରେଲରର ଡିସଲାଇକ ୧ କୋଟିରେ ପଂହଚିଲା । ଯାହାକି ଓଟିପି ପ୍ଲାଟଫର୍ମରେ ଏକ ନୈରାଶ୍ୟଜନକ ରେକର୍ଡ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପଛରେ ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତିଙ୍କ ସମ୍ପର୍କକୁ ଏକ ପ୍ରମୁଖ କାରଣ ଭାବେ ପ୍ରଶଂସକମାନେ ବିଚାର କରୁଛନ୍ତି । ଯାହାର ପ୍ରଭାବ…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ସିନେ-ସମ୍ପାଦକ ଦେବେନ ମିଶ୍ର

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ର। ଶନିବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଦେବେନ…

ବିଗ୍-ବସ୍ ୧୪: ସାମ୍ନାକୁ ଆସିଲା ସଲମାନଙ୍କ ପ୍ରଥମ ଲୁକ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ‘ବିଗ୍ ବସ୍’ ୧୪ । ସାମ୍ନାକୁ ଆସିଛି ହୋଷ୍ଟ ସଲମାନ ଖାନଙ୍କ ପ୍ରଥମ ଲୁକ। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଏହି ରିୟାଲିଟି ସୋ'ର ପ୍ରୋମୋ ସମ୍ନାକୁ ଆସୁଛି । ଏହି ପ୍ରୋମୋରେ ଅଭିନେତା ତଥା ହୋଷ୍ଟ ସଲମାନ ଆଗାମୀ ସିଜନ୍ ପାଇଁ ଚଟାଣ ସଫା…

ସିନେମାରେ ଦେଶଭକ୍ତିର ଝଲକ

ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଚଳିତ ଥର କରୋନା କଟକଣା ମଧ୍ୟରେ ଉତ୍ସବ ପାଳିତ ହୋଇଛି । କରୋନା କଟକଣା ଯୋଗୁଁ କେହି ବାହାରକୁ ବାହାରି ପାରୁନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ ଏଭଳି କିଛି ଫିଲ୍ମ ସମ୍ପର୍କରେ ଯାହା ଆପଣଙ୍କ…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ…

ଛୋଟ ପରଦାକୁ ଫେରୁଛନ୍ତି କମେଡି ଷ୍ଟାର ସୁନୀଲ ଗ୍ରୋଭର !

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନୀଲ ଗ୍ରୋଭର । ଗ୍ୟାଙ୍ଗ ଅଫ୍ ଫିଲ୍ମିସ୍ତାନ ଭଳି ବ୍ରାଣ୍ଡ ନ୍ୟୁ ସୋ' ଜରିଆରେ ସେ ଦର୍ଶକଙ୍କ ନିକଟକୁ ଆସୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହେବାକୁ ଥିବା ଏହି କମେଡି ସୋ'ରେ ବହୁ ଜଣାଶୁଣା କମେଡି କଳାକାରଙ୍କୁ…

‘ଜିୟା ଖାନଙ୍କ ଭଳି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି’

ମୁୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମାମଲାରେ ବାହାରିଲେ ଜିୟା ଖାନଙ୍କ ମାଆ । ସିବିଆଇ ତଦନ୍ତ ପାଇଁ କଲେ ଦାବି । ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟ । କହିଲେ ପୁଲିସ ଉପରେ ରହୁଛି ରାଜନୈତିକ ଚାପ, ଯାହାପାଇଁ ସାମ୍ନାକୁ ଆସିପାରୁନି ସତ । ୨ମାସ ବିତି ଗଲାଣି ସୁଶାନ୍ତଙ୍କ…

ଅଫିସିଆଲ ଭାବେ କୋଙ୍କଣା-ରଣବୀରଙ୍କ ବିବାହ ବିଚ୍ଛେଦ ଘଟିଲା

ମୁମ୍ବାଇ: ଦୀର୍ଘ ଦିନ ଆଇନଗତ ଲଢ଼େଇ ପରେ ଶୁକ୍ରବାର ଅଫିସିଆଲ ଭାବେ କୋଙ୍କଣା ସେନ୍ ଓ ରଣବୀର ଶୋରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ୨୦୧୦ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ଆଜି ଆଇନଗତ ଭାବେ ପରସ୍ପରକୁ ଶାନ୍ତିପୂର୍ଣ୍ଣ ଭାବେ ଛାଡ଼ପତ୍ର ଦେଇଛନ୍ତି । କୋର୍ଟ ଗୃହରେ…

ସୁଶାନ୍ତ ସିଂ ରାଜପୁତ କେସ୍ : ଜଷ୍ଟିସ ଫର ଏସଏସଆରରେ ସାମିଲ ହେଲେ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ୨ ମାସ ପୂର୍ଣ୍ଣ ହୋଇଛି । ଶୁକ୍ରବାର ଜଷ୍ଟିସ ଫର ଏସଏସଆର କ୍ୟାମ୍ପେନରେ ସାମିଲ ହୋଇଛନ୍ତି ପରିଣୀତି ଚୋପ୍ରା । ସେ ଏଥିନେଇ ସୋସିଆଲ ସାଇଟରେ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ସିବିଆଇ ତଦନ୍ତ ସପକ୍ଷରେ ଯୁକ୍ତି…