Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୋ ପାଇଁ ପ୍ରାର୍ଥନା କରନ୍ତୁ: ସଞ୍ଜୟ ଦତ୍ତ

ମୁମ୍ବାଇ: ନିକଟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ନ୍ୟୁଜ ଏଜେନ୍ସି ANI ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନା ଯିବାବେଳେ ସଞ୍ଜୟ ତାଙ୍କ…

ଆସିଲା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବାହୁବଳୀ ଫେମ୍ ତଥା ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’ର ଆସିଲା ଫଷ୍ଟାଲୁକ୍ । ଏହାକୁ ପ୍ରଭାସ ନିଜେ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଦେଖିଲେ ଲାଗୁଜି ଫିଲ୍ମଟି ଧାର୍ମିକ କଥା ବସ୍ତୁ ଉପରେ ଆଧାରିତ ହୋଇଥାଇପାରେ । ନିର୍ଦ୍ଦେଶକ ଓମ୍…

ନିଲାମ ହେବ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ । ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ବିଦ୍ୟା ବାଲନ ପିନ୍ଧିଥିଲେ ସମ୍ବଲପୁରୀ ଶାଢ଼ୀ । ଏବେ ଏହା ବ୍ରିକି ହେବାକୁ ଯାଉଛି । ଏହି ଶାଢ଼ୀକୁ ଅନ୍‌ଲାଇନ୍‌ରେ ନିଲାମ କରାଯିବ । ଅଗଷ୍ଟ ୧୫ରୁ ଏହି ଶାଢ଼ୀର ନିଲାମୀର…

ଆଉ ନାହାନ୍ତି ଦୃଶ୍ୟମ୍ ନିର୍ଦ୍ଦେଶକ ନିଶିକାନ୍ତ କାମତ

ହାଇଦ୍ରାବାଦ: ପରଲୋକରେ ନିର୍ଦ୍ଦେଶକ ନିଶିକାନ୍ତ କାମତ । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । ୫୦ ବର୍ଷୀୟ ନିଶିକାନ୍ତ ଲିଭର ସିରୋସିସ୍ ରୋଗରେ ପୀଡିତ ଥଲେ । ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ କଳାକାର,…

ସୁଶାନ୍ତଙ୍କ କ୍ୟାରିୟରକୁ ବରବାଦ କରିବାକୁ ଚାହୁଁଥିଲେ ଖାନ୍ ଓ ଜୋହର: ଅଭିନେତାଙ୍କ ଜିମ୍ ପାର୍ଟନର‌

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ଜିମ୍ ପାଟର୍ନର ସୁନିଲ ଶୁକ୍ଲା । ବଲିଉଡର ନାମୀଦାମ୍ କଳାକାର ସଲମାନ୍ ଖାନ୍ ଓ କରନ ଜୋହର ସୁଶାନ୍ତଙ୍କ କ୍ୟାରିୟର ବରବାଦ୍ କରିବାକୁ ଚାହୁଁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।…

ସୁଶାନ୍ତ ସିଂ କେସ୍‌: ରହସ୍ୟମୟ ମହିଳା ସୌଭିକଙ୍କ ବନ୍ଧୁ ଜମିଲା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ଜୁନ ୧୪ରେ ଦେଖା ଯାଇଥିବା ରହସ୍ୟମୟ ମହିଳାଜଣକ ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ ଚକ୍ରବର୍ତିଙ୍କ ବନ୍ଧୁ । ତାଙ୍କ ନାମ ଜମିଲା ବୋଲି ଏକ ଟିଭି ଚ୍ୟାନେଲ ଦୃଢ଼ତା ସହକାରେ ଦାବୀ କରିଛି । ସୁଶାନ୍ତଙ୍କ ୨ଟି କମ୍ପାନୀ ଭିଭଡ୍ରାଗ ରିୟଲିଟିଏକ୍ସ ପ୍ରାଇଭେଟ…

ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦ୍ୱନ୍ଦ; ରିତେଶ କହିଲେ ସେ ଜୀବିତ ଅଛନ୍ତି

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ତଥା ଅଭିନେତା ନିଶିକାନ୍ତ କାମତ ଏବେ ଭେଣ୍ଟିଲେଟରର ସପୋର୍ଟରେ ଥିବା ସ୍ପଷ୍ଟ କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ସୂଚନାନୁଯାୟୀ, ତାଙ୍କ ଦେହାନ୍ତ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଅଭିନେତା ରିତେଶ ଦେଶମୁଖ ଏହାକୁ ଖଣ୍ଡନ…

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ସଂଜୁ ବାବା । ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବା ଅଭିନେତା ସଂଜୟ ଦତ୍ତଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯିବ । ଏହା ପୂର୍ବରୁ ଶନିବାର…

ସୁଶାନ୍ତଙ୍କ ସାଙ୍ଗ ଗଣେଶ କହିଲେ ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସ୍‌ରେ ରବିବାର ତାଙ୍କ ସାଙ୍ଗ ଗଣେଶ ହିବରକର ଚାଂଚଲ୍ୟକର ବୟାନ ଦେଇଛନ୍ତି । ମୋତେ ସୁରକ୍ଷା ଦେଲେ ବହୁତ କିଛି କହିବି । ସେ କହିଛନ୍ତି ଘଟଣାର ପୂର୍ବଦିନ ରାତିରେ ପାର୍ଟିରେ ଅନେକ ନାମୀ ଦାମୀ ଲୋକ ଯୋଗ ଦେଇଥିଲେ । ଦିଶା ସାଲିୟନ ମୃତ୍ୟୁ ନେଇ ସୁଶାନ୍ତ…

ଏହି ଅଭିନେତ୍ରୀଙ୍କର ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ!

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ। ସେ ଏକାଧାରାରେ ଜଣେ କବି, ବକ୍ତା, ରାଜନୀତିଜ୍ଞ, ସମାଜ ସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ହେଲେ…