Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡିଆ ଭାଷାରେ ରିଲିଜ ହେବ ‘ଥ୍ରୀଲର’

ଭୁବନେଶ୍ୱର: ଆସନ୍ତାକାଲି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାମ ଗୋପାଳ ବର୍ମାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀଲର’ । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପସରା ରାଣୀ ଓ ଓଡିଆ ପୁଅ ରକ୍ କଚ୍ଚି । ଫିଲ୍ମଟି ଏକ ସମୟରେ ୯ଟି ଭାଷାରେ ରିଲିଜ ହେବ । ଏ ମଧ୍ୟରେ ରହିଛି ଓଡିଆ ଭାଷା ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଭଉଣୀ ଶ୍ୱେତାଙ୍କ ଭିଡିଓ ଅପିଲ

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସସପେନ୍ସ । ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଅପରପକ୍ଷେ ନ୍ୟାୟ ପାଇଁ ଲଗାତାର ଭାବେ ସାରା ଦେଶରେ ସ୍ବର ଉଠୁଛି। ଏବେ ସୁଶାନ୍ତଙ୍କ ଉଭଣୀ…

ସଡକ-୨ ଟ୍ରେଲରକୁ ଦର୍ଶକଙ୍କ ନାପସନ୍ଦ; କିଛି ଏମିତି ଜବାବ ଦେଲେ ପୂଜା ଭଟ୍ଟ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ବଲିଉଡ ଫିଲ୍ମକୁ ଲଗାତାର ଦର୍ଶକଙ୍କ ନେଗେଟିଭ୍ ରେସପୋନ୍ସ ମିଳୁଥିବା ବେଳେ ମୁହଁ ଖୋଲିଛନ୍ତି ପୂଜା ଭଟ୍ଟ । ଏହାର ଟ୍ରେଲର ରିଲିଜ ପରେ ୟୁଟ୍ୟୁବରେ ୩୩୪ ହଜାର ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୬.୪ ମିଲିୟନରୁ ଅଧିକ ନାପସନ୍ଦ…

ପୁଣି ମାନବିକତା ଦେଖାଇଲେ ସୋନୁ: ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା ସହ ଯୋଗାଇଦେଲେ ଆର୍ଥିକ ସହାୟତା

ମୁମ୍ବାଇ: ପୁଣି ମାନବିକତା ଦେଖାଇଛନ୍ତି ରିୟଲ ଲାଇଫ ହିରୋ ସୋନୁ ସୁଦ। ଲକଡାଉନରେ ପ୍ରବସୀଙ୍କ ପାଇଁ ହିରୋ ସାଜିଥିବା ସୋନୁ ଏବେବି ଜାରି ରଖିଛନ୍ତି ନିଜ କାମ । ଏହାପୂର୍ବରୁ ଜଣେ ଚାଷୀକୁ ସୋନୁ ଟ୍ରାକ୍ଟର ଉପହାରରେ ଦେଇଥିବା ବେଳେ ପୁଣି ଆଉ ଜଣେ ଅସହାୟଙ୍କୁ ସହାୟତା ଯୋଗାଇ ଚର୍ଚ୍ଚାରେ ଏହି…

ଜନ୍ମ ଦିନରେ ସୋସିଆଲ ମିଡିଆରେ ପିଲା ବେଳ ଫଟୋ ସେୟାର କଲେ ସାରା ଅଲ୍ଲୀ ଖାନ

ମୁମ୍ବାଇ: ୨୫ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଜନ୍ମଦିନ ସେଲିବ୍ରେଶନର କିଛି ସ୍ପେଶାଲ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାରା । କେବଳ ସେତିକି ନୁହେଁ ନିଜ ପିଲା ବେଳର ଫଟୋକୁ ସେୟାର ବି କରିଛନ୍ତି । ଏହି ପିଲା ବେଳର ଫଟୋରେ କେଉଁଠି ରଙ୍ଗ…

ତେଲୁଗୁ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ତମନ୍ନା

ଭୁବନେଶ୍ୱର: ଟଲିଉଡରେ ଦେଖିବାକୁ ମିଳିବେ ଓଡିଆ ଅଭିନେତ୍ରୀ ତମନ୍ନା । ଫିଲ୍ମ ‘ଭେୟି ଶୁଭାମୁଲୁ କାଲୁଗୁ ନିକୁ’ରେ ସେ ଅଭିନେତା ବିଜୟ ରାଜାଙ୍କ ଅପୋଜିଟ୍‌ରେ ନଜର ଆସିବେ । ନିକଟରେ ଫିଲ୍ମର ମହୁରତ ସରିଛି । ଜୟଦୁର୍ଗା ମଲଟି ମିଡିଆ ମୁଭିଜ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର…

ସଡକ-୨ ଟ୍ରେଲର ନାପସନ୍ଦରେ ରେକର୍ଡ କରିବ !

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ କେସରେ ମହେଶ ଭଟ୍ଟ ଏବଂ ଫ୍ୟାମିଲି ଉପରେ ଦର୍ଶକ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଅଛନ୍ତି । ରିୟା ଚକ୍ରବର୍ତିଙ୍କ ସହ ମହେଶ ଭଟ୍ଟଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଏହାର ପ୍ରମାଣ ସଡକ-୨ ଟ୍ରେଲର ରିଲିଜରେ ଜଣାପଡିଛି । ୟୁଟ୍ୟୁବରେ ଏହି ଟ୍ରେଲର ରିଲିଜ ହେବାର ୫…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ବହୁ ଥର…

ଆସିଲା ‘ସଡକ-୨’ର ଟ୍ରେଲର, ଦମଦାର ଲୁକ୍‌ରେ ସଞ୍ଜୁ ବାବା

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍‌ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ…

ଆସନ୍ତୁ ଜାଣିବା ସୁଶାନ୍ତ ବାପାଙ୍କ ଓକିଲ କାହିଁକି କହିଲେ ସିଦ୍ଧାର୍ଥ ଜଣେ ଚାଲାକ ଅପରାଧୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡି ନ ଥିଲେ ମଧ୍ୟ ଏହା ପଛରେ କିଛି ଲୋକଙ୍କ ଷଡଯନ୍ତ୍ର ରହିଥିଲା । ସୁଶାନ୍ତଙ୍କ ବାପାଙ୍କ ଓକିଲ ବୁଧବାର କହିଛନ୍ତି…