Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଂଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର, ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖରାପ ଖବର । ସଞ୍ଜୁ ବାବାଙ୍କୁ କ୍ୟାନସର । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଜ ଥ୍ରୀ ଆଡଭାନ୍ସ କ୍ୟାନସର ହୋଇଛି । ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ସୂଚନା ମିଳିଛି । ତେବେ ଏଯାଏଁ ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା…

ସୁଶାନ୍ତଙ୍କ ମୃତ ଶରୀର ତଳକୁ ଓହ୍ଲାଇବା ବେଳେ କିଏ ଦେଖିଥିଲା, ପ୍ରଶ୍ନ ଉଠାଇଲେ ଓକିଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଏହି ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଓକିଲ ଲଗାତର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୋଲିସ ଉପରେ ଉଠାଉଛନ୍ତି । ଆଜି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍‌ଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ସାମ୍ନାକୁ ଆସିଛି । ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହତା ଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା…

ରିୟାଙ୍କ ଫୋନ୍ ଓ ଲାପଟପ୍ ସିଜ୍ କଲା ଇଡି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡି ମନି ଲଣ୍ଡରିଂ କେସକୁ ନେଇ ଖୋଳତାଡ କରୁଛି । ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ଇଡି ରିୟା ଓ ତାଙ୍କ ବାପା ଇନ୍ଦ୍ରଜିତ ଏବଂ ଭାଇ ସ୍ୱବିକ୍‌ଙ୍କୁ ଜେରା କରିବା ପରେ ସେମାନଙ୍କର ଲାପଟପ୍‌,…

ତୁର୍କିରେ ଫସିଗଲେ ଆମିର ଖାନ୍ !

ତୁର୍କି: ସୋସିଆଲ୍ ମିଡିଆରେ ଭାଇରାଲ୍ ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ଭିଡିଓ । ଫିଲ୍ମ ଲାଲ ସିଂ ଚଢାର ସୁଟିଂ ପାଇଁ ତିୁର୍କିରେ ଥିଲେ ମିଷ୍ଟର ପରଫେକ୍ସନିଷ୍ଟ । ହେଲେ ଫ୍ୟାନଙ୍କ ଗହଣରେ ସାମିଲ ହେବା ତାଙ୍କୁ ସାମାନ୍ୟ ମହଙ୍ଗା ପଡିଥିଲା । ତେବେ ଲୋକଙ୍କ ଭଲ ପାଇବାକୁ ସେ ସକରାତ୍ମକ ଢଙ୍ଗରେ…

ସୁଶାନ୍ତ ରାଜପୁତ କେସ୍ : ବାପା ବିକଳ ହେଉଥିଲେ ପୁଅ ସହିତ କଥା ହେବା ପାଇଁ, ରିୟା ଓ ଶ୍ରୁତି କରାଇ ଦେଉ ନ ଥିଲେ

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି । ସୁଶାନ୍ତଙ୍କ ବାପା କେକେ ସିଂ କେତେଗୁଡିଏ ହ୍ୱାଟସଆପ ମେସଜ ରିୟା ଚକ୍ରବର୍ତି ଓ ଶ୍ରୁତି ମୋଦିଙ୍କ ନିକଟକୁ ପଠାଇଥିଲେ । ସେହି ମେସେଜରେ ସେ ପୁଅ ସହିତ କଥା…

ସୁଶାନ୍ତଙ୍କ ଶରୀର ହଳଦିଆ ପଡିଯାଇଥିଲା: ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ସମୟରେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ ସମସ୍ତଙ୍କୁ ଚକିତ କରିଦେବା ଭଳି ଖୁଲାସା କରିଛନ୍ତି । ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଶବକୁ କୁପର ହସ୍ପିଟାଲ…

ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ମିଡିଆ ଟ୍ରାଏଲ୍ ବିରୋଧରେ ସେ କରିଥିବା ପିଟିସନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗତକାଲି ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥଲେ ରିୟା । ଅଭିଯୋଗ କରିଛନ୍ତି, ସୁଶାନ୍ତ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିଡିଏ ଟ୍ରାଏଲ ବିରୋଧରେ ସେ ସୁପ୍ରିମକୋର୍ଟରେ ପହଂଚିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ ବୋଲି ପ୍ରମାଣିତ କରିବା ପାଇଁ…

ସୁସ୍ଥ ହେଲେ ସଂଜୟ ଦତ୍ତ

ମୁମ୍ବାଇ: ସୁସ୍ଥ ହେଲେ ବଲିଉଡର ଖଲନାୟକ ସଂଜୟ ଦତ୍ତ । ସେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଏଥିସହ ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗଲା ୮ ତାରିଖରେ ସଂଜୟ ଦତ୍ତଙ୍କୁ ନିଶ୍ୱାସ…