Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆତ୍ମହତ୍ୟା କଲେ ଟେଲିଭିଜନ ଜଗତର ଆଉ ଏକ କଳାକାର

ମୁମ୍ବାଇ: ଆତ୍ମହତ୍ୟାର ବାଟ ବାଛି ନେଲେ ଟେଲିଭିଜନ ଜଗତର ଆଉ ଜଣେ ଲୋକପ୍ରିୟ କଳାକାର ସମୀର ଶର୍ମା। ମୁମ୍ବାଇ ମଲାଡସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଧବାର ରାତିରେ ଡ୍ୟୁଟିରେ ଥିବା…

ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ନୋଟିସ୍, ଅଗଷ୍ଟ ୭ରେ ହାଜିରା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢିଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ବିହାର ପୋଲିସ ସ୍କାନରରେ ରିୟା ଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପ୍ରିଭେନସନ୍…

ପ୍ରସିଦ୍ଧ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ କରୋନା ପଜିଟିଭ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ବିଷୟରେ ସେ ନିଜେ ବୁଧବାର ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କିଛି ଦିନ ତଳେ ଜ୍ବର,ଥଣ୍ଡା ହୋଇଥିଲା, ଯାହା ପରେ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା। ପରେ ସେ କୋଭିଡ…

ଆଦିତ୍ୟ ଠାକରେଙ୍କୁ ୭ ପ୍ରଶ୍ନ ପଚାରିଲେ କୁଇନ କଙ୍ଗନା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ନେଇ ବୁଧବାର ମହାରାଷ୍ଟ୍ର ସରକାରର କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ କୁଇନ କଙ୍ଗନା ରାନାୱତ ୭ ପ୍ରଶ୍ନ ପଚାରିଛନ୍ତି । ଗତ କାଲି ଆଦିତ୍ୟ ପ୍ରତିକ୍ରିୟା ଦେଇଥିଲେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୋର କିଛି ଭୂମିକା ନାହିଁ । ଏଥିନେଇ ମୋତେ ଓ…

ସୁଶାନ୍ତ ବାପାଙ୍କ ଓକିଲ କହିଲେ, ମୁଁ ଜାଣିଛି ରିୟା କେଉଁଠି ଅଛନ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଆଲୋଚନା ବିଷୟ ସାଜିଛି । ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ କେସ୍ ଲଢ଼ୁଥିବା ଓକିଲ ବୁଧବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଜାଣିଛି ରିୟା ଚକ୍ରବର୍ତି କେଉଁଠାରେ ଅଛନ୍ତି । ପିଙ୍କ ଭିଲାକୁ ସାକ୍ଷାତକାର ଦେବା…

ଆରପାରିରେ ଆଧୁନିକ ରଙ୍ଗମଞ୍ଚର ବିନ୍ଧାଣୀ ଇବ୍ରାହିମ୍ ଅଲକାଜୀ

ନୂଆଦିଲ୍ଲୀ: ଥିଏଟର ଦୁନିଆର ବାହଶାହ ଇବ୍ରାହିମ ଅଲକାଜୀଙ୍କ ପରଲୋକ । ଆଜି ୯୪ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଦିଲ୍ଲୀ…

ବଲିଉଡ ନୁହେଁ ଏବେ ଟଲିଉଡ୍ ଉପରେ ଅନନ୍ୟାଙ୍କ ଭରସା !

ମୁମ୍ବାଇ: କରୋନା ମହାମାରୀ ପାଇଁ ଅଟକି ପଡିଛି ସାରା ବିଶ୍ୱ । ଏମିତି ସ୍ଥିତିରେ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରୀ ବି ଠପ୍ ପଡିଛି । କରୋନା ପୂର୍ବରୁ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଫାଇଟର୍‌ର ସୁଟିଂ ଚାଲିଥିଲା । ହେଲେ ଏବେ ତାହା ଅଧାରେ ପଡି ରହିଛି । ଏହି ଫିଲ୍ମରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ନଜର…

କରୀନାଙ୍କୁ ଟାର୍ଗେଟ କଲେ କଙ୍ଗନା, ୬ ପ୍ରଶ୍ନର ଉତ୍ତର ଦେବାକୁ କହିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଏହି ଲଢ଼େଇ ବିଶେଷ ଭାବେ ଇନସାଇଡର ଓ ଆଉଟସାଇଡର ମଧ୍ୟରେ ଆରମ୍ଭ ହୋଇଛି । ସୁଶାନ୍ତ ମୃତ୍ୟୁ ପରେ ବଲିଉଡ କୁଇନ କଙ୍ଗନା ରାନାୱତ ନେପୋ କିଡ୍ସଙ୍କୁ ଟାର୍ଗେଟ…

“ମୁଁ ବି ଷ୍ଟ୍ରଗଲ୍ କରିଛି” କରିନା କାପୁର ଖାନ୍ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌କୁ ନେଇ ବଲିଉଡରେ ନିଆଁ ଲାଗିଥିଲା । ଏ ନେଇ କିଛି ଷ୍ଟାର୍ ସଫେଇ ରଖିଥିଲାବେଳେ ଅଧିକାଂଶ ଚୁପ୍ ରହିବାକୁ ପସନ୍ଦ କରିଥିଲେ । ତେବେ ଶେଷରେ ମୁହଁ ଖୋଲିଛନ୍ତି ପଟୌଦୀ ଖାନଦାନର ବୋହୁ କରିନା କାପୁର ଖାନ । ଏକ ଇଣ୍ଟରଭ୍ୟୁରେ ବେଶ…

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ! ସୁପାରିଶ କଲେ ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ତାଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟୁନି । ତେବେ ଏହି ମାମଲାରେ ଆସିଛି ଆଉ ଏକ ନୂଆମୋଡ । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି । ସୁୁଶାନ୍ତ ସିଂଙ୍କ ବାପା…