Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସୁଛି ଖିଲାଡି ଷ୍ଟାର ଅକ୍ଷୟଙ୍କ ନୂଆ ଫିଲ୍ମ !

ମୁମ୍ବାଇ: ଆଗାମୀ ଦିନରେ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ରକ୍ଷା ବନ୍ଧନ । ଏ ନେଇ ଖୋଦ ଅକ୍କି ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ଏହି ଫିଲ୍ମଟିକୁ ସେ ନିଜ ଭଉଣୀ ଅଳକାଙ୍କୁ ଡେଡିକେଟ୍ କରିଛନ୍ତି । View this post on Instagram…

ନ୍ୟୁଜ ଆଙ୍କର ଅର୍ଣ୍ଣବଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡର ବିବାଦୀୟ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏବେ ନ୍ୟୁଜ ଆଙ୍କର ଅର୍ଣ୍ଣବଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ । ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ଅର୍ଣ୍ଣବ- ଦି ନ୍ୟୁଜ ପ୍ରଷ୍ଟିଚ୍ୟୁଟ୍‌’ । ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ…

ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରୀ ମାସରୁ ମୁମ୍ବାଇ ପୋଲିସକୁ ଜଣାଇଥିଲେ ବାପା କେ.କେ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କର ଏକ ବିବାଦୀୟ ବୟାନ ନଜରକୁ ଆସିଛି । ତାଙ୍କ ପୁଅ(ସୁଶାନ୍ତ) ପ୍ରତି ବିପଦ ରହିଥିବା ସେ ମୁମ୍ବାଇ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣିସ କର୍ଯ୍ୟାନୁଷ୍ଠାନ ନେଇ ନ…

ରାକ୍ଷୀ ପୂର୍ଣ୍ଣିମାରେ ଗୁଲସାନଙ୍କ ପାଇଁ ଦୁଃଖ ଭରା ଚିଠି ଲେଖିଲେ ତାଙ୍କ ରାନୀ ଦି

ଭୁବନେଶ୍ୱର : ‘୩୫ ବର୍ଷରେ ପ୍ରଥମ ଥର ବନ୍ଦାଣ ଥାଳି ସଜ ହୋଇଛି । ଦୀପ ଲାଗିଛି, ସିନ୍ଦୂର, ମିଠା, ରାକ୍ଷୀ ସବୁ ଅଛି । କିନ୍ତୁ ତୋର ସେ ହସ ହସ ମୁହଁଟି ନାହିଁ । ଟିକା ଲଗାଇବା ପାଇଁ ସେ ମଥା ନାହିଁ, ରାକ୍ଷୀ ବାନ୍ଧିବା ପାଇଁ ସେ ହାତ ନାହିଁ କି ମିଠା ଖୁଆଇବା ପାଇଁ ସେ ପାଟି ନାହିଁ । ମୋ…

ଗୁଗଲରେ ସୁଶାନ୍ତ ସର୍ଚ୍ଚ କରିଥିଲେ ଯନ୍ତ୍ରଣାବିହୀନ ମୃତ୍ୟୁ!

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସମ୍ମୁଖକୁ ଆସିଛି। ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏ ନେଇ ଏକ ନୂତନ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲରେ ପେନଲେସ ଡେଥ(ଯନ୍ତ୍ରଣାବିହୀନ ମୃତ୍ୟୁ)…

ଆସନ୍ତୁ ଜାଣିବା ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଲତା ମଙ୍ଗେସର, ମଦନ ମୋହନଙ୍କ ସମ୍ପର୍କ ବିଷୟରେ

ମୁମ୍ବାଇ: ଆଜି ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀ ସମ୍ପର୍କର ଦିନ । ଆସନ୍ତୁ ଜାଣିବା ଏହି ଅବସରରେ ଲତା ମଙ୍ଗେସର ଏବଂ ମଦନ ମୋହନଙ୍କ ସମ୍ପର୍କ ବିଷୟରେ । ସଙ୍ଗୀତଜ୍ଞ ମଦନ ମୋହଲ ଗାୟିକା ଲତାଙ୍କ ନିଜ ଭାଇ ନୁହନ୍ତି । ତଥାପି ସେ ଶେଷ ପର୍ଯ୍ୟନ୍ତ ଭାଇର କର୍ତବ୍ୟ ତୁଲାଇଛନ୍ତ । ଲତା ତାଙ୍କୁ…

ରାକ୍ଷୀକୁ ନେଇ ନିର୍ମିତ ହୋଇଥିବା ସିନେମା ଓ ସଙ୍ଗୀତ,ସମ୍ପର୍କରେ ଜାଣନ୍ତୁ

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି । ଏବେ…

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଏଥିପାଇଁ ସାମିଲ ହୋଇନଥିଲେ ଅଙ୍କିତା

ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା । ବିହାର ପୋଲିସ ପକ୍ଷରୁ ଅଙ୍କିତାଙ୍କ ବୟାନ ମଧ୍ୟ ରେକର୍ଡ କରା ଯାଇଛି । ଏହି ଅବସରରେ ସେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ…

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ବିଗ୍ ବି ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ତାଙ୍କ ଟେଷ୍ଟ ନେଗେଟିଭ ଆସିଛି । ଏବେ ସେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ଘରକୁ ଫେରିଛନ୍ତି । ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ…

ପୂଜା ବାବଦରେ ସୁଶାନ୍ତ ଆକାଂଉଟରୁ ଟଙ୍କା ଉଠାଇଥିଲେ ରିୟା, କଳାଯାଦୁ କରିଥିବା ଅଭିଯୋଗ ହୋଇଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସର ଖିଅ ଧିରେ ଧିରେ ମିଳିବାରେ ଲାଗିଛି । ରିୟା ଚକ୍ରବର୍ତିଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ପୂର୍ବରୁ ସେ କଳାଯାଦୁ କରୁଥିବା ଅଭିଯୋଗ ହୋଇଥିଲା । ଏହାର ସତ୍ୟତା ଜଣା ପଡି ନ ଥିଲେ ମଧ୍ୟ ବ୍ୟାଙ୍କ ଷ୍ଟେଟମେଂଟରେ ସେ ଲକ୍ଷାଧିକ ଟଙ୍କା ପୂଜା…