Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଯୋଗ ଶିଖୁଛନ୍ତି ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ଫିଲ୍ମରେ ଜୀବନ୍ତ ଅଭିନୟ ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତିି । ଏବେ ସେ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଫିଲ୍ମ ପାଇଁ ସେ ଯୋଗାଭ୍ୟାସ କରୁଛନ୍ତି । କରୋନା ଭାଇରସ ଲକଡାଉନ…

ସୁଶାନ୍ତଙ୍କ ମୃତ୍ୟୁ ପଛରେ ସଲମାନଙ୍କ ହାତ ଥିବା କହିଲେ ତାଙ୍କ ନିକଟ ସମ୍ପର୍କୀୟ

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ରହିଛି ସଲମାନ ଖାନଙ୍କ ହାତ ! ଏନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ନିକଟତମ ସମ୍ପର୍କୀୟ ଦେବେଜ ନାରାୟଣ । ନାରାୟଣ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସଲମାନଙ୍କ ଘନିଷ୍ଠ ବନ୍ଧୁ ଥିବା କଂଗ୍ରେସ ବିଧାୟକ ବାବା ସିଦ୍ଦିକି…

ଗଲଓ୍ୱାନ ଘାଟି ବିବାଦ ଉପରେ ଫିଲ୍ମ କରିବେ ଅଜୟ ଦେବଗନ

ଏଲଏସିରେ ୨୦ ଭାରତୀୟ ବୀର ଯବାନଙ୍କ ବଳିଦାନର କାହାଣୀ ଫିଲ୍ମ ଜରିଆରେ କହିବେ ଅଜୟ ଦେବଗନ । ଦର୍ଶକ ବଡ଼ ପରଦାରେ ଦେଖିବେ ଜୁନ୍ ୧୫ ତାରିଖ ରାତିରେ ଚୀନ ସେନାର ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷର କାହାଣୀ । ଗଲଓ୍ୱାନ ଘାଟି ବିବାଦ ଓ ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ କରିବେ ବଲିଉଡ…

ବ୍ୟବହୃତ ଲୁଗାର ହେବ ‘ଟେନସାଇଲ୍ ଆନାଲିସିସ୍‌’; ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବା ଲାଗି ରାତି ଦିନ ଏକ କରି ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଦୁଇ ଦୁଇଟି ପୋର୍ଷ୍ଟମର୍ଟମ ରିପୋର୍ଟ ସହିତ ସୁଶାନ୍ତଙ୍କ ଭିସେରା ଟେଷ୍ଟ ପରେ ଏବେ ପୋଲିସ କରିବ ‘ଟେନସାଇଲ୍ ଆନାଲିସିସ୍‌’ । ଯେଉଁ ଲୁଗା ପିନ୍ଧି ଫ୍ୟାନରୁ ଝୁଲି ପଡ଼ିଥିଲେ ସୁଶାନ୍ତ…

ଦିଶାଙ୍କ ମୃତ୍ୟୁ ଘଟଣାରେ ସୋସିଆଲ ସାଇଟରେ ସୂରଜଙ୍କ ନାମ ଉଠିଲା, ଅଭିନେତା କହିଲେ ଏହା ସମ୍ପୂର୍ଣ୍ଣ ଗୁଜବ

ମୁମ୍ବାଇ: ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁରେ ସୂରଜ ପାଂଚୋଲିଙ୍କ ସମ୍ପୃକ୍ତି ନେଇ ଖବର ସୋସିଆଲ ସାଇଟରେ ଭାଇରାଲ ହୋଇଛି । ତେବେ ଆଦିତ୍ୟ ପାଂଚୋଲିଙ୍କ ପୁତ୍ର ତାଙ୍କ ନାମରେ ଉଠିଥିବା ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି ।…

ମେଡିକାଲରେ ପୁଣି ଭର୍ତ୍ତି ହେଲେ ବିଜୟ ମହାନ୍ତି

ଭୁବନେଶ୍ୱର: ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ତାଙ୍କୁ ପୁଣି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ତଳେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ସୂଚନାନୁଯାୟୀ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…

୧୩ ବର୍ଷ ବୟସରେ ବାହା ହୋଇଥିଲେ ସରୋଜ ଖାନ, ଜାଣନ୍ତୁ କେମିତି ନିର୍ମଳାରୁ ହେଲେ ସରୋଜ ଖାନ

ମୁମ୍ବାଇ : ବଲିଉଡର ମାଷ୍ଟର ଜୀ । ସମସ୍ତଙ୍କ ପ୍ରିୟ କୋରିଓଗ୍ରାଫର । ତାଙ୍କ ଡ୍ୟାନ୍ସ ଷ୍ଟେପରେ ନାଚିବାକୁ ପସନ୍ଦ କରୁଥିଲେ ଅନେକ ସେଲିବ୍ରିଟି । ଶ୍ରୀଦେବୀଙ୍କ ପପୁଲାର ଗୀତ ହାୱା ହାୱାଇ ହଉ କି ମାଧୁରୀଙ୍କ ଧକ୍ ଧକ୍ କରେନା ଲଗା ସବୁଠି ଥିଲା ସରୋଜଙ୍କ ଯାଦୁ । ଆଜି ତାଙ୍କ ପରଲୋକରେ ତାଙ୍କୁ…

ଚାଇନିଜ ବ୍ରାଣ୍ଡ ଗୁଡିକୁ ପ୍ରୋତ୍ସାହିତ ନକରିବାକୁ ବଲିଉଡର ସିନେ କଳାକାରଙ୍କୁ ନିବେଦନ  

ମୁମ୍ବାଇ: ଭାରତ ସରକାର ଦେଶରେ ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଚାଇନାର କୌଣସି ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି। “ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା…

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଆଲିୟାଙ୍କୁ ଡ୍ୟାନ୍ସ ଷ୍ଟେପ ଦେଇଥିଲେ ସରୋଜ ଖାନ

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ସରୋଜ ଖାନ ଆଜି ନାହାନ୍ତି । କିନ୍ତୁ ଫିଲ୍ମରେ ସେ ଦେଇଥିବା ଡ୍ୟାନ୍ସ ଷ୍ଟେପ୍ ସ୍ମୃତି ଆଇନାରେ ସାଇତା ରହିବ । ବହୁ ସୁପରହିଟ ଫିଲ୍ମର ଗୀତରେ ହିରୋ ହିରୋଇନୁ ନଚାଇଥିଲେ । ଶ୍ରୀଦେବୀ, ମାଧୁରୀ ଦୀକ୍ଷିତ, ଆଲିୟା ଭଟ୍ଟଙ୍କ ସମେତ ବଲିଉଡର ବହୁ ସେଲିବ୍ରିଟିଙ୍କୁ…

କୋରିଓଗ୍ରାଫର ସରୋଜ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ : ବଲିଉଡର ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦେହାନ୍ତ ପରେ ମୁମ୍ବାଇ ମଲାଡରେ ଥିବା ସନ୍ନଟ ଶ୍ମଶାନରେ ଆଜି ସକାଳେ ତାଙ୍କ ଶେଷକୃତ୍ୟ ହୋଇଛି । ତାଙ୍କ ପୁଅ ତଥା କୋରିଓଗ୍ରାଫର ରାଜୁ ଖାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।…