Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରଲୋକରେ ବଲିଉଡର ମାଷ୍ଟର ଜୀ ସରୋଜ ଖାନ

ମୁମ୍ବାଇ : ବଲିଉଡକୁ ଆଉ ଏକ ଧକ୍କା । ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଗତ ରାତିରେ ଦେହାନ୍ତ ହୋଇଛି । ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସରେ ହୋଇଥିଲା । ସମସ୍ତଙ୍କ ପ୍ରିୟ…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବିତିଗଲାଣି ୧୯ ଦିନ । ଏବେବି ମଧ୍ୟ ତାଙ୍କୁ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଚାରିଆଡେ ଜଷ୍ଟିସ ଫର୍ ସୁଶାନ୍ତ ବୋଲି ଟ୍ରେଣ୍ଡ ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପ୍ରଶଂସକମାନେ ଅଭିଯୋଗ…

ସୁଶାନ୍ତଙ୍କ ଭିଣୋଇଙ୍କ ନେପୋମିଟର ମୁଭ୍ : ସଡକ ୨ରେ ୯୮ ପ୍ରତିଶତ ନେପୋଟିଷ୍ଟିକ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଦୁଇ ଭାଗର ବିଭକ୍ତ ହୋଇଯାଇଛି । ବଂଶବାଦ ଏବଂ ପ୍ରତିଭାବାନ୍ କଳାକାର ମଧ୍ୟରେ ଏହି ଲଢ଼େଇକୁ ଚିତ୍ରଣ କରାଯାଉଛି । ସୁଶାନ୍ତଙ୍କ ଭିଣୋଇ ବିଶାଳ କିର୍ତି ଏ ନେଇ ଏକ ନେପୋମିଟର ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ ଫିଲ୍ମରେ କେତେଜଣ…

ଆତ୍ମହତ୍ୟା ପୂର୍ବରୁ ‘ୱିକିପିଡ଼ିଆ’ରେ ଅପ୍‌ଡ଼େଟ୍ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର !

ମୁମ୍ବାଇ: ବଲିଉଡ଼ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରବତର୍ତ୍ତୀ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ଏହି ମୃତ୍ୟୁ ଘଟଣାକୁ ସହଜରେ ଫ୍ୟାନମାନେ ଗ୍ରହଣ…

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ମୁମ୍ବାଇ: ଆଜିକୁ ପ୍ରାୟ ୧୫ ଦିନ ପୂର୍ବରୁ ବଲିଉଡ଼ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟ ହୋଇଥିଲା । ଏହି ମୃତ୍ୟୁ ସମ୍ପର୍କୀତ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବରୁ  ଆସିଥିବା ସୂଚନା ମିଳିଛି । ଏହି ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଅଭିନେତାଙ୍କ ଶରୀରରେ…

ହୁମାଙ୍କୁ ଲାଗିଲା ବିଜୁଲି ବିଲ୍‌ର ଝଟ୍‌କା‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସିଙ୍କୁ ଲାଗିଲା ବିଜୁଳି ବିଲ୍‌ର ଝଟ୍‌କା । ହୁମାଙ୍କ ହୋସ୍ ଉଡାଇଦେଇଛି ବିଦ୍ୟୁତ ବିଲ୍ । ବିଲ୍ ଦେଖି ତାଙ୍କୁ ଲାଗିଛି ତଗଡା ଝଟ୍‌କା । ତାଙ୍କ ଗୋଟିଏ ମାସର ବିଜୁଳି ବିଲ୍ ୫୦ ହଜାର ଟଙ୍କା ଆସିଛି । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

କରୋନା ସଙ୍କଟ ସମୟରେ ସିନେ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର: ଏହି ସଙ୍କଟ ସମୟରେ ଲୋକଙ୍କ ସାହାଯ୍ୟ କାରିବାକୁ ଆଗେଇ ଆସୁଛନ୍ତି ବିଭିନ୍ନ ଅଭିନେତା । ବଲିଉଡରେ ସୋନୁ ସୁଦ ଓଲିଉଡ଼ରେ ସବ୍ୟସାଚୀଙ୍କ ପରେ ଏବେ ଆଉ ଜଣେ ଓଡ଼ିଆ ସିନେ ତାରକାଙ୍କ ବାଦାନ୍ୟତା ସମ୍ନାକୁ ଆସିଛି। ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ…

ଟିକଟକ ପ୍ରେମୀଙ୍କ କଷ୍ଟ ଲାଘବ କରିବ ଭାରତୀୟ ଆପ ‘ଚିଙ୍ଗାରି’ !

ଭୁବନେଶ୍ୱର: ଚାଇନିଜ ଆପ ଟିକଟକ୍ ସମେତ ୫୯ଟି ଆପ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର। ଖୁବ କମ୍ ଦିନ ମଧ୍ୟରେ ଯୁବପୀଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଟିକଟକ୍ । ଏବେ ଏହାର ବ୍ୟବହାରକାରୀ ଚିନ୍ତାରେ ପଡିଛନ୍ତି। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ଏହି ଟିକଟକ ନିଶାରେ ବୁଡି…

ବିଗ୍ ବସ୍-୧୪ ପାଇଁ ଆରମ୍ଭ ହେଲା ଅନଲାଇନ ଅଡ଼ିସନ: ସମସ୍ତ ପ୍ରତିଯୋଗୀଙ୍କର ହେବ କୋଭିଡ ପରୀକ୍ଷା

ମୁମ୍ବାଇ: କରୋନା ମହାମାରୀ ସତ୍ତ୍ୱେ ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍ ୧୪' ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଅଡିସନ୍। ଏହି ରିଆଲିଟି ସୋ’ର ନିର୍ମାତାଙ୍କ ନିକଟତମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ବର୍ଷ ବିଗ୍ ବସ୍ ରେ ରହିବ 'ଜଙ୍ଗଲ ଥିମ୍'। ୩୦ ଜଣ ପ୍ରତିଯୋଗୀ ଅଡିସନରୁ ସର୍ଟଲିଷ୍ଟ…