Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର କହିଲେ ବିହାରର ଏହି ମନ୍ତ୍ରୀ

ପାଟନା: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସୁଛି । ଏହି ଅବସରରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର ବୋଲି କହିଛନ୍ତି । ସେ କହିଛନ୍ତି ଯେ ରିୟା ଜଣେ ସୁପାରୀ କିଲର…

ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’ଙ୍କୁ ମିଳିଲା ଗିନିଜ୍ ୱାଲ୍ଡ ରେକର୍ଡସର ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ମାନବ କମ୍ପ୍ୟୁଟର ଭାବେ ସୁପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଗତ ଜୁଲାଇ ୩୦ ତାରିଖ ଦିନ ଔପଚାରିକ ଭାବେ ଗିନିଜ୍ ୱାଲ୍ଡ ରେକର୍ଡସ୍ ଏହି ସାର୍ଟିଫିକେଟକୁ ତାଙ୍କ ଝିଅ ଅନୁପମାଙ୍କୁ ହସ୍ତାନ୍ତର କରିଛନ୍ତି ।…

ସମ୍ବଲପୁର ଶାଢୀରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ

ଭୁବନେଶ୍ୱର: ଆଜି ମୁକ୍ତି ଲାଭ କରିଥିବା ‘ଶକୁନ୍ତଳାଦେବୀ’ର ପ୍ରମୋସନ ଅବସରରେ ସମ୍ବଲପୁରୀ ଶାଢ଼ି ପିନ୍ଧି ଅଭିନେତ୍ରୀ ବିଦ୍ୟା ବାଲନ୍ ଏବେ ଚର୍ଚ୍ଚାରେ । ଏହି ଶାଢୀ ତାଙ୍କୁ ବେଶ୍ ଭଲ ଲାଗିଥିବା ସେ କହିଛନ୍ତି । ସମ୍ବଲପୁରୀ ଶାଢୀ ପିନ୍ଧିଥିବା ଫଟୋକୁ ବିଦ୍ୟା ବାଲାନ ସୋସିଆଲ ମିଡିଆରେ ପୋଷ୍ଟ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ କରାଇବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଛି । ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ମୁମ୍ବାଇ ପୋଲିସକୁ ନିଜ…

ଅସିଲା ଅପସରାଙ୍କ ‘ଥ୍ରୀଲର’ର ଟ୍ରେଲର, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର । ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଓଡ଼ିଆ ଝିଅ ଅପସରା ରାଣୀ ଅଛନ୍ତି । ତାଙ୍କ ଅପଜିଟିରେ ଅଛନ୍ତି ଓଡ଼ିଆ ପୁଅ ରକ୍ କାଚି । ଟ୍ରେଲରରେ ଅଙ୍କିତା ମହାରଣା ଓରଫ ଅପସରା ରାଣୀଙ୍କ…

କାହିଁକି ଫରହାନଙ୍କ ପାଇଁ ବିଦା ହେଲେ ଭିକି କୌଶଲ ?

ମୁମ୍ବାଇ: ଚଳଚଂଚଳ ବଲିଉଡ । ସାମ୍ନାକୁ ଆସୁଛି ନୂଆନୂଆ ଖବର । ଅଟକିପଡିଥିବା ପ୍ରୋଜେକ୍ଟ ବି ଏବେ ଆରମ୍ଭ ହେଲାଣି । ହେଲେ ଏକ ଅପକମିଂ ପ୍ରୋଜେକ୍ଟରେ ଭିକି କୌଶଲ ବାଦ ପଡିଥିଲାବେଳେ ତାଙ୍କୁ ରିପ୍ଲେସି କରିଛନ୍ତି ଫରହାନ୍ ଅଖତର । ଭାରତୀୟ ବୌଜ୍ଞାନିକ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ କହିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ; ବତାଇଲେ ୨୬ କାରଣ

ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଏଥିସହିତ ସେ ୨୬ଟି କାରଣ ସମ୍ପର୍କରେ ମଧ୍ୟ ବତାଇଛନ୍ତି। ସୁବ୍ରମଣ୍ୟମଙ୍କ ଏଭଳି କଥା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ…

ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ୱର:ଫିଲ୍ମ ନିର୍ଦ୍ଦେଶକ ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜଣେ ଯୁବତୀ। ପିଣ୍ଟୁଙ୍କୁ ଦେଖା କରିବାବେଳେ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଭୁବନେଶ୍ୱରର ଏକ ସୁଟିଂ ସେଟରେ ବୁଧବାର ସନ୍ଧ୍ୟାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କର ଦୁଇ ସହଯୋଗୀ ଜଣେ…

ଆସିଲା ‘କେଜିଏଫ-୨’ର ପୋଷ୍ଟର, ଭୟଙ୍କର ଲୁକ୍‌ରେ ସଂଜୟ ଦତ୍ତ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ଆକ୍ସନ ଫିଲ୍ମ ‘କେଜିଏଫ-୨ର ପୋଷ୍ଟର । ଏହି ପୋଷ୍ଟରରେ ସଂଜୟ ଦତ୍ତଙ୍କ ଲୁକ୍‌କୁ ରିଲିଜ କରାଯାଇଛି । ଏଥିରେ ସେ ପୁରା ଦମ୍‌ଦାର୍ ଲୁକ୍‌ରେ ନଜର ଆସିଛନ୍ତି । ତାଙ୍କ ଲୁକ୍ ପୁରା ଭୟଙ୍କର ରହିଛି । ସଂଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ କେଜିଏଫ୍ ଫିଲ୍ମ…

ବାହୁବଳୀ ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନା ପଜିଟିଭ

ମୁମ୍ବାଇ: ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍‌ରେ ଅଛନ୍ତି । ତାଙ୍କୁ ଏବଂ ତାଙ୍କ ପରିବାର…