Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁଜାଫରପୁର: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ କୋର୍ଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ଥାନୀୟ ଓକିଲ । ଏସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି…

ଅନୁଷ୍କା ଶର୍ମାଙ୍କୁ କୋର୍ଟ ନୋଟିସ; ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ତଥା ପ୍ରଯୋଜିକା ଅନୁଷ୍କା ଶର୍ମାଙ୍କୁ ଆସିଛି କୋର୍ଟ ନୋଟିସ। ନିଜ ୱେବ ସିରିଜ 'ପାତାଲଲୋକ' କୁ ନେଇ ଗତ କିଛି ଦିନ ୱେବ ଚର୍ଚ୍ଚାରେ ଥିବା ଅନୁଷ୍କା ଟାଣି ହୋଇ ଆସିଛନ୍ତି ବିବାଦ ଘେରକୁ । ଗୋଟିଏ ପଟେ 'ପାତାଲଲୋକ' ପାଇଁ ପ୍ରଶଂସା ମିଳୁଥିବା ବେଳେ…

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ: ଅଧିକ ତଦନ୍ତ ଦାବି କରି ଟ୍ୱିଟ୍ କଲେ ଓଡ଼ିଶାର ଏହି ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଅଧିକ ତଦନ୍ତ ଦାବି କରିଛନ୍ତି । ୧୯୯୮ ବ୍ୟାଚର ଏହି ଆଇପିଏସ ଅଧିକାରୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, “ମୁଁ ଦୃଢ ନିଶ୍ଚିତ ଯେ, ସେ ଏହା କେବେବି କରି…

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ତିନିଟି ଟ୍ୱିଟ୍ କରି ଡିଲିଟ୍ କରିବା ଘଟଣା ସତ ନା ମିଛ?

ଭୁବନେଶ୍ୱର : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟୁନାହିଁ । ସେ ମାନସିକ ଚାପରେ ରହୁଥିବାରୁ ଛଅ ମାସ ହେଲା ଚିକିତ୍ସାରେ ଥିଲେ ବୋଲି ପରିବାର ପକ୍ଷରୁ…

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର । ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି…

କୁମାର ବିଶ୍ୱାସଙ୍କ ଟୁଇଟ: ତୁମ ଗଏ କ୍ୟା ସହର ଶୁନା କର ଗଏ । ଦର୍ଦ କା ଆକାର ଦୁନା କର ଗଏ ।

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ରାଜପୁତଙ୍କ ବିୟୋଗ କବି କୁମାର ବିଶ୍ୱାସଙ୍କୁ ଶକ୍ତ ଧକ୍କା ଦେଇଛି । ସେ ଲେଖିଛନ୍ତି ସୁଶାନ୍ତ ବାରମ୍ବାର ମନେ ପଡୁଛନ୍ତି । କିଛି କାମ କରିପାରୁନି । ଏ ନେଇ ସେ ଟୁଇଟ କରିଛନ୍ତି- ତୁମ ଗଏ କ୍ୟା ସହର ଶୁନା କର ଗଏ ଦର୍ଦ କା ଆକାର ଦୁନା କର ଗଏ । ମୋର…

ସୁଶାନ୍ତ ରାଜପୁତଙ୍କ ବିୟୋଗରେ ମିଥୁନ୍ ଦା’ ପାଳିଲେନି ଆଜି ଜନ୍ମଦିନ…

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତି ଆଜି ତାଙ୍କର ଜନ୍ମ ଦିନ ପାଳନ କରିନାହାନ୍ତି । ବଲିଉଡରେ ‘ଦାଦା’ ବା ‘ମିଥୁନ୍ ଦା’ ଭାବେ ପରିଚିତ ଥିବା ଏହି ମେଗାଷ୍ଟାର୍ ସବୁବର୍ଷ ଖୁବ୍ ଜାକଜମକରେ ନିଜର ଜନ୍ମଦିନକୁ ପାଳନ କରିଥାଆନ୍ତି । ଆଜି ମଧ୍ୟ ଏହି ଜନ୍ମଦିନଟିକୁ କରୋନା…

୯୧ ବର୍ଷରେ ୪ର୍ଥ ଥର ପାଇଁ ଓସ୍କାର ପୁରସ୍କାର ଉତ୍ସବ ଘୁଂଚିଲା

ଲସଆଞ୍ଜେଲ୍ସ: କରୋନା ମହାମାରୀ ଯୋଗୁ ସମ୍ମାନଜନକ ଓସ୍କାର ପୁରସ୍କାର ଉତ୍ସବକୁ ଘୁଂଚାଇ ଦିଆଯାଇଛି । ଏବେ ଏହା ୨୫ ଏପ୍ରିଲ ୨୦୨୧ରେ ଆୟୋଜିତ ହେବ । ୯୧ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ଓସ୍କାର ପୁରସ୍କାରକୁ ଘୁଂଚାଯାଇଛି । ୨୦୨୦ରୁ ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଫିଲ୍ମକୁ ସାମିଲ…

ଛଅ ମାସରେ ୭ଟି ଫିଲ୍ମ ହରାଇଥିଲେ ସୁଶାନ୍ତ; ଏମିତି ଅଭିଯୋଗ କଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ପୂରା ବଲିଉଡ ସ୍ତବ୍ଧ ହୋଇପଡିଛି । ଏଭଳି ସମୟରେ ଜଣେ ରାଜନେତାଙ୍କ ଟ୍ୱିଟ୍ ବଲିଉଡ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବହୁ ଲୋକ ବଲିଉଡର ପରିବାର ବାଦକୁ ଦାୟୀ…

ସୁଶାନ୍ତଙ୍କ ଅକାଳ ମୃତ୍ୟୁରେ ଭାଙ୍ଗିପଡି ପ୍ରାଣ ହରାଇଲେ ତାଙ୍କ ଭାଉଜ

ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ସୁଶାନ୍ତଙ୍କ ଅକାଳ ମୃତ୍ୟୁର ଗୋଟିଏ ଦିନ ପରେ ପ୍ରାଣ ହରାଇଛନ୍ତି ତାଙ୍କ ଭାଉଜ । ଗୋଟିଏ ପଟେ ସୁଶାନ୍ତଙ୍କ ଜୁଇ ଜଳୁଥିବା ବେଳେ ଅନ୍ୟପଟେ ତାଙ୍କ ଭାଉଜଙ୍କର ମୃତ୍ୟୁ ହୋଇଥିବା ସୂଚନା…