Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କଙ୍ଗନାଙ୍କ ପ୍ରଶଂସା କଲେ ପୂର୍ବତନ ବୟଫ୍ରେଣ୍ଡ ଅଧ୍ୟୟନ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କୁ ଦୀର୍ଘ ଦିନ ପରେ ପ୍ରଶଂସା କରିଛନ୍ତି ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ଅଧ୍ୟୟନ ସୁମନ । ବଂଶବାଦ ନେଇ କଙ୍ଗନା ଲଢ଼ୁଥିବା ଲଢ଼େଇକୁ ସେ ପ୍ରଶଂସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି କଙ୍ଗନାଙ୍କୁ ମୁଁ ସର୍ବଦା ସମ୍ମାନ ଦେଇଥାଏ । ସେ ନିଜ…

ସୁଶାନ୍ତ ସିଂ ରାଜପୁତ କେସ: ସୁବ୍ରମଣ୍ୟମ ସ୍ୱାମୀ ତିନି ଖାଁଙ୍କୁ ଟାର୍ଗେଟ କଲେ, ବାହୁବଳୀମାନେ ଚୁପ୍ କାହିଁକି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ପ୍ରବେଶ ପରେ ଏହା ବର୍ତମାନ ପୁନର୍ବାର ହଟ୍‌ଟପିକ ପାଲଟିଛି । ସିବିଆଇ ଯାଂଚ ସପକ୍ଷରେ ଯୁକ୍ତ ବାଢ଼ିବା ସହ ସେ ବଲିଉଡର ତିନି ଖାଁ ଅମୀର, ସଲମାନ ଓ ଶାହାରୁଖଙ୍କୁ ଟାର୍ଗେଟ କରିଛନ୍ତି । ଏହି ରାଜ୍ୟସଭା ସାଂସଦ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ଖୁବ୍‌ଶୀଘ୍ର ସିବିଆଇ ତଦନ୍ତ ହୋଇପାରେ । ସୁବ୍ରମଣ୍ୟମ ସ୍ୱାମି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କରିଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ…

ପୂର୍ବତନ ର’ ଅଧିକାରୀଙ୍କ ଚାଂଚଲ୍ୟକର ବୟାନ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ ଗ୍ୟାଙ୍ଗର ହାତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ଶୁକ୍ରବାର ପୂର୍ବତନ ର’ ଅଧିକାରୀ ଏନକେ ସୁଦ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରିଛନ୍ତି ।  ‘ର’ ଅଧିକାରୀଙ୍କ ଏହି…

ଚର୍ଚ୍ଚାରେ ମାଇକେଲ ଜ୍ୟାକସନଙ୍କ ସିକ୍ରେଟ ଡାଏରୀ, ପପ୍ ଷ୍ଟାରଙ୍କୁ ହତ୍ୟା କରାଯିବାର ଭୟ ଥିଲା

ନ୍ୟୁୟର୍କ:ପପ୍ ଷ୍ଟାର ମାଇକେଲ ଜ୍ୟାକସନଙ୍କ ଏକ ସିକ୍ରେଟ ଡାଏରୀ ଏବେ ଚର୍ଚ୍ଚାର କାରଣ ସାଜିଛି । ଉକ୍ତ ଡାଏରୀରେ ସେ ତାଙ୍କୁ ହତ୍ୟା କରାଯିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ସାମ୍ବାଦିକ ହାଏଲନ ହାୱାର୍ଡ ଆନ ଅନପ୍ରେସିଡେଂଟେଡ ଇନଭେଷ୍ଟିଗେଶନ ଇନଟୁ ଦି ମାଇକେଲ…

ଚାଇନିଜ୍ ମୋବାଇଲ୍ ବ୍ରାଣ୍ଡ ସହିତ କୋଟି କୋଟି ଟଙ୍କାର ଡିଲ୍ ବାତିଲ୍ କଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଚାଇନାର ମୋବାଇଲ୍ ବ୍ରାଣ୍ଡ ଓପୋ ସହିତ କୋଟି କୋଟି ଟଙ୍କାର ଚୁକ୍ତି ବାତିଲ କରିଥିବା ଜଣାପଡିଛି। ଓପୋର ବ୍ରାଣ୍ଡ ଆମ୍ବାସଡର ଥିବା ବଲିଉଡର ଏହି ଅଭିନେତା ହେଉଛନ୍ତି ପ୍ରଥମ…

ସୁଶାନ୍ତଙ୍କ ଅଭିନୀତ ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପକମିଂ ଫିଲ୍ମ ଦିଲ୍ ବେଚାରାର ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଯାଇଛି । ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଓ ଅନ୍ଦାଜ ଫ୍ୟାନମାନଙ୍କ ହୃଦୟ ଜିଣୁଥିବା ଦେଖାଯାଉଛି। https://youtu.be/PMCu0JtizCk ଭିଡିଓରେ ସୁଶାନ୍ତ ଷ୍ଟାଇଲିସ୍…

ବାହୁବଳୀ ଫେମ୍ ପ୍ରଭାସଙ୍କ ନୂତନ ଫିଲ୍ମ ରାଧେଶ୍ୟାମର ପ୍ରଥମ ଲୁକ୍ ଜାରି

ମୁମ୍ବାଇ: ବାହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ନୂତନ ଫିଲ୍ମର ନାମ ଘୋଷଣା କରାଯାଇଛି । ରାଧେଶ୍ୟାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଧାକ୍ରିଷ୍ଣ କୁମାର ତୁଲାଇବେ । ଟି ସିରିଜ ଏବଂ ୟୁଭି କ୍ରିଏଶନ ପ୍ରଯୋଜକ ଦାୟିତ୍ୱ ତୁଲାଇବେ । ପ୍ରଭାସଙ୍କ ସହ ପୂଜା ହେଗେଡ ନାୟିକା ଭୂମିକା…

ଚକ୍ ଦେ ଇଣ୍ଡିଆର ୧୩ ବର୍ଷ ପରେ ଶିମତ ଅମିନଙ୍କ ଫିଲ୍ମରେ ଅଭିନୟ କରିବେ ଶାହାରୁଖ !

ମୁମ୍ବାଇ: ଆନନ୍ଦ ଏଲ ରାୟଙ୍କ ଜିରୋ ଫିଲ୍ମ ପରେ ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ତାଙ୍କର ପରବର୍ତୀ ଫିଲ୍ମ କଣ ହେବ ସେ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ଚକ୍ ଦେ ଇଣ୍ଡିଆ ଫିଲ୍ମର ୧୩ ବର୍ଷ ପରେ ଶାହାରୁଖ ଓ ନିର୍ଦ୍ଦେଶକ ଶିମତ ଅମନୀ ଏକତ୍ର ଫିଲ୍ମ କରିବା ପାଇଁ…

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ଟାଇଟଲ ଟ୍ରାକ୍‌ର ଟିଜର

ମୁମ୍ବାଇ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ରିଲିଜ ହୋଇଛି ଟାଇଟଲ ଟ୍ରାକ୍‌ର ଟିଜର । ଏହା ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର…