Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି ହିନ୍ଦୀ ସିନେମାର ତେଲୁଗୁ ରିମେକ୍ ସହ ପରଦାକୁ ଫେରୁଛନ୍ତି ଶିଳ୍ପା ସେଟ୍ଟୀ

ହାଇଦ୍ରାବାଦ: ତେଲୁଗୁରେ ରିମେକ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନାଙ୍କ ସୁପର-ହିଟ୍ ଫିଲ୍ମ ‘ଅନ୍ଧାଧୁନ’ । ଏହାକୁ ରିମେକ କରିବାକୁ ଯୋଜନା କରୁଛନ୍ତି ତେଲୁଗୁ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ନିତିନ । ଦୀର୍ଘଦିନ ଧରି ସିନେ ଜଗତରୁ ଦୁରେଇ ରହିଥିବା ବଲିଉଡ ଦିଭା…

ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଛନ୍ତି । ସୋମବାର ରାତିରେ ସେ ରହୁଥିବା ମାଲାଦ ଅଂଚଳରେ ରହୁଥିବା ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଏକ ଘରୋଇ…

ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

ଗଞ୍ଜାମ: ଗଂଜାମ ଜିଲ୍ଲା ପାଇଁ ଗୌରବ ଆଣିଲା ହିଞ୍ଜିକାଟି ଯୁବବର୍ଗଙ୍କ ପ୍ରୟାସ । ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ । ଲକଡାଉନର ସଚେତନତା ବାର୍ତ୍ତା ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ…

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ନାମ ରଖାଯାଇଛି ଅପରାଜିତ ଅଯୋଧ୍ୟା । ବାହୁବଳୀ ସ୍କ୍ରିପ୍ଟ ଲେଖକ କେବି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିଛନ୍ତି । ରାମ ମନ୍ଦିର ଏବଂ ଏହାର ବିବାଦ ଉପରେ…

ଟ୍ୱିଟର ଟ୍ରେଣ୍ଡ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଗିରଫ କରାଯାଉ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ସ୍ୱରା ଭାସ୍କର । ତାଙ୍କର ଏକ ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ଅଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି…

ଏକତା କାପୁରଙ୍କ ଅସୁବିଧା ବଢ଼ିଲା: ବିହାର ପରେ ମଧ୍ୟପ୍ରଦେଶରେ ଏଫଆଇଆର

ଇନ୍ଦୋର: ୱେବସିରିଜ ଟ୍ରିପଲଏକ୍ସ-୨ରେ ସେନାକୁ ଅପମାନିତ କରିବା ନେଇ ଫିଲ୍ମମେକର୍ ଏକତା କାପୁର ଫସିଛନ୍ତି । ବିହାର ପରେ ମଧ୍ୟପ୍ରଦେଶରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଟ୍ରିପିଲ୍ ଏକ୍ସ-୨ର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର…

ହସ୍ପିଟାଲ ଭିତରେ ପିଆନୋ ବଜାଉଛନ୍ତି ସ୍ୱର୍ଗତ ୱାଜିଦ ଖାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ତଥା ସିଙ୍ଗର ୱାଜିଦ ଖାନଙ୍କ ନିକଟରେ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ହସ୍ପିଟାଲ ଖଟରେ ବସି ସେ ପିଆନୋ ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍…

ଦର୍ଶକଙ୍କୁ ପସନ୍ଦ ଆସୁଛି ଜୁବିନଙ୍କ ‘ମେରି ଆସିକି’

ମୁୁମ୍ବାଇ: ରିଲିଜ ହୋଇଛି ବଲିଉଡର ଷ୍ଟାର ସିଙ୍ଗର ଜୁବିନ ନୌଟୟାଲଙ୍କ ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ମେରି ଆସିକି’ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜବରଦସ୍ତ ହିଟ୍ ହୋଇଛି । ଏଥିସହ ଭିଡିଓ ଟି ଦର୍ଶକଙ୍କ ମନ ମଧ୍ୟ ଜିଣି ପାରିଛି । ଗୀତକୁ ଜୁବିନ୍ ନିଜେ ଗାଇବା ସହ ଏହି ମ୍ୟୁଜିକ…

ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଦା ଆଉ ନାହାନ୍ତି

ମୁମ୍ବାଇ: ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କେବଳ ଦୁଃଖର ଖବର ଆଣୁଛି । ଗୁରୁବାର ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜିଙ୍କ ପରଲୋକ ହୋଇଯାଇଛି । ଅମୋଲ ପାଲେକର, ଜରୀନା ୱାହା ଓ ଟିନା ମୁନିମଙ୍କ ପରି କଳାକାରଙ୍କ ସୁଯୋଗ ଦେଇଥିବା ବାସୁ ଦା’ଙ୍କୁ ମୃତ୍ୟୁବେଳକୁ ୯୦ ବର୍ଷ ବୟସ…

ଆରପାରିରେ ବଲିଉଡର ପ୍ରଖ୍ୟାତ ଗୀତିକାର ଅନୱର ସାଗର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଗୀତିକାର ଅନୱର ସାଗର ଆଉ ନାହାନ୍ତି। ବୁଧବାର ଅପରାହ୍ନରେ ସେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେ…