Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ତାଙ୍କ ମା’ଙ୍କୁ ଖୁବ୍ ମନେ ପକାଇଛନ୍ତି । ଶ୍ରୀଦେବୀ ଆଜି ଥିଲେ ପାଳନ କରିଥାଆନ୍ତେ ୨୪ ତମ ବିବାହ ବାର୍ଷିକୀ । ଯଦି ଶ୍ରୀଦେବୀ ବଞ୍ଚି ରହିଥାନ୍ତେ ତେବେ କିପରି ଆଜି ଦିନଟିକୁ ପାଳି ଥାଆନ୍ତେ ସେହି କଥାକୁ ମନେ ପକେଇଛନ୍ତି ଅଲିଅଳି ଝିଅ ଜାହ୍ନବୀ ।…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଦୀପିକାଙ୍କ ଏହି ସିକ୍ରେଟ୍ !

ମୁମ୍ବାଇ: କରୋନା ପାଇଁ ସାରାଦେଶ ଲକଡାଉନ । ଏହି ସମୟରେ ସେଲିବ୍ରିଟି ମାନେ ନିଜ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ କେତେବେଳେ ନିଜର ଆକର୍ଷଣୀୟ ଫଟୋ ତ ଆଉ କେତେବେଳେ ମଜାଳିଆ ଭିଡିଓ ପୋଷ୍ଟ କରୁଛନ୍ତି। ତେବେ ନିକଟରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ଏକ ସିକ୍ରେଟ…

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଭୁବନେଶ୍ୱରରେ ସ୍ୱାଗତ କଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ୩୨ ଜଣ ଓଡିଆ ଶ୍ରମିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ । ସୋସିଆଲ୍ ମିଡିଆରେ ଏହି ଶ୍ରମିକଙ୍କ ଆକୁଳ ନିବେଦନ ପରେ ନିଜେ ବସ୍‌ର ବନ୍ଦୋବସ୍ତ କରି ସେମାନଙ୍କୁ ଓଡିଶା ଫେରାଇ ଆଣିଛନ୍ତି ସେ ।…

ଆଉ ନାହାନ୍ତି ସାଜିଦ-ଓ୍ୱାଜିଦ ଯୋଡ଼ିର ଓ୍ୱାଜିଦ, କରୋନାରେ ସଂକ୍ରମିତ ଥିଲେ

ମୁମ୍ୱାଇ: ଭାଙ୍ଗିଲା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡ୍ ସିଙ୍ଗର ସାଜିଦ-ଓ୍ୱାଜିଦ ଯୋଡ଼ି  । ସାଜିଦଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ଓ୍ୱାଜିଦ ଖାନ୍  । ରବିବାର ରାତିରେ କରୋନା ଭାଇରସ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୩୯ ବର୍ଷ ବୟସରେ…

କ୍ୟାମେରା ଲେନ୍ସ ପଛରେ କରୋନା ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଇରଫାନ ଖାନ !

ମୁମ୍ବାଇ: କରୋନା ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଅନେକ ବଲିଉଡ ତାରକା ପ୍ରତିଦିନ ହେଡଲାଇନରେ ଆସୁଛନ୍ତି। ତେବେ ଏଭଳି କିଛି କଳାକାର ଯେଉଁମାନ ସେମାନଙ୍କ ଉଦାରତାକୁ ଦେଖାଇ ଲୋକଲୋଚନକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି…

ବଲିଉଡ୍ ପ୍ରଖ୍ୟାତ ଗୀତିକାର ଯୋଗେଶ ଗୌରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଆନନ୍ଦର ଲୋକପ୍ରିୟ ଗୀତ 'ଜିନ୍ଦେଗି କେସି ହେ ପହେଲି' ଲେଖିଥିବା ଭେଟେରାନ ଗୀତିକାର ଯୋଗେଶ ଗୌରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସ୍ବର୍ଗତଃ ଗୌରଙ୍କ ବିୟୋଗରେ ଭେଟେରାନ ଗାୟିକା ଲତା ମଙ୍ଗେଶକର ଶୁକ୍ରବାର ଦିନ ତାଙ୍କୁ…

୪୬ ବର୍ଷ ପରେ ମାଆ ଡିମ୍ପଲଙ୍କ ହାତରନ୍ଧା ଖାଇ ଭାବପ୍ରବଣ ହୋଇଗଲେ ଟ୍ୱିଙ୍କିଲ

ମୁମ୍ବାଇ:୪୬ ବର୍ଷ ପରେ ମାଆ ଡିମ୍ପଲଙ୍କ ହାତ ରନ୍ଧା ଖାଇ ଭାବପ୍ରବଣ ହୋଇଯାଇଛନ୍ତି ଟ୍ୱିଙ୍କିଲ ଖାନ୍ନା । କରୋନା ମହାମାରୀ ଓ ଲକଡାଉନ ଯୋଗୁ ମୁଁ ମୋ ମାଆ ହାତରନ୍ଧା ଖାଇବା ସୁଯୋଗ ପାଇଲି ବୋଲି ସେ ସୋସିଆଲ ସାଇଟରେ ଲେଖିଛନ୍ତି । କାହିଁକି ମାଆ ହାତରନ୍ଧା ସବୁଠାରୁ ସ୍ୱାଦ ବୋଲି କୁହାଯାଏ ତାହା…

ହୃଦୟ ଜିଣୁଛି ‘ବାହୁବଳୀ’ର ରସିଆନ ଡ଼ବଡ୍ ଭିଡ଼ିଓ କ୍ଲିପ…

ଭାରତୀୟ ସିନେମାରେ ପ୍ରଭାସଙ୍କ ଅଭିନୀତ ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ "ବାହୁବଳୀ" ଏବେ ବିଦେଶୀ ଦର୍ଶକଙ୍କ ମନ ଜିଣୁଛି। ରଷିଆନ୍ ଏମ୍ବାସି ପକ୍ଷରୁ ଗୁରୁବାର ଦିନ ସୋସିଆଲ ମିଡିଆରେ 'ବାହୁବଳୀ: ଦି କନକ୍ଲୁସନ୍' ର ଏକ ଭିଡ଼ିଓ କ୍ଲିପ୍ ପୋଷ୍ଟ କରାଯାଇଥିଲା। ଯାହା ରସିଆନ ଭାଷାରେ ଡବଡ୍ ହୋଇ…

ଅକ୍ଷୟ କୁମାରଙ୍କ ଉଦାରତା: ୧୫୦୦ ଷ୍ଟ୍ରଗଲିଙ୍ଗ ଆର୍ଟିଷ୍ଟଙ୍କ ପାଇଁ ଦାନ କଲେ ୪୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣିଥରେ ନିଜର ଉଦାରତା ଦେଖାଇଛନ୍ତି । ସାରାଦେଶ ଯେତେବେଳେ କରୋନା କଷ୍ଟ ଦେଇ ଗତି କରୁଛି ସେତେବେଳେ କିଛି ସିନେ ତାରକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। କିଛି ଦିନ ତଳେ ପିଏମ କେୟାର ପାଣ୍ଠିକୁ ଅକ୍ଷୟ କୁମାର…

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମର୍ତ୍ତ୍ୟପୁରରେ ଯମରାଜ’

ବ୍ରହ୍ମପୁର : କରୋନା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗଂଜାମ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ମର୍ତ୍ତ୍ୟପୁରରେ ଯମରାଜ’ ସିଆଇଏଫ୍‌ଏଫ୍ ଦ୍ୱାରା ଚଳିତ ବର୍ଷ କୋଭିଡ୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଅନଲାଇନ ଫିଲ୍ମ…