Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ପ୍ରାମାଣିକ ଚଳଚ୍ଚିତ୍ର, ‘ଐତିହ୍ୟର ଅନ୍ତରାଳେ ବାଳକାଟୀ’

ଭୁବନେଶ୍ୱର: ନିଜର ଜନ୍ମ ମାଟିର ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ, ଗୌରବ ଓ ସ୍ୱାଭିମାନ ଉପରେ  ନିର୍ମିତ 'ଐତିହ୍ୟର ଅନ୍ତରାଳେ ବାଳକାଟୀ' ଚଳଚ୍ଚିତ୍ର ଲୋକ ଲୋଚନକୁ ଆସିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ସମଗ୍ର ବାଳକାଟୀ ଅଞ୍ଚଳ ପାଇଁ ଏହା ଏକ ଖୁସି ଖବର ଓ ଗର୍ବ ଏବଂ ଗୌରବର ବିଷୟ  । ଏହି…

[ଦେଖନ୍ତୁ]ପତ୍ନୀ ନେହା ଧୁପିଆଙ୍କ ଉଚ୍ଚସ୍ୱରକୁ ବରଦାସ୍ତ କରୁଥିବା ସ୍ୱୀକାର କଲେ ଅଙ୍ଗଦ

ମୁମ୍ବାଇ: ସେଲିବ୍ରେଟି କପୁଲ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କର ରବିବାର ଦିନ ଥିଲା ଦ୍ୱିତୀୟ ବିବାହ ବାର୍ଷିକୀ। ଏହି ଅବସରରେ ପ୍ରଶଂସକଙ୍କ ସହ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇ ଏହି କପୁଲ ପହଞ୍ଚିଥିଲେ ଇନଷ୍ଟାଗ୍ରାମରେ । ଇନଷ୍ଟାଗ୍ରାମରେ ଲାଇଭ୍ ସମୟରେ ଏହି ଦମ୍ପତି ପରସ୍ପର ଏବଂ…

ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା, ସହଯୋଗର ହାତ ବଢାଇଲେ ବଲିଉଡ ଅଭିନେତା ସୋନୁ ସୁଦ୍

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ୍ ସୋମବାର ଦିନ ମୁମ୍ବାଇରେ ଅଟକି ରହିଥିବା କର୍ଣ୍ଣାଟକର ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପାଇଁ ୧୦ଟି ବସର ବ୍ୟବସ୍ଥା କରିଛନ୍ତିି। ପ୍ରାପ୍ତ ସୂଚନାନୁଯାୟୀ ଏହି ଅଭିନେତା ଜଣକ ଉଭୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କଠାରୁ ଅନୁମତି ନେଇଥିବା…

ଲକ୍ ଡାଉନ ଡାଏରୀ: କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ସାଙ୍ଗକୁ ସ୍କେଚ୍ କରୁଛନ୍ତି ଅଭିନେତା ପାର୍ଥ 

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଇଉନ ଯେତେବଳେ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରିଛି । ଏବେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଯାଉଛି । ତେବେ ଏହି ଲକ୍ ଡାଉନ ସମୟରେ ଲୋକେ ଘରେ ରହିବା ସହିତ ନିଜକୁ ସୃଜନଶୀଳ କାମରେ ନିୟୋଜିତ କରୁଛନ୍ତି । ଏହି ସମୟରେ କିଏ କେମିତି କାଟୁଛନ୍ତି ସମୟ…

ରାନୁ ମଣ୍ଡଳଙ୍କ ଉପରେ ଖପ୍ପା ହିମେଶ; ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କର ଆଗାମୀ କୌଣସି ପ୍ରୋଜେକ୍ଟ ପାଇଁ ରାନୁ ମଣ୍ଡଳଙ୍କୁ ନେବାକୁ ଚାହୁଁ ନଥିବା ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ରାନୁଙ୍କୁ ଜିରୋ ରୁ ହିରୋ ବନେଇଥିବା ହିମେଶ ଏବେ ହୋଇ ଯାଇଛନ୍ତି ରାନୁଙ୍କ ଉପରେ ଖପ୍ପା।…

କରୋନା ପଜିଟିଭ ଚିହ୍ନଟ ହେଲେ ଶିଳ୍ପା ସେଟ୍ଟୀଙ୍କ ପଡୋଶୀ !

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପଡ଼ୋଶୀ ! କିନ୍ତୁ କାହାଣୀରେ ରହିଛି ଟ୍ଵିଷ୍ଟ । ନିଜ ପଡୋଶୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାକୁ ଫୋନ ଯୋଗେ ଜଣାଉଥିବା ବେଳେ ରାଜଙ୍କ ପ୍ରତିକ୍ରିୟା ସହ ଏକ ଭିଡିଓ ଏବେ ସୋସିଆଲ…

ଓଲିଉଡର ସ୍ନେହୀ ମା…ଦରଦି ଭରା କଥାରେ ଦର୍ଶକଙ୍କ ମନ ମୋହନ୍ତି

ଓଲିଉଡରେ ମାଆମାନଙ୍କ ସ୍ଥାନ ସ୍ୱତନ୍ତ୍ର । ପାରିବାରିକ ଚଳଚ୍ଚିତ୍ରରେ ମାଆଟିଏ ପରିବାରର କେନ୍ଦ୍ର ବିନ୍ଦୁ ହୋଇଥାଏ । ଏକ ମଧ୍ୟବିତ୍ତ ଗରିବ ପରିବାରର ଚିତ୍ରରେ ସେ ପରିବାର ପାଇଁ ସମର୍ପି ଦେଇଥାଏ ନିଜକୁ । ନିଜ ପେଟରୁ କାଟି ପିଲାମାନଙ୍କୁ ଖୁଆଏ, ରକ୍ତକୁ ପାଣି କରି ପିଲାମାନଙ୍କୁ ମଣିଷ କରିଥାଏ…

ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ ହେବ ରିଷି କାପୁରଙ୍କ ଅନ୍ତିିମ ଫିଲ୍ମ

ମୁମ୍ବାଇ:  ବଲିଉଡର ମହାନ କଳାକାର ଏବେ ନିକଟରେ ପରପାରିକୁ ଚାଲି ଯାଇଛନ୍ତି । ତେବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିଷି କାପୁରଙ୍କ ଅଭିନୀତ ଶେଷ ଫିଲ୍ମ ଶର୍ମାଜୀ ନମକିନକୁ ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଫିଲ୍ମରେ ଜୁହି…

ଆଲିଆ ନୁହେଁ ବରଂ ଏହି ସେଲିବ୍ରେଟିଙ୍କ ସହ ରଣବୀରଙ୍କ ବିବାହ କରାଇବାକୁ ଚାହୁଁଥିଲେ ରିଷି!

ମୁମ୍ବାଇ: ବି-ଟାଉନର ଚକୋଲେଟ୍ ବୟେ ରଣବୀର କପୁର ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି ନୁହେଁ ତାଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି ନିଜ ଆଫେୟାର୍ସ ପାଇଁ । ବଲିଉଡର ଅନେକ ସୁନ୍ଦରୀଙ୍କୁ ଡେଟ କରିବା ପରେ ରଣବୀର କପୁର ବର୍ତ୍ତମାନ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଅଛନ୍ତି ରିଲେସନସିପରେ।…

ଜୁହି ଚାୱାଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁ ଏକ ଚ୍ୟାଟ ସୋରେ ଏକ ମଜାଦାର କଥା କହିଛନ୍ତି । ଜୁହି ଚାୱାଲାଙ୍କୁ ପ୍ରତି ସେ ଏତେ ମାତ୍ରାରେ ଆକୃଷ୍ଟ ହୋଇ ପଡିଥିଲେ ଯେ, ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ସିଧା ଜୁହିଙ୍କ ବାପାଙ୍କୁ ଭେଟି ପ୍ରସ୍ତାବ କଥା କହିଥିଲେ । ତେବେ…