Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଦୁଃଖରେ ବୁଡିଲା ବଲିଉଡ: କ୍ୟାନସରରେ ପ୍ରାଣ ହରାଇଲେ ରେଡ୍ଡୀ ସିନେମାର ଏହି ଅଭିନେତା

ମୁମ୍ବାଇ: କିଛିଦିନ ମଧ୍ୟରେ ଅନେକ ନାମିଦାମୀ କଳାକାର ହରାଇଲାଣି ବଲିଉଡ । ଶନିବାର ଦିନ ଏହି ତାଲିକାରେ ଯୋଡି ହୋଇଛି ଆଉ ଜଣେ ବଲିଉଡ କଳାକାରଙ୍କ ନାମ । ଏହି ଯୁବ ଅଭିନେତାଙ୍କ ନାମ ହେଉଛି ମୋହିତ ବାଗେଲ। ସଲମାନ ଖାନ ଅଭିନୀତ ‘ରେଡ୍ଡୀ’ ଚଳଚ୍ଚିତ୍ରରେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରି…

ଆସନ୍ତୁ ଜାଣିବା କଣ ପାଇଁ ଇଶା ଗୁପ୍ତା ରାଗିଗଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ଏବେ ସୋସିଆଲ ସାଇଟରେ କେତେକ ପ୍ରଶଂସକଙ୍କ ଉପରେ ଭୀଷଣ ଭାବେ ରାଗି ଯାଇଛନ୍ତି । କିଛି ଦିନ ତଳେ ସୋସିଆଲ ସାଇଟରେ ତାଙ୍କୁ ହଲିଉଡ ସୁପରଷ୍ଟାର ଆଞ୍ଜେଲିନା ଜୋଲି ସହିତ ତୁଳନା କରିବା ଠିକ୍ ନୁହେଁ ବୋଲି କହିଥିଲେ । ତେବେ ପ୍ରଶଂସକମାନେ ଏହାକୁ ଭିନ୍ନ…

ଅନଲାଇନରେ ଯୋଗ ଶିଖୁଛନ୍ତି ବରୁଣ ଧାୱନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଲକଡାଉନ ବେଳେ ସମୟ କାଟିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ନିଜକୁ ଫିଟ ରଖିବା ପାଇଁ ଜିମ୍‌ରେ ସମୟ କାଟୁଥିବା ବରୁଣ ଏବେ ଅନଲାଇନରେ ଯୋଗ ଶିଖୁଛନ୍ତି । ଲକଡାଉନରେ ଜିମ୍ ବନ୍ଦ ରହିଥିବା ବେଳେ ଯୋଗ ତାଙ୍କୁ ସୁସ୍ଥ ରଖିବାରେ ସହାୟ…

‘ଥ୍ୟାଙ୍କ ୟୁ ସବ୍ୟଭାଇ’

ଭୁବନେଶ୍ୱର : ରାଜସ୍ଥାନରେ ଫସି ରହିଥିବା ୮୦ ଜଣ ଓଡିଆ ଛାତ୍ରଛାତ୍ରୀ ବସ୍ ଯୋଗେ ଓଡିଶା ଫେରିଛନ୍ତି । ବସରେ ବସିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସବୁ ପିଲା ହାତରେ ସ୍ମାଇଲ ପ୍ଲିଜ ହାରିବନି ଓଡିଶା ଲେଖାଥିବା ପୋଷ୍ଟର ହାତରେ ଧରିଥିଲେ । ଏଥି ସହ…

ଲକଡାଉନ ଡାଏରୀ: ଘର କାମରେ ସ୍ୱାମୀ ସାହାଯ୍ୟ କରୁଥିବାରୁ ନିଜକୁ ଭାଗ୍ୟବତୀ ମନେ କରନ୍ତି ଅଭିନେତ୍ରୀ ପୁପୁଲ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ । ଏ ଭିତରେ ଦୋକାନ ବଜାର ଖୋଲିବାରେ କିଛିଟା କୋହଳ କରିଛନ୍ତି ସରକାର । ଅନେକ ଅଫିସ ମଧ୍ୟ ଖୋଲିଲାଣି । ତଥାପି କିଛି ସ୍ଥାନରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହେଉଛି । ତେବେ ଏହି ଲକଡାଉନ ପିରିୟଡରେ କିଏ କଣ କରୁଛନ୍ତି, କେମିତି କଟୁଛି ଦିନ…

ଖୁବଶୀଘ୍ର ବିବାହ କରିବେ ବାହୁବଳୀ ଫେମ୍ ରାଣା ଦଗୁବତୀ, ସରିଲା ନିର୍ବନ୍ଧ, ଫଟୋ ଭାଇରାଲ

ମୁମ୍ବାଇ: ବହୁବଲୀ ଫେମ ତଥା ଟଲିଉଡ ଅଭିନେତା ରାଣା ଦଗୁବତୀଙ୍କ ନିକଟରେ ନିର୍ବନ୍ଧ ସରିଛି । ସେ ସିକ୍ରେଟ ଏଗେଂଜମେଂଟ କରିଛନ୍ତି । ସେ ନିଜ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ନିର୍ବନ୍ଧ ବେଳର କିଛି ଫଟୋକୁ ରାଣା ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ…

ଲକ୍‌ଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଉଛନ୍ତି ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ର ଫିଲ୍ମରେ ତ ହିରୋ ଥିଲେ ଏବେ ବାସ୍ତବ ଜୀବନରେ ବି ହିରୋ ପାଲଟିଛନ୍ତି । ଲକଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଇ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଲକଡାଉନ ସମୟରେ ସବ୍ୟସାଚୀ ଘରେ ଏକ ମିନି କଣ୍ଟ୍ରୋଲ ରୁମ୍ କରିଛନ୍ତି । ଏ ନେଇ…

ଲକ୍‌ଡାଉନ ଡାଏରୀ: ଅଭିନେତ୍ରୀ ତମନ୍ନାଙ୍କୁ ସୁଯୋଗ ମିଳିଛି ପରିବାର ସହ ସମୟ ବିତାଇବା ପାଇଁ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସାରା ଦେଶ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଅନେକଙ୍କ ମତରେ ଏହି ଲକ ଡାଉନ ତାଙ୍କୁ ଅନେକ ଜିନିଷ ଦେଇଛି । ଯେମିତି ନିଜ ସମ୍ପର୍କୀୟଙ୍କ ସହ ସାଙ୍ଗସାଥୀଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ । ତେବେ ଏହି ଲକ୍ ଡାଉନରେ କିଏ କେମିତି କଟାଉଛନ୍ତି…

ଲକ୍ ଡାଉନରେ କାହାକୁ ଓଡିଆ ଶିଖାଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଆସନ୍ତୁ ଜାଣିବା

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବେ ଲକଡାଉନରେ ଛବିଳ ବର୍ଣ୍ଣବୋଧ ଧରି ଓଡିଆ ପଢାଉଛନ୍ତି । ତେବେ ସେ କାହାକୁ ଓଡିଆ ପଢଉଛନ୍ତି । ପାଖରେ ବସିଥିବା ନିଜ ନବବିବାହିତା ବୋହୂ ଝିଲିକଙ୍କୁ ସେ ଏହି ଓଡିଆ ଶିକ୍ଷା ଦେଉଛନ୍ତି । ବଙ୍ଗାଳି ପରିବାରରୁ ଆସିଥିବା ବୋହୂ ଝିଲିକ୍…

୧୪ ଦିନିଆ କ୍ୱାରେଣ୍ଟାଇନରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ଓ ତାଙ୍କ ପରିବାର

ମୁଜାଫରନଗର: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାର ୧୪ ଦିନିଆ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନେ ମୁମ୍ବାଇରୁ ସେମାନଙ୍କ ପୈତୃକ ଘରୁ ଯାତ୍ରା କରି ଫେରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୱାଜ ତାଙ୍କ…