Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୋଦୀଙ୍କ ମେସେଜକୁ ସନୀ ଲିଓନଙ୍କ ଅପେକ୍ଷା

ନୂଆଦିଲ୍ଲୀ: ପର୍ନ ଷ୍ଟାରରୁ ବଲିଉଡ ଅଭିନେତ୍ରୀ ସାଜିଥିବା ସନୀ ଲିଓନ ତାଙ୍କର ନୂତନ ଫିଲ୍ମ ରଙ୍ଗୀଲା ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଶୁଟିଂ ସେଟରେ ତାଙ୍କୁ ଯେତେବେଳେ ପଚରାଗଲା କେଉଁ ସେଲିବ୍ରେଟିଙ୍କ ମେସେଜ ପାଇଲେ ସେ ସବୁଠାରୁ ବେଶି ଖୁସି ହେବେ । ଏହାର ଉତରରେ ସନୀ ଲିଓନ କହିଥିଲେ…

କେଜ୍ରିୱାଲ ଜିତିବା ପରେ ଅଭିନେତ୍ରୀ ସ୍ୱରାଙ୍କ ଟ୍ୱିଇଟ୍‌, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିପୁଳ ବିଜୟକୁ ନେଇ ବେଶ୍ ଖୁସି ଅଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ଏନେଇ ଟ୍ୱିଇଟ୍ କରି ନିଜର ଖୁସି ବ୍ୟକ୍ତି କରିଛନ୍ତି । ଏଥିସହ କେଜ୍ରିୱାଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦିଳ୍ଲୀ…

ଦେଖନ୍ତୁ ଭିଡ଼ିଓ: ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି ବିଦେଶୀ ତରୁଣୀଙ୍କ ଏହି କଷ୍ଟସାଧ୍ୟ ଯୋଗାସନ !

ନୂଆଦିଲ୍ଲୀ: ମହାନ ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଯୋଗକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।  ଯୋଗମୁଦ୍ରା ଓ ଆସନକୁ ନେଇ ସମଗ୍ର ବିଶ୍ୱରେ ଏବେ ଗବେଷଣା ଚାଲିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଜଣେ ବିଦେଶୀ ତରୁଣୀଙ୍କ କଷ୍ଟସାଧ୍ୟ ଯୋଗାସନ ଏବେ ଭାଇରାଲ୍ ହେବାରେ ଲାଗିଛି ।…

ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀଙ୍କ ସହ ଅଦ୍‌ନାନଙ୍କ ରୋମାନ୍ସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବହୁ ଦିନ ପରେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍ କରିଛନ୍ତି ମେଲୋଡିଅସ୍ ସିଙ୍ଗର ଅଦ୍‌ନାନ୍ ସମୀ । ଲଂଚ ହୋଇଛି ତାଙ୍କ ମ୍ୟୁଜିକ ଭିଡିଓ ଆଲବମ୍ ‘ତୁ ୟାଦ୍ ଆଏ’ । ଏହି ଗୀତରେ ଅଦ୍‌ନାନଙ୍କ ପୁଣି ଥରେ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେ ନିଜଠୁ ୧୯ ବର୍ଷ ସାନ ଅଭିନେତ୍ରୀ ଅଦା…

‘କଭି ଇଦ୍ କଭି ଦିୱାଲୀ’ରେ ସଲମାନ-ପୂଜା

ମୁମ୍ବାଇ: ଏକାଠି ନଜର ଆସିବେ ବିଲିଉଡର ଭାଇଜାନ ସଲମାନ୍ ଖାନ୍ ଓ ଅଭିନେତ୍ରୀ ପୂଜା ହେଗଡେ । ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏନେଇ ଫିଲ୍ମ ସମୀକ୍ଷକ ରମେଶ ବାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯଦି ଏହା ସତ ହୁଏ ତେବେ ଏହି ଫିଲ୍ମ ଜରିଆରେ…

ଏକାଥରକେ ୪ଟି ଫ୍ଲାଟ କିଣିଲେ ଅରଜିତ ସିଂ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରଜିତ ସିଂ ଏକାଥରକେ ୪ଟି ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ବର୍ସୋବା ଅଚଂଳର ଏହି ସମସ୍ତ ଫ୍ଲାଟ ପାଇଁ ଅରଜିତ ୯.୧ କୋଟି ଟଙ୍କା ଦେଇଛନ୍ତି । ସମସ୍ତ ପ୍ଲାଟର ପଂଜିକରଣ ୨୨ ଜାନୁୟାରୀରେ କରାଯାଇଥିଲା । ଅରଜିତ ୨୦୦୫ରେ ଫେମ୍ ଗୁରୁକୁଳରୁ…

ରେଟ୍ରୋ ଲୁକ୍‌ରେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୁରା କାଷ୍ଟ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପରଦାକୁ ଆସିଲା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଆଉ ଏକ ନୂଆ ଗୀତ “ଅରେ ପ୍ୟାର୍ କର୍‌ଲେ” । ଗୀତରେ ଫିଲ୍ମର ପୁରା କାଷ୍ଟକୁ ରେଟ୍ରୋ ଲୁକ୍‌ରେ ଦେଖିବାକୁ ମିଳିଛି । ଏକ ଏହା ଡିସ୍କୋ ସଙ୍ଗ । ଗୀତଟିକୁ ବଲିଉଡର ସୁପରଷ୍ଟାର ସିଙ୍ଗର ବାପି ଲେହରୀ ଓ ଅୟୁଷ୍ମାନ ଖୁରାନା ମିଶି…

କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡର ସୁପର ଷ୍ଟାର ସିଙ୍ଗର ତଥା ଅଭିନେତା ସ୍ୱର୍ଗତ କିଶୋର କୁମାରଙ୍କ ଆସିବ ବାୟୋପିକ୍ । ଏନେଇ ନିର୍ଦ୍ଦେଶକ ଅନୁରାମ ବାସୁ ଘୋଷଣା କରିଛନ୍ତି । ସେ କିଶୋର କୁମାରଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମର ଲିଡ୍ ରୋଲ୍ ତଥା କିଶୋର…

ଓସ୍କାର ପୁରସ୍କାର: ପାରାସାଇଟ ଫିଲ୍ମ ଇତିହାସ ରଚିଲା

ଲସଏଞ୍ଜେଲ୍ସ: ଦକ୍ଷିଣ କୋରିଆର ପାରାସାଇଟ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ଅଣ ଇଂରାଜୀ ଫିଲ୍ମ ଭାବେ ପାରାସାଇଟ ଓସ୍କାର ଜିତି ଇତିହାସ ରଚିଛି । ୧୯୧୭ ଓ ୱାନ୍ସ ଓପନ ଏ ଟାଇମ ଫିଲ୍ମକୁ ପଛରେ ପକାଇ ଏହା ବାଜି ମାରିଥିଲା । ବେଷ୍ଟ ଅନ୍ତର୍ଜାତୀୟ ଫିଲ୍ମ ଭାବେ…

କମ୍ପୁଛି ଖଣ୍ଡଗିରି ଯାତ୍ରା ମହୋତ୍ସବ; ଜାଣନ୍ତୁ, ଲଭଲୀଙ୍କ ଆଇଟମ୍ ଡ୍ୟାନ୍ସ ଦେଖି କ’ଣ କହିଲେ ରାନୀ ପଣ୍ଡା !

ଭୁବନେଶ୍ୱର: ବହୁ ଚର୍ଚ୍ଚିତା ରାନୀ ପଣ୍ଡାଙ୍କ ପରେ ଏବେ ଲୋକଲୋଚନକୁ ଆସିଛନ୍ତି ଆଇଟମ୍ ଡ୍ୟାନ୍ସର୍ ଲଭଲୀ । ଖଣ୍ଡଗିରି ଯାତ୍ରା ମହୋତ୍ସବରେ ଲଭଲୀଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ଏବେ ସୃଷ୍ଟି ହୋଇଛି ଝଡ଼ । କଳିଙ୍ଗ ଗଣନାଟ୍ୟର ହଟ୍ ଡ୍ୟାନ୍ସର୍ ଲଭଲୀଙ୍କ ସେକ୍ସି ଡ୍ୟାନ୍ସ ଦେଖିବା ପରେ ଅନେକ ଦର୍ଶକ…