Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖଙ୍କ ପୁତ୍ର ଅବରାମଙ୍କୁ ବ୍ଲାକବେଲ୍ଟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଅବରାମ ଟାଏକାଣ୍ଡୋରେ ବ୍ଲାକ ବେଲ୍ଟ ପାଇଛନ୍ତି । ଦୀର୍ଘ ଦିନ ଧରି ସେ କଠିନ ପରିଶ୍ରମ କରି ମାର୍ଶିଆଲ ଆର୍ଟ ଶିକ୍ଷା କରୁଥିଲେ । ଦୀର୍ଘଦିନ ପରେ ଶାହାରୁଖ ତାଙ୍କ ପୁଅ ସହ ସୋସିଆଲ ନେଟୱିର୍କିଂ ସାଇଟରେ ଫଟୋ ଶେୟାର କରିଛନ୍ତି ।…

ଜଲିଉଡ୍ ଚନ୍ଦନ ଆୱାର୍ଡ଼: ବାସନ୍ତୀ, ସାଗରିକା ପାଇବେ ଶ୍ରେଷ୍ଠ ନାୟିକା ଓ ଚରିତ୍ର ଅଭିନେତ୍ରୀ ସମ୍ମାନ

ଭୁବନେଶ୍ୱର: ଗୋଟେ ପଟେ ଖଣ୍ଡଗିିରୀରେ ଯାତ୍ରା ମହାକୁମ୍ଭ ଚାଲିଥିବା ବେଳେ, ‘ପ୍ରେରଣା ଗ୍ରୀନ୍ ଆର୍ମି’ ଓ ‘ବୀର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଲିଉଡ୍ ଚନ୍ଦନ ଆୱାର୍ଡ଼ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଉତ୍ସବ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ…

ଶିକାରା ଫିଲ୍ମ ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା ଫିଲ୍ମ ଇତି ମଧ୍ୟରେ ରିଲିଜ ହୋଇଯାଇଛି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖି ଆଡଭାନୀ କାନ୍ଦି ପକାଇଥିଲେ । ଡାଇରେକ୍ଟର ବିଧୁ ବିନୋଦ ଚୋପ୍ରା…

ବିବାହ କଲେ ଓଲିଉଡ ଷ୍ଟାର୍ ଅମ୍ଲାନ୍‌

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ଅମ୍ଲାନ୍ ଦାସ ଶୁକ୍ରବାର ଦିନ ନିଜ ପିଲାବେଳର ସାଥୀ ଭୂମିକାଙ୍କୁ ବିବାହ କରିଛନ୍ତି । ଘନିଷ୍ଠ ସମ୍ପର୍କୀୟ ଏବଂ ପରିବାର ବର୍ଗଙ୍କ ଗହଣରେ ହାତକୁ ଦିହାତ ହୋଇଛନ୍ତି ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ପୁଅ ଅମ୍ଲାନ୍ । ଗତ ବର୍ଷ କଟକ ସିଡିଏ…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ: ପ୍ରଦର୍ଶିତ ହେବ ୧୭ ଦେଶର ୪୮ ଚଳଚ୍ଚିତ୍ର

ଭୁବନେଶ୍ବର: ଇଡ୍‌କଲ ପ୍ରେକ୍ଷାଳୟରେ ଫେବୃଆରୀ ୮ ଓ ୯ ତାରିଖରେ ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟାରେ…

ରୋଜ ଡେ’ ଅବସରରେ ଆଜି ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ସିନେମା…

ମୁମ୍ବାଇ: ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ ରୋଜ ଡେ' ଅବସରରେ ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ସିନେମା। ଗୋଟିଏ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ ହୋଇଥିବା ବେଳେ ଅନ୍ୟଟି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା…

ବିଶ୍ୱ ସ୍ତରୀୟ ରେକର୍ଡ ସୃଷ୍ଟି କଲା ଅଜୟ ଦେବଗନଙ୍କ ‘ତାନାଜୀ’

ନୂଆଦିଲ୍ଲୀ: ଅଜୟ ଦେବଗନ, କାଜୋଲ, ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସର ୪ର୍ଥ ସପ୍ତାହରେ ଧମାଲ କରୁଛି । ବକ୍ସ ଅଫିସ ଇଣ୍ଡିଆର ୱେବସାଇଟ ଅନୁସାରେ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ଆୟ କରି ‘ତାନାଜୀ’ ବଲିଉଡର ଚତୁର୍ଥ ବଡ ଫିଲ୍ମ ହୋଇପାରିଛି । ବକ୍ସ…

ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ସ୍ମୃତିକୁ ଲେନ୍ସରେ ତାଜା କଲେ ଭେଙ୍କଟ ରାମ୍‌

ନୂଆଦିଲ୍ଲୀ:   ଦକ୍ଷିଣ ଭାରତର ପ୍ରସିଦ୍ଧ ଫଟୋଗ୍ରାଫର ଜି. ଭେଙ୍କଟ୍ ରାମ୍ ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କର ସ୍ମୃତି ତାଜା କରିଛନ୍ତି । କଥା ହେଉଛି ନିକଟରେ ଭେଙ୍କଟ୍ ରାମ୍ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଛନ୍ତି । ଏହି କ୍ୟାଲେଣ୍ଡରରେ ସେ ସେହି ଫଟୋ ସବୁ ସ୍ଥାନ…

ବଲିଉଡ ବାଦଶାହା ଶାହାରୁଖଙ୍କ ସ୍ଥାନ ନେବେ ହ୍ୟାଣ୍ଡସମ କାର୍ତ୍ତିକ !

ମୁମ୍ବାଇ: ବଲିଉଡ ଦୁନିଆର ବାଦଶାହା ଶାହାରୁଖ ଖାନଙ୍କ ସ୍ଥାନ ନେବା ପାଇଁ ଯାଉଛନ୍ତି ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ଆରୟନ । ଖାଲି ସେତିକି ନୁହେଁ ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ଥାନ ନେବେ ଛୋଟେ ନବାବଙ୍କ କନ୍ୟା ସାରା ଅଲ୍ଲୀ ଖାନ । ଠିକ ଶୁଣିଲେ ଆଜ୍ଞା…

‘ବାଗି-୩’ର ଟ୍ରେଲର ରିଲିଜ; ଦମଦାର ଲୁକରେ ଟାଇଗର

ମୁମ୍ବାଇ: ରିଲିଜ ହୋଇଛି ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ବାଗି-୩’ର ଟ୍ରେଲର । ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ । ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗରଙ୍କ ସହ ଶ୍ରଦ୍ଧା ଓ ରିତେଶ ଦେଶମୁଖ ରହିଛନ୍ତି । ଜଣାଶୁଣା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲା ମଧ୍ୟ ଖାସ୍…