Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ‘ଭିଜା ମାଟିର ସ୍ୱର୍ଗ’ ଶ୍ରେଷ୍ଠ ସିନେମା ଓ ଅର୍ଚ୍ଚିତା ‘ଶ୍ରେଷ୍ଠ ଅଭିନେତ୍ରୀ’

ଭୁବନେଶ୍ୱର: ୨୦୧୮ ବର୍ଷ ତଥା ୩୦ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହିତ ଓଡିଆ ସିନେମା ‘ଭିଜା ମାଟିର ସ୍ୱର୍ଗ’ କୁ ଶ୍ରେଷ୍ଠ ଚଳଚ୍ଚିତ୍ର…

ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ତଥା କମେଡି କିଙ୍ଗ କପିଲ ଶର୍ମା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି । Blessed to have a baby girl ? need ur blessings ? love u all ❤️ jai mata di ? — Kapil Sharma (@KapilSharmaK9) December 9, 2019 କପିଲଙ୍କର ଏକ…

‘ନାଡା’ ଆମ୍ବାସଡାର୍ ହେଲେ ବଲିଉଡ ଆକ୍ଟର୍ ସୁନୀଲ ଶେଟ୍ଟୀ !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ସୁନୀଲ ସେଟ୍ଟୀଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ଭାରତୀୟ ଆଥଲେଟଙ୍କୁ ଶକ୍ତିବର୍ଦ୍ଧକ ଔଷଧ ସେବନଠାରୁ ଦୂରେଇ ରହିବା ପାଇଁ ସୁନୀଲଙ୍କୁ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ୧୫୦ରୁ ଊଦ୍ଧ୍ୱର୍ ଆଥଲେଟ ଡୋପ…

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଅଭିନେତା ଅମ୍ଳାନ

କଟକ: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ତଥା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରବିବାର ଦିନ ଅମ୍ଳାନଙ୍କ ନିର୍ବନ୍ଧ ଶେଷ ହୋଇଛି । ଅମ୍ଳାନଙ୍କ ଭାବି ପତ୍ନୀଙ୍କ ନାମ ହେଉଛି ଭୂମିକା । ସିନେ ଜଗତ ସହ କୌଣସି…

ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର କୋକିଲକଣ୍ଠି ତଥା ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରର ସୁଧାର ଆସିଥିବା ଜଣାପଡିଛି । नमस्कार.पिछले 28 दिनोंसे मैं ब्रीच कैंडी हॉस्पिटल में थी।…

କେବେକେବେ ଯେଉଁ ଗୀତରୁ କିଛି ଆଶା ନ’ଥାଏ, ସେ ଗୀତ ଆଣିଦିଏ ପ୍ରସିଦ୍ଧି…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ଲୋକପ୍ରିୟତାର ପ୍ରଥମ ସ୍ପର୍ଶ: ଲୋକପ୍ରିୟତାର ପ୍ରଥମ ସ୍ପର୍ଶ କେବେ କେମିତି ଆସିବ ଜାଣିବା ମୁସକିଲ୍ । କେବେକେବେ ଯେଉଁ ଗୀତକୁ ନେଇ ଗାୟକ ବା ଗୀତିକାର ବା ସଂଗୀତକାର ଯେତିକି ଆଶା ବାନ୍ଧିଥାନ୍ତି, ତାହାର କାଣିଚାଏ ବି ଫଳେ ନାହିଁ । ଆଉ କେବେକେବେ ଯେଉଁ…

ସଚିନ, ସଲମାନଙ୍କୁ ଭେଟିଲେ ଜାମାଇକା ଧାବକ ୟୋହାନ୍ ବ୍ଲାକ୍ !

ଜାମାଇକାର ବିଶ୍ୱ ପ୍ରସିଦ୍ଧ ଧାବକ ୟୋହାନ ବ୍ଲାକ୍ ଏବେ ଭାରତ ଗସ୍ତରେ ଅଛନ୍ତି । ରୋଡ ସେଫଟି ୱର୍ଲ ସିରିଜ ଅବସରରେ ସେ ଏଠାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ବର୍ଷ ଦେଢ଼ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ…

ଦୁଷ୍କର୍ମକୁ ନେଇ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ମନ୍ତବ୍ୟ; କହିଲେ, ହତ୍ୟା ରୋକିବା ଲାଗି ବଳାତ୍କାରରେ ସହଯୋଗ କରିବା…

ମୁମ୍ବାଇ: ହାଇଦ୍ରାବାଦରେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସରାଦେଶକୁ ମର୍ମାହତ କରିଛି । ଏହାକୁ ନିନ୍ଦା କରିବା ସହ ପିଡ଼ିତାଙ୍କୁ ନ୍ୟାୟ ଦାବି କରି ସମଗ୍ର ଦେଶ ଏକତ୍ରିତ ହୋଇଛି । ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ଏହାପାଇଁ କଡା…

‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ସ୍ୱାଗତିକା

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଯୁବତୀ ସ୍ୱାଗତିକା କୁଅଁର ‘ଟିଆରା କ୍ୱିନ୍ ଅଫ୍ ଇଣ୍ଡିଆ କଣ୍ଟେଷ୍ଟ’ରେ ବିଜୟ ମୁକୁଟ ପିନ୍ଧି ସାରା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ପିଲାଟି ଦିନରୁ ସ୍ୱାଗତିକା ମଡ଼େଲିଂ କରିବାକୁ ବେଶ୍ ଭଲ ପାଆନ୍ତି । ଏକ ମଧ୍ୟବିତ୍ତ ପରିବାରରେ ବଢି ଆସିଥିବା ତଥା…

ଦେଖନ୍ତୁ ବିଶ୍ୱର ୯ ଜଣ ସୁନ୍ଦରୀଙ୍କୁ; ଏଥିରେ ଅଛନ୍ତି ଜଣେ ଭାରତୀୟ !

ସୁନ୍ଦର ସାମଗ୍ରୀ ସବୁବେଳେ ସମସ୍ତଙ୍କର ଆଖିରେ ଲାଖି ରହିଥାଏ, ଆଉ ଯଦି ସୁନ୍ଦରୀ ମହିଳାଙ୍କ କଥା କହିବା ତ ଏମାନେ ସବୁବେଳେ ଲୋକଙ୍କ ଆକର୍ଷଣର କେନ୍ଦ୍ରରେ ହିଁ ରହିଥାନ୍ତି । ଆସନ୍ତୁ ନଜର ପକାଇବା ବିଶ୍ୱର ୯ ଜଣ ସବୁଠୁ ସୁନ୍ଦରୀ ମହିଳାଙ୍କ ଉପରେ । ଏହି ସୁନ୍ଦରୀ ମହିଳାମାନେ ନିଜର ସୁନ୍ଦରତା…