Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଜି ମଲାଇକାଙ୍କ ଜନ୍ମଦିନ: ଇନଷ୍ଟାଗ୍ରାମରେ ଫଟୋ ସହ ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବି-ଟାଉନରେ ସର୍ବଦା ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ବଲିଉଡ ଜଗତର ନାମିଦାମୀ କଳାକାରଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ମଲାଇକାଙ୍କ ପାଇଁ ଆସିଥିବା ସବୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟରେ ଜଣଙ୍କ…

ପରଦାକୁ ଫେରୁଛି ଅଜୟ-କାଜଲଙ୍କ ଯୋଡି

ମୁମ୍ବାଇ: ବଡ ପରଦାକୁ ଫେରୁଛି ନବେ ଦଶକର ସୁପରହିଟ ତଥା ରିୟଲ ଲାଇଫ ଯୋଡି କାଜଲ ଓ ଅଜୟ ଦେବଗନ । ଏହି ଷ୍ଟାର କପୁଲ ବଲିଉଡର ଅପକମିଙ୍ଗ ମୁଭି ‘ଦ ଅନସଙ୍ଗ ଓ୍ବାରିୟର’ରେ ନଜର ଆସିବେ । ଏହାର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯାହାକୁ ଅଜୟ ଦେବଗନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର…

ସୈଫ୍‍ ଅଲ୍ଲୀ ଖାନଙ୍କ ‘ଲାଲ୍‍ କପ୍ତାନ୍‍’, ୩ ଦିନରେ ଆୟ ୧କୋଟି

ମୁମ୍ବାଇ: ପରଦାକୁ ଆସିଛି ସୈଫ୍‍ ଅଲ୍ଲୀ ଖାନ ଅଭିନୀତ ସିନେମା ‘ଲାଲ୍‍ କପ୍ତାନ୍‍’ । ଅକ୍ଟୋବର ୧୮ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୧ କୋଟି ୫ ଲକ୍ଷ ଟଙ୍କା ଆୟ କରିଛି । ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସିନେମା ହଲ ଗୁଡିକରେ ଦର୍ଶକଙ୍କ ଭିଡ଼…

‘କେବିସି’ରେ ନଜର ଆସିବେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ 'କୋନ ବନେଗା କରୋଡ଼ପତି'ରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଦୌଡ଼ରାଣୀ ଦୂତିଚାନ୍ଦ। ଶୋ'ର ହଷ୍ଟ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସିବେ ଦୂତୀ । ଏହାର ଶୁଟିଂ ପାଇଁ ଦୂତୀ ଶନିବାର(ଆଜି) ମୁମ୍ବାଇ ଯାଇଥିବା ଜଣାପଡିଛି ।…

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ, ରାମାନନ୍ଦ ସାଗରଙ୍କ ହିନ୍ଦୀ ଚଳଚ୍ଚିତ୍ର…

“ସ୍କୁଲରେ ପଢୁଥିବା ବେଳେ ୮ ଜଣଙ୍କ ଦ୍ୱାରା ମୁଁ ଗଣଦୁଷ୍କର୍ମର ଶୀକାର ହୋଇଥିଲି”

ମୁମ୍ବାଇ: ସୁନୀତା କୃଷ୍ଣନ । ବୟସ ୪୬ ବର୍ଷ । ବେଙ୍ଗାଲୁରୁରେ ଜନ୍ମିତା ସୁନୀତା ତାଙ୍କର ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି ସୋନିଟିଭି ଦ୍ୱାରା ପ୍ରସ୍ତୁତ କେବିସି କାର୍ଯ୍ୟକ୍ରମରେ । ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ସମସ୍ତ କଥା କହିଥିଲେ ସୁନୀତା । ତାଙ୍କୁ ମାତ୍ର ୧୫…

କଟକ ‘ଆକାଶବାଣୀ’ ଓ ‘ଦୂରଦର୍ଶନ କେନ୍ଦ୍ର’ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି…

ଭୁବନେଶ୍ୱର: ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପି.ଭି କୃଷ୍ଣମୂର୍ତ୍ତିଙ୍କର ଚେନ୍ନାଇସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ଓଡ଼ିଆ ସଂସ୍କୃତିକୁ ଜନପ୍ରିୟ କରିବାରେ…

ଚଳଚ୍ଚିତ୍ର ‘ରାମ ନାମ ସତ୍ୟ ହେ’ରେ ଡେବ୍ୟୁ କରିବେ ଏହି ନବାଗତ ଯୋଡି

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ରାମ ନାମ ସତ୍ୟ ହେ'ରେ ଦେଖିବାକୁ ମିଳିବ ଦୁଇଟି ନୂଆ ମୁଁହ । ଏହି ଚଳଚିତ୍ରର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ନବାଗତ ନାୟକ ସାଜନ ବିଶ୍ୱାଳ ଓ ନାୟିକା ନମିତାଙ୍କ ଯୋଡିକୁ । ଏହି ଚଳଚ୍ଚିତ୍ର ଜରିଆରେ ରୂପେଲି ପରଦାରେ…

ବଡ଼ ପରଦାରେ ନଜର ଆସିବେ ଭାରତର ଏହି ଦୁଇ ଷ୍ଟାର କ୍ରିକେଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଏହି ଦୁଇ ମହାନ ଖେଳାଳି ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ବଡ଼ ପରଦାରେ । ଅଫସ୍ପିନର୍‌ ହରଭଜନ୍‌ ସିଂହ ଓ ଅଲରାଉଣ୍ଡର ଇର୍ଫାନ୍‌ ପଠାନଙ୍କୁ ଖୁବଶୀଘ୍ର ୨ଟି ଭିନ୍ନ ଭିନ୍ନ ତାମିଲ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଇର୍ଫାନ୍‌ ନିଜ ଟ୍ୱିଟର…

ଫଟୋରେ ଥିବା ଏଇ କୁନି ଝିଅଟି ବଲିଉଡର ଜଣେ ସଫଳ ନାୟିକା, ଜାଣନ୍ତୁ କିଏ

ମୁମ୍ବାଇ: ଫଟୋରେ ଦେଖୁଥିବା ଏହି କୁନି ଝିଅଟିକୁ ଚିହ୍ନି ପାରୁଛନ୍ତି କି? ଭଲକରି ଲକ୍ଷ କରନ୍ତୁ ତାର ଆଖି, ଓଠ ଆଉ ହାସକୁ । ଠିକ କହିଛନ୍ତି, ଇଏ ହେଉଛନ୍ତି ବଲିଉଡର ଛୋଟେ ନବାବ ସୈଫଙ୍କ ଚୁଲବୁଲି କନ୍ୟା ସାରା ଅଲ୍ଲୀ ଖାନ । ଏହା ହେଉଛି ସାରାଙ୍କ ପିଲାଦିନର ଫଟୋ । ସାରାଙ୍କ ସହ ଏହି ଫଟୋରେ…