Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡ କଳାକାର ନୱାଜୁଦ୍ଦିନଙ୍କୁ ମିଳିଲା ‘ଗୋଲଡେନ୍ ଡ୍ରାଗନ୍ ଆୱାର୍ଡ’

ମୁମ୍ବାଇ: ବଲିଉଡ ଜଗତର ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ବିଦେଶ ମାଟିରେ ଗୋଲଡେନ୍ ଡ୍ରାଗନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ନିକଟରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ ଆୱାର୍ଡ ଉତ୍ସବରେ ନୱାଜୁଦ୍ଦିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍ ପଡିଲା ‘ପାଟଣାଗଡ଼’

ଭୁବନେଶ୍ବର: କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର 'ପଟଣାଗଡ଼' ଏଥିରୁ ବାଦ୍ ପଡିଛି । ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ । ‘ପାଟଣାଗଡ଼’ ୨୫ତମ କୋଲକାତା ଅନ୍ତର୍ଜାତୀୟ…

ଇଣ୍ଡିଆନ୍ ଆଇଡଲ୍ ଟପ୍-୧୫ରେ ଓଡିଆ ଝିଅ ଚେଲସି

କଟକ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ୧୧ତମ ସିଜନର ଟପ୍-୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଚେଲସି ବେହୁରା । ଏହି ୧୪ ବର୍ଷୀୟ ଚେଲସୀଙ୍କ ଘର କଟକସ୍ଥିତ ଶିଖରପୁରର ନଦୀକୂଳ ସାହିରେ ଅବସ୍ଥିତ । ଏହି ପ୍ରତିଯୋଗିତାରେ ଚେଲସି ଗୋଲଡେନ୍ ଟିକେଟ୍ ଓ…

‘ରୋମ୍ ଫିଲ୍ମ ଫେଷ୍ଟ’ରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ‘ମେଘାଜ୍‌ ଡିଭୋର୍ସ’

ଭୁବନେଶ୍ବର: ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଚଳଚ୍ଚିତ୍ର ‘ମେଘାଜ୍‌ ଡିଭୋର୍ସ’ ରୋମ୍‌ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ରଟି ଦିଲ୍ଲୀର ଅତ୍ୟଧିକ ବାୟୁ ପ୍ରଦୂଷଣର ପୃଷ୍ଟଭୂମୀ…

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି ସୂର୍ଯ୍ୟ ଦେଓ ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ ଜଣକୁ ଛାଡ଼ି ଅନ୍ୟମାନେ ଥିଲେ ଖାସ୍ କଟକିଆ…

ଦୀପିକାଙ୍କ ‘ମହାଭାରତ’ !

ମୁମ୍ବାଇ: ଶୀର୍ଷକଟି ପଢି ଦ୍ଵନ୍ଦରେ ପଡିଗଲେ କି ? ଆମେ ଆପଣଙ୍କୁ କହି ରଖୁଛୁ ବି-ଟାଉନର ମୋଷ୍ଟ ଟ୍ୟାଲେଣ୍ଟେଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଯୋଜନା କରିବେ ଏକ ଚଳଚ୍ଚିତ୍ର । ଯାହାର ନାମ ମହାଭାରତ ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ସୁନ୍ଦରୀ ଦୀପିକାଙ୍କ ପ୍ରଯୋଜନାରେ ନିର୍ମିତ…

‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନିତ ହେବେ ଶ୍ୟାମାମଣି ଦେବୀ ଓ ଉପେନ୍ଦ୍ର କୁମାର…

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ' ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀବ। ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ…

‘ଦବଙ୍ଗ-୩’ ଟ୍ରେଲର: ୩ ଦିନରେ ଦେଢ଼ କୋଟିରୁ ଅଧିକ ଥର ଦେଖିଲେ ଦର୍ଶକ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ‘ଦବଙ୍ଗ-୩’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଦୀପାବଳିରେ ‘ଚୁଲବୁଲ୍‌ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ଟ୍ରେଲର୍‌ ରିଲିଜ୍‌ ହେବାର ୩ ଦିନ ନପୁରୁଣୁ ଏହାକୁ ଦେଢ଼ କୋଟିରୁ ଅଧିକ…

ସୋସିଆଲ ମିଡିଆରେ ରଣବୀର ଓ ଆଲିଆଙ୍କ ବାହାଘର କାର୍ଡ !

ମୁମ୍ବାଇ: ନିଜ ପ୍ରେମ ପାଇଁ ବର୍ଷସାରା ଚର୍ଚ୍ଚାରେ ରହି ଆସିଛନ୍ତି ରଣବୀର ଓ ଆଲିଆ । ବିଭିନ୍ନ କାରଣ ପାଇଁ ବି-ଟାଉନର ଚର୍ଚ୍ଚିତ ଯୋଡି ସାଜିଥିବା ରଣବୀର ଓ ଆଲିଆ ଆଗାମୀ ୨୦୨୦ ଜାନୁଆରୀ ୨୨ରେ ବିବାହ କରିବାକୁ ଯାଉଛନ୍ତି । ଏକଥା ଆମେ କହୁନୁ ଆଜ୍ଞା, ରଣବୀର ଓ ଆଲିଆଙ୍କ ଭାଇରାଲ ବିବାହ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟିକଟକ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆଜିର ଯୁବ ପିଢିଙ୍କୁ ଘାରିଛି ଟିକଟକ ନିଶା । କିଛିଦିନ ତଳେ ଟିକଟକ ଭିଡ଼ିଓ ସୁଟିଂ କରୁକରୁ ୨ ମହଲା ଛାତରୁ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛି ଟିକଟକ । ରାସ୍ତା ଘାଟ, ପାର୍କ ଯେଉଁଠି ଦେଖ ସେଇଠି ଟିକଟକ ପ୍ରେମୀ…