Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅମିତାଭ ବଚ୍ଚନଙ୍କ ସ୍ଥାନ ନେବେ ହ୍ରିତିକ୍‍ !

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଆକ୍ଟର ହ୍ରିତିକ୍‍ ରୋଶନଙ୍କ ଚଳଚ୍ଚିତ୍ର ୱାର ବକ୍ସ ଅଫିସରେ ଧମାକା ସୃଷ୍ଟି କରିବା ପରେ ଏବେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଗାମୀ ସିନେମରେ ହ୍ରିତିକ୍‍ ବିଗ ବିଙ୍କ…

ଦେଖନ୍ତୁ: ‘କୁଇନ୍’ ସୁଟିଂ ସେଟର ଭିଡ଼ିଓ ସେୟାର୍ କଲେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଓଡ଼ିଆ ସିନେମା ‘କୁଇନ୍’ର ଏବେ ଚାଲିଛି ସୁଟିଂ । ସୁଟିଂ ସେଟର କିଛି ଦୃଶ୍ୟ ସହିତ ଏକ ଗୀତକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ବର୍ଷା । ଏହି ଭିଡ଼ିଓଟିକୁ ସୋସିଆଲ୍ ମିଡ଼ିଆର ହଜାର ହଜାର ୟୁଜର୍ସ ବେଶ୍ ପସନ୍ଦ କରିବା ସହିତ…

ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକରେ ନଜର ଆସିବେ ଶାହିଦ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡ ସିନେମା 'କବୀର ସିଂ'ର ଅଦ୍ଭୁତ ପୂର୍ବ ସଫଳତା ପରେ ଭାରତୀୟ କ୍ରିକେଟ ଦଳର ଜର୍ସିରେ ନଜର ଆସିବେ ଶାହିଦ । ଆପଣ ଭାବୁଥିବେ ଶାହିଦ ସିନେମାରୁ ସନ୍ୟାସ ନେଇ ଖେଳରେ କାହିଁକି ଯୋଗ ଦେଲେ ! କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଶାହିଦ ଏହି ଜର୍ସି ଖେଳ ପାଇଁ…

ନିର୍ଦ୍ଦେଶିକା ଭାବେ ଓଡ଼ିଆ ଝିଅ ଦେବମିତ୍ରାଙ୍କ ବଲିଉଡ଼ ଡ଼େବ୍ୟୁ; ୧୫ରେ ରିଲିଜ୍ ହେବ ଫିଲ୍ମ୍

ଭୁବନେଶ୍ବର: ବଲିଉଡରେ କମାଲ କଲେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ । ଅପକମିଙ୍ଗ ମୁଭି 'ମୋତିଚୁର୍‌ ଚଖ୍‌ନାଚୁର୍‌' ଜରିଆରେ ବଲିଉଡରେ ଡେବ୍ୟୁ କରିବେ ଦେବମିତ୍ରା । ଆସନ୍ତା ନଭେମ୍ବର ୧୫ ତାରିଖରେ ଏହି ସିନେମା ରିଲିଜ ହେବାକୁ ଥିବାବେଳେ ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି ।…

ଗୋଟିଏ ସପ୍ତାହରେ ୨୦୦ କୋଟି କ୍ଳବରେ ସାମିଲ ହେଲା ଚଳଚ୍ଚିତ୍ର ‘ୱାର’

ମୁମ୍ବାଇ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଛି ହ୍ରିତିକ୍‍ ରୋଶନ-ଟାଇଗର ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ । ଗୋଟିଏ ସପ୍ତାହରେ ଏହା ୨୦୦ କୋଟି କ୍ଲବ୍‍ରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ମାତ୍ର ୩ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସାତ…

କେଆଇଏଫଏଫ୍ ୨୦୧୯ରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ‘ପାଟଣାଗଡ’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ପାଟଣାଗଡ’ ୨୫ ତମ କୋଲକାତା ଅର୍ନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ (କେଆଇଏଫଏଫ୍) ୨୦୧୯ ଓ ଏଲଆଇଏଫଏଫଟି ଇଣ୍ଡିଆ ଫିଲ୍ମ ମହୋତ୍ସବ ୨୦୧୯ରେ ପ୍ରଦର୍ଶିତ କରାଯିବ । କେଆଇଏଫଏଫ୍ ଫେଷ୍ଟିଭାଲ୍ କୋଲକାତାରେ ୮ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ।…

ହାପି ବାର୍ଥ ଡେ ଅମିତାଭ…

ନୂଆଦିଲ୍ଲୀ: ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୭ ତମ ଜନ୍ମଦିନ ପାଳନ କରିଛନ୍ତି । ‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ…

ସଲମାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ଚଢ଼ାଉ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ବଙ୍ଗଳାରେ ବୁଧବାର ଦିନ ଚଢାଉ କରିଛି ମୁମ୍ବାଇ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ଚଢ଼ାଉ କରି ଜଣେ ୬୨ ବର୍ଷୀୟ ଫେରାର ଆସାମୀ ସିଦ୍ଧେଶ୍ବର ରାଣାକୁ ଗିରଫ କରିଛି ମୁମ୍ବାଇ ପୋଲିସ। ଅଭିଯୁକ୍ତ ଜଣଙ୍କ…

ତୃତୀୟଥର ପାଇଁ ବିବାହ କଲେ ବଲିଉଡ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା !

ମୁମ୍ବାଇ: ବିବାହ କଲେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା ! ପ୍ରଥମଥର ନୁହେଁ ଆଜ୍ଞା ତୃତୀୟଥର ପାଇଁ ବିବାହ କରିଛନ୍ତି ରେମୋ । କିନ୍ତୁ କାହାଣୀରେ ରହିଛି ଏକ ଟ୍ଵିଷ୍ଟ। ରେମୋ ନିଜ ପତ୍ନୀଙ୍କୁହିଁ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଘଟଣାଟି ଏମିତି ଯେ ରେମୋ ଓ…

ଦେଖନ୍ତୁ ଭିଡିଓ; କିପରି ହାତରେ ମଦ ବୋତଲ ଧରି ନାଚୁଛନ୍ତି କଳିଯୁଗର ରାବଣ

ଭୁବନେଶ୍ୱର: ସାରାଦେଶରେ ଦଶହରା ପର୍ବ ଖୁବ ଧୁମଧାମରେ ପାଳନ କରାଯାଇଛି । ମାଆଙ୍କୁ ମେଲାଣି ସହ ପ୍ରାୟତଃ ସମସ୍ତ ସ୍ଥାନରେ ରାବଣପୋଡି ମଧ୍ୟ ଖୁବ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଅଧର୍ମ ଉପରେ ଧର୍ମ ଓ ସତ୍ୟ ଉପରେ ଅସତ୍ୟର ବିଜୟକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ଆମେ…