Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଥମଥର ପାଇଁ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ରାଜ କୁମାର ରାଓ

ମୁମ୍ବାଇ: ବଲିଉଡର ସ୍ମାର୍ଟ ଗାର୍ଲ ପ୍ରିୟାଙ୍କ ଓ ଟ୍ୟାଲେଣ୍ଟେଡ଼ ରାଜ୍ କୁମାର ରାଓଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ତେବେ ଫିଲ୍ମଟି କେବଳ ନେଟଫ୍ଲିକ୍ସ୍ ଚ୍ୟାନେଲ୍‌ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ରାମିନ…

ନାକେଦମ୍ କଲାଣି ଟ୍ରାଫିକ ଫାଇନ୍ ବ୍ୟବସ୍ଥା, ସତରେ କ’ଣ ଏହା ଏହି ସିନେମାରୁ କପି ହୋଇଛି !

ଭୁବନେଶ୍ୱର: ଗୋଟିଏ ସିନେମାରୁ କପି କରି ଆଉ ଏକ ସିନେମା ତିଆରି ହେଉଥିବା କଥା ଉଣାଅଧିକେ ସମସ୍ତଙ୍କୁ ମାଲୁମ ଥିବ । ହେଲେ ସିନେମାରୁ କପି କରି ସରକାରୀ ନିୟମ ଲାଗୁ କରାଯିବା ପ୍ରାୟ ପ୍ରଥମଥର ଶୁଣିବାକୁ ମିଳିଛି । ଗତ ୧ ତାରିଖରୁ ସରକାର ନୂଆ ମୋଟର୍ ଯାନ ଆଇନ ଲାଗୁ କରିବା ପରେ ଲୋକଙ୍କର…

ବଲିଉଡର କିଛି ଅଜଣା ‘ରିଲ ଲାଇଫ କପୁଲ’, ଯିଏ ରିୟଲରେ ମଧ୍ୟ ସ୍ୱାମୀ-ସ୍ତ୍ରୀ

ମୁମ୍ବାଇ: ବଲିଉଡର ଏମିତି ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିଛନ୍ତି ଯେଉଁମାନେ ଉଭୟ ରିଲ ଓ ରିୟଲ ଲାଇଫରେ ସ୍ବାମୀ-ସ୍ତ୍ରୀ ଅଟନ୍ତି । ଯେମିତି ବିଗ-ବି ଅମିତାଭ ଓ ଜୟା ବଚ୍ଚନ, ରିତେଶ ଦେଶମୁଖ ଓ ଜେନେଲିଆ, ଆଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଏହି ଭଳି ଆହୁରି ଅନେକ । ଏହିଭଳି ନାମିଦାମୀ…

ଗଣେଶ ବିସର୍ଜନରେ ସଲମାନଙ୍କ ଏଭଳି ନାଚ ,ଯାହା ଆପଣମାନେ ଆଗରୁ କେବେବି ଦେଖିନଥିବେ

ମୁମ୍ବାଇ: ଯେମିତି ଆପଣ ମାନେ ଜାଣନ୍ତି ବଲିଉଡ କଳାକାର ମାନେ ବିଘ୍ନବିନାଶକଙ୍କ ପୂଜା ଖୁବ ଧୁମଧାମରେ ପାଳନ କରନ୍ତି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ଼ର ନାମିଦାମୀ ଲୋକଙ୍କ ଘରେ ଦେଖିବାକୁ ମିଳିଥିଲା ଗଣପତିଙ୍କ ପୂଜା । ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ମଧ୍ୟ ବହୁ ଆଡ଼ମ୍ବରରେ ଗଣେଶ…

ରୂପେଲୀ ପରଦାରେ ଗୁରୁ-ଶିଷ୍ୟର କାହାଣୀ

ନୂଆଦିଲ୍ଲୀ: ଆମ ଦେଶରେ ପିତାମାତାଙ୍କ ବ୍ୟତିତ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ପ୍ରଦାନ କରାଯାଇଛି । କୁହାଯାଏ, ଜଣେ ବ୍ୟକ୍ତିର ଜୀବନରେ ଗୁରୁ ହିଁ ସାଜିଥାନ୍ତି ପ୍ରମୁଖ ମାର୍ଗଦର୍ଶକ । ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ…

ଲୁଚିଛପି ବିବାହ କଲେ ରଣବୀର ଓ ଆଲିଆ !

ମୁମ୍ବାଇ: ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଗଲେ କି ! ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କିୟୁଟେଷ୍ଟ ଆଲିଆ ଭଟ୍ଟ ଓ ସୁପରଷ୍ଟାର ରଣବୀର କପୁରଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ଯୋଡିଙ୍କ ବରବଧୂ ଫଟୋ ଦେଖି ସେମାନଙ୍କ ପ୍ରଶଂସକ ମାନେ…

କେବିସିର ହଟ୍ ସିଟ୍ ଯାଏଁ ପହଞ୍ଚିବା ଏବେ ହେଲା ସହଜ, ଜାଣନ୍ତୁ କେମିତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ' 'କୌନ ବନେଗା କରୋଡ଼ପତି' ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ଲୋକପ୍ରିୟତା ହାସଲ କରିପାରିଛି । ଏହାକୁ ଖେଳିବାକୁ ହେଲେ ଅନେକ ସ୍ତର ଦେଇ ହଟ୍ ସିଟ ଯାଏଁ ପହଞ୍ଚିବାକୁ ପଡେ । ଏହାପରେ ଆରମ୍ଭ ହୁଏ ଖେଳ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଉପସ୍ଥାପନା…

ଜଙ୍ଗଲ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ବଲିଉଡ ତାରକା

ମୁମ୍ବାଇ: ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବଲିଉଡର ଆଗଧାଡ଼ିର କିଛି କଳାକାର । ମୁମ୍ବାଇର ଆରା ଅଞ୍ଚଳରେ ମେଟ୍ରୋ କାର୍‌ ଶେଡ୍‌ ପାଇଁ ୨୭୦୦ ଗଛ କଟାଯିବା ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମହଲରେ ଲଗାତାର ବିରୋଧ କରାଯାଉଥିବା ବେଳେ କିଛି…

ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାରେ ଚାଲିଛି 'ଚାଲୁ ସିନେମା'ର ଯୁଗ । ପୁଣି ଏସବୁ ସିନେମା ମୌଳିକ ବି ନୁହେଁ, କାହାର ନ କାହାର ନକଲ। ଫଳରେ ଓଡ଼ିଆ ସିନେମା ହରେଇ ଚାଲିଛି ତାର ପୂର୍ବ ଗୌରବ । ଅନ୍ୟପଟେ ଓଡିଆ ଫିଚର ଫିଲ୍ମକୁ ବର୍ଷବର୍ଷ ଧରି ମିଳୁନାହିଁ କୌଣସି ଜାତୀୟ ପୁରସ୍କାର ।…

ବଲିଉଡ଼ରେ କମାଲ କଲେ ଓଡିଆ ପୁଅ

ଭୁବନେଶ୍ୱର: ବଲିଉଡ଼ରେ ବାୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ । କେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତ କେତେବେଳେ ବକ୍ସର ମେରୀକମ୍ ତ ଆଉ କେତେବେଳେ ଧାବକ ମିଲଖା ସିଂଙ୍କ ନାମରେ ତିଆରି ହୋଇଛି ଚଳଚ୍ଚିତ୍ର । ଏବେ ସିନେପ୍ରେମୀ ଦେଖିବାକୁ ପାଇବେ ସିଲଭର୍ ସ୍କ୍ରିନରେ ଓଡ଼ିଆ…