Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଭିକି, ଆୟୁଷ୍ମାନ ଏବଂ କୀର୍ତ୍ତିଙ୍କୁ ମିଳିଲା ଶ୍ରେଷ୍ଠ କଳାକାର ପୁରସ୍କାର

ନୂଆଦିଲ୍ଲୀ: ଦିଲ୍ଲୀରେ ଘୋଷଣା ହୋଇଛି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଳମ୍ବ ଘଟିଥିବା ଜଣାପଡିଛି । ଏଥିରେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ଉରି ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିବା ବେଳେ,…

ନୂଆ ମିଶନରେ ବିଦ୍ୟା ବାଲାନ…

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବଲାନ । ବିଦ୍ୟାଙ୍କ ହାତରେ ଏବେ ଅଫର ଉପରେ ଅଫର୍‌। ଆଗାମୀ ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ନିଜ ପରବର୍ତ୍ତି ଫିଲ୍ମ ପାଇଁ ଲଣ୍ଡନରେ ପହଞ୍ଚି ସାରିଲେଣି…

ଅନଲାଇନ ରିଲିଜ ହେଲା ‘ଆଭେଞ୍ଜରର୍ସ ଏଣ୍ଡଗେମ’

ମୁମ୍ବାଇ: ଫିଲ୍ମ ‘ଅବତାର’କୁ ପଛରେ ପକାଇ ଆଭେଞ୍ଜରର୍ସ ଏଣ୍ଡଗେମ୍‌ ନିକଟରେ ଗ୍ଲୋବାଲ ବକ୍ସ ଅଫିସ ଆୟରେ ନଂ୧ ସ୍ଥାନରେ ପହଞ୍ଚିଯାଇଛି। ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଅନେକ ଶୋ ହାଉସଫୁଲ ହୋଇଯାଇଥିଲା। ଏବେ ପୁଣି ଦର୍ଶକଙ୍କ ମନ ଜିଣିବାକୁ ଆଭେଞ୍ଜର୍ସ ଅନଲାଇନରେ ରିଲିଜ ହୋଇଛି।…

ରିଲିଜ୍ ଅପେକ୍ଷାରେ ‘ନାୟକର ନାଁ ଦେବଦାସ’…

ଭୁବନେଶ୍ୱର: ଓଡ଼ିଆ ଭାଷାରେ ତିଆରି ହେଉଛି ଦେବଦାସ ଚଳଚ୍ଚିତ୍ର । ଯାହାର ନାମ ରଖ ଯାଇଛି 'ନାୟକର ନାଁ ଦେବଦାସ' । ଆସନ୍ତା ୯ ତାରିଖରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ଏହି ଚଳଚ୍ଚିତ୍ରରେ ପାରୋ ଚରିତ୍ରରେ ଭୂମିକା ଦାସ ଅଭିନୟ କରୁଥିବା ବେଳେ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି…

ଧାରା ୩୭୦ ପାଇଁ କଶ୍ମୀରର ନାଗରିକତା ହରାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିବାଦୀୟ ଧାରା ୩୭୦କୁ ସୋମବାର ସଂସଦରେ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଗତକାଲି ଏହା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ…

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ପ୍ରେମ ତୋର ନଟି ନଟି’

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୮ ତାରିଖରେ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର‘ପ୍ରେମ ତୋର ନଟି ନଟି’ । ଏହି ଚଳଚ୍ଚିତ୍ରରେ ପ୍ରଥମକରି ସିନେମା ଜଗତରେ ପାଦ ଥାପିବାକୁ ଯାଉଛନ୍ତି ନବାଗତ ଅଭିନେତା ଦେବ । ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ନାୟକର ବାପା ଭୂମିକାରେ ଅଭିନୟ କରିଥିବା…

ଏୟାର ହୋଷ୍ଟେସ୍‍ ହେବେ ଶ୍ରଦ୍ଧା କପୁର !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ହେବେ ଏୟାର ହୋଷ୍ଟେସ । ଶ୍ରଦ୍ଧାଙ୍କ ପ୍ରଶଂସକ ତାଙ୍କୁ ଆଉ ମାଟିରେ ନୁହେଁ ଏଥର ଆକାଶରେ ଉଡୁଥିବାର ଦେଖିବେ । ଆପଣ ମାନେ ଭାବୁଥିବେ ବଲିଉଡରେ ଏମିତି କଣ ଅଭାବ ରହିଗଲା ଯେ, ଶ୍ରଦ୍ଧା ଏୟାର ହୋଷ୍ଟେସ ହେବାକୁ ମନ ବଳାଇଲେଣି । ତେବେ ଜାଣି…

ଧାରା ୩୭୦ ଉଚ୍ଛେଦକୁ ନେଇ କ’ଣ କହିଲେ ଏହି ବଲିଉଡ୍ ସେଲିବ୍ରିଟି !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଏହାକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି ଅନେକ ନେତା, ଅଭିନେତା ତଥା ଅଭିନେତ୍ରୀ । ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ଭାବାବେଗକୁ ପ୍ରକାଶ…

ବିବାହ କରିବେ ବାହୁବଳୀ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବାଇ : ଖୁବ୍‍ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ବାହୁବଳୀ ପ୍ରଭାସ। ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ‘ସାହୋ’ର ମୁକ୍ତିଲାଭ ପରେ ଆମେରିକାର ଜଣେ ପ୍ରତିଷ୍ଠିତ…

ହ୍ରିତିକ-ଦୀପିକା ଯୋଡ଼ି, ବଲିଉଡ଼ର ରାମ-ସୀତା !

ମୁମ୍ବାଇ: ହିନ୍ଦୁ ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର। ଯେଉଁଥିରେ ରାମ ସାଜିବେ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ, ସେହିପରି ଦୀପିକା ପାଦୁକୋନ ମାତା ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ…