Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ଓଡିଆ ଚଳଚ୍ଚିତ୍ର ‘ସ୍ୱାହା’…

ଭୁବନେଶ୍ୱର : ଓଡିଆ ଫିଲ୍ମ ଜଗତର ଯୁବ ନିର୍ଦ୍ଦେଶକ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସ୍ୱାହା’ 'କାନ୍ସ ଫିଲ୍ମ ଫେଷ୍ଟିଭାଲ'ରେ ପ୍ରଦର୍ଶିତ ହେବାକୁ ଯାଉଛି । ଶିଶିରଙ୍କ ନିର୍ଦ୍ଦେଶିତ ଅନ୍ୟ ୨ଟି ଫିଲ୍ମ ହେଉଛି ‘ଫର୍ଚ୍ଚା’ ଓ ‘ରାଜା’ । ଏକ ଟେଲିଭିଜନ୍ ଚ୍ୟାନେଲରେ…

ହଲିଉଡ଼ ସିନେମା ଆଭେଞ୍ଜର୍ସ ଏଣ୍ଡଗେମରେ ଓଡିଆ ଝିଅ

ଭୁବନେଶ୍ୱର : ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ହଲିଉଡ଼ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଦର୍ଶକଙ୍କ ମହଲରେ ଖୁବ୍ ପପୁଲାର୍ ହୋଇପାରିଥିବା ବେଳେ ଏଥିରେ ଜଣେ ଓଡିଆ ଝିଅଙ୍କ ଅବଦାନ ମଧ୍ୟ ରହିଛି । ସେହି ଓଡିଆ ଝିଅ ଜଣଙ୍କ ହେଉଛନ୍ତି ମୀତା ଦାସ । ଯିଏକି ଭିଏଫ୍ଏକ୍ସ (ଭିଜୁଆଲ୍ ଇଫେକ୍ଟସ୍)…

ସଡକ ଦୁର୍ଘଟଣାରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ରବିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଅଭିନେତା ସଲିଳ ମିତ୍ର ଏକ ଗାଡି ଯୋଗେ କଟକ ଅଭିମୁଖେ ଗସ୍ତ କରୁଥିବାବେଳେ…

ୟୁନିସେଫ୍-ଆରୋଇ ରେଡିଓ ଫର ଚାଇଲ୍ଡ ଆୱାର୍ଡ: ‘ସୋଆ କମ୍ୟୁନିଟି ରେଡିଓ’କୁ ମିଳିଲା ଶ୍ରେଷ୍ଠ ଜିଙ୍ଗଲ୍ ସମ୍ମାନ

ଭୁବନେଶ୍ୱର: ୟୁନିସେଫ୍ ଦ୍ୱାରା ଆୟୋଜିତ ରେଡିଓ ଜଗତର ସ୍ୱତନ୍ତ୍ର ପୁରସ୍କାର ଉତ୍ସବ “ୟୁନିସେଫ୍ -ଆରୋଇ ରେଡିଓ ଫର ଚାଇଲ୍ଡ ଆୱାର୍ଡ”ତୃତୀୟ ସଂସ୍କରଣରେ ସମ୍ମାନିତ ହୋଇଛି ସୋଆ କମ୍ୟୁନିଟି ରେଡିଓ - ଭଏସ ଅଫ ସୋଆ କମ୍ୟୁନିଟି ୯୦.୪ । ଶିଶୁମାନଙ୍କର ନିୟମିତ ଟୀକାକରଣକୁ ସୁନିଶ୍ଚିତ କରିବା…

ବାତ୍ୟା ବିପନ୍ନଙ୍କ ଲାଗି ସହଯୋଗର ହାତ ବଢାଇଲେ ବଲିଉଡର ସେଲିବ୍ରିଟି

ଭୁବନେଶ୍ୱର : ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫନି’ ପରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡର ସେଲିବ୍ରିଟିମାନେ । ଏହି ସେଲିବ୍ରିଟିମାନେ #WithYouOdisha ନାମକ ଏକ ଅଭିଯାନ ଆରମ୍ଭ କରିବା ସହ ଓଡିଶାବାସୀଙ୍କୁ ସହାୟତା ପାଇଁ ଆହ୍ୱାନ କରିଛନ୍ତି ।…

ଆଉଥରେ ଫୁଟିଲା ‘ରକ୍ତ ଗୋଲାପ’

ଭୁବନେଶ୍ୱର : ୭୦ ଦଶକର କ୍ଲାସିକ୍ ଓଡିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ରାଜଧାନୀରେ ଥିବା ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ (ଏଫଜେଏଫ୍) ଦ୍ୱାରା ସୋମବାର ଦିନ ସନ୍ଧ୍ୟାରେ ଜୟଦେବରେ ପ୍ରଦର୍ଶନ ହେଉଛି । ଏହି ପରିପ୍ରେକ୍ଷୀରେ ଫିଲ୍ମ ସହିତ ସମ୍ପୃକ୍ତ ଥିବା କିଛି କଳାକାର ଓ କର୍ମଚାରୀଙ୍କୁ ଫୋରମ୍…

ଶୀତଲ ସାହୁ ହେଲେ ‘ମିସ୍ ଓଡ଼ିଶା’, ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଉପରେ ଏବେ ନଜର୍

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣପୁର ବାସିନ୍ଦା ଶୀତଲ ସାହୁ ‘ମିସ୍ ଓଡ଼ିଶା’ ଟାଇଟଲ୍ ହାସଲ କଲେ । ଏବେ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଏଫବିବି କଲର୍ସ ‘ଫେମିନା ମିସ୍ ଇଣ୍ଡିଆ’ ଟାଇଟଲ୍ ପ୍ରତିଯୋଗିତାରେ ସେ ‘ମିସ୍ ଇଣ୍ଡିଆ’ ଟାଇଟଲ୍ ଲାଗି ଅଂଶଗ୍ରହଣ କରିବେ । କୋଲକାତାଠାରେ ବୁଧବାର…

ରିଲିଜ ହେଲା ସଲମାନଙ୍କ ଅଭିନୀତ ‘ଭାରତ’ର ଟ୍ରେଲର

ମୁମ୍ବାଇ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ୍ ହୋଇଯାଇଛି। ୩ମିନିଟ ୧୧ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ସହ ଲଭ୍, ଇମୋଶନ, ଡ୍ରାମା ଭରପୂର ରହିଥିବା ବେଳେ ଏପ୍ରିଲ ୫ ତାରିଖରେ ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି ।…

‘କଳଙ୍କ’ ରିଲିଜ୍ ପରେ କ’ଣ କହିଲେ ଆଲିଆ !

ମୁମ୍ବାଇ: ଫିଲ୍ମ ‘କଳଙ୍କ’ ରିଲିଜ୍ ହେବାପରେ ଚୁଲବୁଲି ଆଲିଆ ତାଙ୍କ ନିଜ ଫୋନରୁ ଟ୍ୱିଟ୍ କରି ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ – “କଳଙ୍କ ନାହିଁ ତ ଇସ୍କ ନାହିଁ” । #Kalank nahi, ishq hai ❤ #KalankTitleTrack out now - https://t.co/0yFsQtVwv4@duttsanjay…

‘ଚୁଲବୁଲ୍ ପାଣ୍ଡେ’ ଭୂମିକାରେ ବଡ଼ ପରଦାକୁ ଫେରୁଛନ୍ତି କମେଡ଼ି କିଙ୍ଗ୍ ପପୁପମ୍

ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ ଦୀର୍ଘ ଏକବର୍ଷ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି । ପପୁ ପମମମଙ୍କୁ ଏଥର କିନ୍ତୁ ବଡ଼ ପରଦାରେ ଜଣେ ନିଷ୍ଠାପର ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ । କମେଡ଼ି କିଙ୍ଗ୍ ପପୁ ପମପମଙ୍କ ଅଭିନୀତ ଏହି ଓଡ଼ିଆ ସିନେମା ‘ମୁଁ ଚୁଲବୁଲ୍…