Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜେଲ ଗଲେ ସ୍ୱାମୀ ଲିପନ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଏସଡିଜେଏମ କୋର୍ଟ ଗିରଫ ସ୍ୱାମୀ ଲିପନଙ୍କ ଜାମିନ୍ ନାମଞ୍ଜୁର କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଜେରା…

‘ସ୍ୱାମୀଙ୍କ ସହ ଧସ୍ତାଧସ୍ତି ହୋଇ ଛାତରୁ ଖସି ପଡିଥିଲେ ନିକିତା’

କଟକ : ଓଡିଆ ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଆଜି ଏକ ନୂଆ ମୋଡ ନେଇଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଜେରା ପରେ ସେ ହିଁ ନିକିତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ କହିବା…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଗିରଫ ହେଲେ ସ୍ୱାମୀ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା (ନିକିତା)ଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଛି । ନିକିତାଙ୍କ ବାପା କଟକ ଚାଉଳିଆଗଞ୍ଜ ଥାନାରେ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ…

ରହସ୍ୟ ଘେରରେ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା !

କଟକ : ଓଡିଆ ସିନେମା ତଥା ଧାରାବାହିକ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ (ନିକିତା) ମୃତ୍ୟୁ ଘଟଣାରେ ସୋମବାର ଦିନ ସାଇଣ୍ଟିଫିକ୍ ଟିମ୍ ତାଙ୍କର ମହାନଦୀ ବିହାର ସ୍ଥିତ ପୈତୃକ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡିଥିଲେ…

ଆସୁଛି ବାୟୋପିକ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’, ମୋଦୀଙ୍କ ଭୁମିକାରେ ବିବେକ ଓବରୟ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବାୟୋପିକ ଫିଲ୍ମ ଚଳିତ ଜାନୁଆରୀ ମାସରେ ଖୁବ୍ ଶିଘ୍ର ନିର୍ମିତ ହେବାକୁ ଯାଉଛି । ମୋଦୀଙ୍କ ଭୁମିକାରେ ବଲିଉଡ଼ ଆକ୍ଟର୍ ବିବେକ ଓବରୟ ଅଭିନୟ କରିବେ ବୋଲି ମଧ୍ୟ ରାଜି ହୋଇଛନ୍ତି । ଦେଶରେ ସାଧାରଣ ନିର୍ବାଚନର ବିଗୁଲ୍ ବାଜିବା ସହିତ…

ଆରପାରିରେ ଭେଟେରାନ୍ ଅଭିନେତା କାଦର ଖାନ୍

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ତଥା କମେଡି କିଙ୍ଗ କାଦର ଖାନଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । କାନାଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ସେ ଇହଲୀଳା ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଅନ୍ତିମ ସମୟରେ ତାଙ୍କ…

ଓଲିଉଡ଼ ୨୦୧୮: ଏହି ମନଛୁଆଁ ଓଡ଼ିଆ ଗୀତ ସବୁ ଇଣ୍ଟରନେଟରେ କଲା କମାଲ୍…

ଭୁବନେଶ୍ୱର: ସଙ୍ଗୀତ ଫିଲ୍ମର ଏକ ଅଭିନ୍ନ ଅଙ୍ଗ, ଯାହାକି ଦର୍ଶକମାନଙ୍କୁ ସିନେମାଘର ଯାଏଁ ଛାଏଁ ଟାଣି ଆଣିଥାଏ । ଓଲିଉଡ଼ ଜଗତ ବିଷୟରେ ଯଦି ତର୍ଜମା କରାଯାଏ, ଯେଉଁଠି ରିମେକ୍ ସିନେମା ଦର୍ଶକମାନଙ୍କୁ ଛୁଇଁପାରିନାହିଁ ସେହି ସମୟରେ କେତୋଟି ମନଛୁଆଁ ଗୀତରେ ଆକର୍ଷିତ ହୋଇ ଦର୍ଶକମାନେ ଫିଲ୍ମ…

ଓଡିଆ ଚଳଚ୍ଚିତ୍ର ଲାଗି ସଦା ଚିରସ୍ମରଣୀୟ ଏହି ବ୍ୟକ୍ତିତ୍ୱମାନେ, ଜାଣନ୍ତୁ…

ଭୁବନେଶ୍ୱର : କଥାରେ ଅଛି ‘ମଣିଷ ଦେହ ତ୍ୟାଗ କରିପାରେ କିନ୍ତୁ କଳାକାର କେବେବି ମରେନା’ । ସେହି ମର୍ମରେ ଓଡିଆ ଚଳଚ୍ଚିତ୍ର ଜଗତରେ ଏଭଳି କେତେକ ବ୍ୟକ୍ତିତ୍ୱ ତଥା କଳାକାର ରହିଛନ୍ତି, ଯିଏକି ଆମ ଆମ ଗହଣରେ ନଥିଲେ ମଧ୍ୟ ଦର୍ଶକଙ୍କ ହୃଦୟରେ ସଦା ଚିରସ୍ମରଣୀୟ ହୋଇ ରହିଛନ୍ତି । ଜାଣନ୍ତୁ...…

‘ସିମ୍ବା’ରେ ଦେଖିବାକୁ ମିଳିଲା ରଣବୀର-ସାରାଙ୍କ କେମେଷ୍ଟ୍ରି

ମୁମ୍ବାଇ : ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ରୋହିତ ସେଟ୍ଟିଙ୍କ ସୁପର ଆକସନ୍-କମେଡି ଫିଲ୍ମ ‘ସିମ୍ବା’ । ଏହି ଫିଲ୍ମରେ ପ୍ରଥମଥର ପାଇଁ ରଣବୀର ସିଂହଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ଷ୍ଟାର କିଡ୍ସ ସାରା ଅଲ୍ଲୀ ଖାନ । ‘ସିମ୍ବା’ରେ ରଣବୀର ପୋଲିସ ଅଫିସର ଭୂମିକାରେ ନଜର…

‘ହାପି ବାର୍ଥଡେ’ ଭାଇଜାନ ସଲମାନ, ୫୩ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ : ବଲିଉଡର ଭାଇଜାନ ସଲମାନ୍ ଆଜି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ…