Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲିଲ୍ ଦା’ ଜଣେ ଅଦ୍ୱିତୀୟ କଳାକାର ଥିଲେ: ପପୁ ପମମମ୍

ଭୁବନେଶ୍ୱର: ବଲିଉଡ଼ ଜଗତର ହ୍ୟାସାଭିନେତା ସଲିଲ୍ ମିତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମେଡ଼ି କିଙ୍ଗ୍ ପପୁ ପମ୍ ପମ୍ କହିଛନ୍ତି, ସେ ଥିଲେ ଜଣେ ଅଦ୍ୱିତୀୟ କଳାକାର । ଅଭିନେତା ସଲିଲ୍ ମିତ୍ରଙ୍କର ସୋମବାର ରାତିରେ ରାଜଧାନୀସ୍ଥିତ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । “ସଲିଲ୍ ଦା…

ଭାଇରାଲ୍ ହେଲା ‘ଫନୀ’ ର‌୍ୟାପ୍ ସଙ୍ଗ୍ ‘ମୁଁ ଓଡ଼ିଶା’…

ମୁମ୍ବାଇ: ପୁଣି ଫେରିଲେ ର‌୍ୟାପର୍ ‘ବିଗ୍ ଡ଼ିଲ୍’ । ଏଥର ‘ବିଗ୍ ଡ଼ିଲ୍’ ଦ୍ୱାରା ପ୍ରସ୍ତୁତ ର‌୍ୟାପ୍ ସଙ୍ଗ୍ କେବଳ ଭାରତ ନୁହେଁ ସାରା ବିଶ୍ୱର ସୋସିଆଲ୍ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା…

ଆରପାରିରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର

ଭୁବନେଶ୍ୱର : ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟାଭିନେତା ସଲିଳ ମିତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣକ ଓଡିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ (୧୯୯୯) ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ସେ ଅନେକ…

କପିଲ ଶର୍ମାଙ୍କ କମେଡି ଶୋ’ରେ ଦୂତି ଚାନ୍ଦ…

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଭାରତୀୟ ଦ୍ରୁତତମ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆଲୋଚନା ଓ ସମାଲୋଚନାରୁ କ୍ଷାନ୍ତ ହୋଇ ଦୂତି ନିକଟରେ ଜାତୀୟ ଟେଲିଭିଜନରେ ବହୁଳ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଂଶ ଗ୍ରହଣ କରିଛନ୍ତି ।…

ବଲିଉଡ଼ ଫିଲ୍ମ ‘ମଲାଲ୍’ ଗୀତରେ ଓଡ଼ିଆ ଅଭିନେତ୍ରୀଙ୍କ କମାଲ୍…

ଭୁବନେଶ୍ୱର : ସଞ୍ଜୟ ଲୀଲା ଭସାଂଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ମାଲାଲ’ରେ ଓଡ଼ିଆ ଆକ୍ଟ୍ରେସଙ୍କ କମାଲ୍ ଦେଖିବାକୁ ମିଳିବ । https://twitter.com/ishika_events/status/1133615719571001346 ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏକ ସ୍ପେଶାଲ ହିଟ୍ ନଂ ‘ଆଇଲା ରେ’ ଜରିଆରେ ବଡ ପରଦାରେ…

ଆରପାରିରେ ଓଡ଼ିଆ ଟେଲି ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର : ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ହାସ୍ୟାଭିନେତା ସୁନିଲ ନାୟକଙ୍କ ବୁଧବାର ଦିନ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ସୁନିଲ ଗତକାଲି ଏକ କମେଡ଼ି ସିରିଏଲର ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ…

ଅଭିନେତ୍ରୀରୁ ରାଜନୀତି: ନୂଆ ସାଂସଦ ହେଲେ ବଙ୍ଗଳା ସୁନ୍ଦରୀ ମିମି ଚକ୍ରବର୍ତ୍ତୀ

କୋଲକତା : କଳାକାର ଜୀବନରୁ ରାଜନୈତିକ ମଇଦାନରେ ପାଦ ଥାପିଥିବା ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କ ସମ୍ପର୍କରେ ଅଳ୍ପବହୁତେ ସମସ୍ତଙ୍କୁ ଜଣାଥିବ । ଏଭଳି କିଛି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ନିକଟରେ ସମାପ୍ତ ହୋଇଥିବା ୨୦୧୯ ନିର୍ବାଚନ ମମତା…

ବଲିଉଡର ପ୍ରଖ୍ୟାତ୍ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନଙ୍କ ପିତା ତଥା ପ୍ରସିଦ୍ଧ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଷ୍ଟଣ୍ଟମ୍ୟାନ୍ ବିରୁ…

କାନ୍ସ ଫିଲ୍ମ ଫେଷ୍ଟିଭାଲ୍: ଚର୍ଚ୍ଚାରେ ଓଡ଼ିଶାର କଳାକାର

ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଭାରତୀୟ ଅଭିନେତ୍ରୀ ଚାଲିବାକୁ ନେଇ ପ୍ରତିଦିନ ଖବରରେ ଶୀର୍ଷକ ମଣ୍ଡନ କରୁଥିବାର ଦେଖାଯାଉଛି । ଓଡ଼ିଆ ବି କମ୍ ନୁହନ୍ତି, ଅନେକ କାରଣରୁ କାନ୍ସରେ ଓଡ଼ିଶାର କଳାକାରମାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଏବେ ଜୋର୍ ଧରିଛି । ଓଡ଼ିଆ…