Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଦେଖା ହେଲା ପ୍ରେମ ହେଲା’ର ଅଡ଼ିଓ ରିଲିଜ୍ ଅନୁଷ୍ଠିତ

ଭୁବନେଶ୍ୱର: ଆର.ଆର. ଇଭେଣ୍ଟସ୍ ନିବେଦିତ ଏବଂ ରମେଶ ବାରିକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ଅଡ଼ିଓ ରିଲିଜ୍ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ଏହି ସଙ୍ଗୀତ ଲୋକାର୍ପଣ ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

ଇସ୍ରୋକୁ ନେଇ ଟ୍ୱିଟ କଲେ ଅନୁଷ୍କା, ମୋଦି ରଖିଲେ ଏଭଳି ପ୍ରତକ୍ରିୟା

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ, କୌଶଳ ଓ କଠିନ ପରିଶ୍ରମ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ପ୍ରେରିତ ଚନ୍ଦ୍ରାୟାଣ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨ କିମି ପୂର୍ବରୁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗତକାଲି ମଉଳି…

ଏହି ବଡ଼ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ଲତା ମଙ୍ଗେସକର

ମୁମ୍ବାଇ: ସ୍ୱର ଜଗତର ରାଣୀ କୋକିଳ କଣ୍ଠି ଲତା ମଙ୍ଗେସଙ୍କର ନିଜ କଣ୍ଠସ୍ୱର ପାଇଁ ଦେଶ ତଥା ବିଦେଶରେ ରହିଛି ବେଶ୍ ଲୋକପ୍ରିୟତା । ପୂର୍ବରୁ ଅନେକ ପୁରସ୍କାରର ଅଧିକାରିଣୀ ହୋଇଥିବା ଲତାଜୀଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ…

ସଫଳତାର ସିଢି ଚଢି ଚାଲିଛନ୍ତି ରାନୁ ମଣ୍ଡଳ

ମୁମ୍ବାଇ: ପ୍ଲାଟଫର୍ମରୁ ବଲିଉଡରେ ପାଦ ଦେଇଥିବା ରାନୁ ମଣ୍ଡଳ ଚଢି ଚାଲିଛନ୍ତି ପାହାଚ ଉପରେ ପାହାଚ । ରାନୁଙ୍କୁ ବଲିଉଡରେ ବ୍ରେକ ଦେଇଥିବା ହୀମେଶ ରେଶମୀୟା, ତାଙ୍କ ଚଳଚ୍ଚିତ୍ରର ଆଉ ଏକ ଗୀତରେ କଣ୍ଠ ଦାନ କରିବାକୁ ରାନୁଙ୍କୁ ସୁଯୋଗ ଦେଇଛନ୍ତି । ହିମେଶଙ୍କ ସହ ତାଙ୍କର ଆଉ ଏକ ଗୀତର ଭିଡିଓ…

ପ୍ରଥମଥର ପାଇଁ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ରାଜ କୁମାର ରାଓ

ମୁମ୍ବାଇ: ବଲିଉଡର ସ୍ମାର୍ଟ ଗାର୍ଲ ପ୍ରିୟାଙ୍କ ଓ ଟ୍ୟାଲେଣ୍ଟେଡ଼ ରାଜ୍ କୁମାର ରାଓଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ତେବେ ଫିଲ୍ମଟି କେବଳ ନେଟଫ୍ଲିକ୍ସ୍ ଚ୍ୟାନେଲ୍‌ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ରାମିନ…

ନାକେଦମ୍ କଲାଣି ଟ୍ରାଫିକ ଫାଇନ୍ ବ୍ୟବସ୍ଥା, ସତରେ କ’ଣ ଏହା ଏହି ସିନେମାରୁ କପି ହୋଇଛି !

ଭୁବନେଶ୍ୱର: ଗୋଟିଏ ସିନେମାରୁ କପି କରି ଆଉ ଏକ ସିନେମା ତିଆରି ହେଉଥିବା କଥା ଉଣାଅଧିକେ ସମସ୍ତଙ୍କୁ ମାଲୁମ ଥିବ । ହେଲେ ସିନେମାରୁ କପି କରି ସରକାରୀ ନିୟମ ଲାଗୁ କରାଯିବା ପ୍ରାୟ ପ୍ରଥମଥର ଶୁଣିବାକୁ ମିଳିଛି । ଗତ ୧ ତାରିଖରୁ ସରକାର ନୂଆ ମୋଟର୍ ଯାନ ଆଇନ ଲାଗୁ କରିବା ପରେ ଲୋକଙ୍କର…

ବଲିଉଡର କିଛି ଅଜଣା ‘ରିଲ ଲାଇଫ କପୁଲ’, ଯିଏ ରିୟଲରେ ମଧ୍ୟ ସ୍ୱାମୀ-ସ୍ତ୍ରୀ

ମୁମ୍ବାଇ: ବଲିଉଡର ଏମିତି ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିଛନ୍ତି ଯେଉଁମାନେ ଉଭୟ ରିଲ ଓ ରିୟଲ ଲାଇଫରେ ସ୍ବାମୀ-ସ୍ତ୍ରୀ ଅଟନ୍ତି । ଯେମିତି ବିଗ-ବି ଅମିତାଭ ଓ ଜୟା ବଚ୍ଚନ, ରିତେଶ ଦେଶମୁଖ ଓ ଜେନେଲିଆ, ଆଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଏହି ଭଳି ଆହୁରି ଅନେକ । ଏହିଭଳି ନାମିଦାମୀ…

ଗଣେଶ ବିସର୍ଜନରେ ସଲମାନଙ୍କ ଏଭଳି ନାଚ ,ଯାହା ଆପଣମାନେ ଆଗରୁ କେବେବି ଦେଖିନଥିବେ

ମୁମ୍ବାଇ: ଯେମିତି ଆପଣ ମାନେ ଜାଣନ୍ତି ବଲିଉଡ କଳାକାର ମାନେ ବିଘ୍ନବିନାଶକଙ୍କ ପୂଜା ଖୁବ ଧୁମଧାମରେ ପାଳନ କରନ୍ତି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ଼ର ନାମିଦାମୀ ଲୋକଙ୍କ ଘରେ ଦେଖିବାକୁ ମିଳିଥିଲା ଗଣପତିଙ୍କ ପୂଜା । ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ମଧ୍ୟ ବହୁ ଆଡ଼ମ୍ବରରେ ଗଣେଶ…

ରୂପେଲୀ ପରଦାରେ ଗୁରୁ-ଶିଷ୍ୟର କାହାଣୀ

ନୂଆଦିଲ୍ଲୀ: ଆମ ଦେଶରେ ପିତାମାତାଙ୍କ ବ୍ୟତିତ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ପ୍ରଦାନ କରାଯାଇଛି । କୁହାଯାଏ, ଜଣେ ବ୍ୟକ୍ତିର ଜୀବନରେ ଗୁରୁ ହିଁ ସାଜିଥାନ୍ତି ପ୍ରମୁଖ ମାର୍ଗଦର୍ଶକ । ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ…

ଲୁଚିଛପି ବିବାହ କଲେ ରଣବୀର ଓ ଆଲିଆ !

ମୁମ୍ବାଇ: ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଗଲେ କି ! ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କିୟୁଟେଷ୍ଟ ଆଲିଆ ଭଟ୍ଟ ଓ ସୁପରଷ୍ଟାର ରଣବୀର କପୁରଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ଯୋଡିଙ୍କ ବରବଧୂ ଫଟୋ ଦେଖି ସେମାନଙ୍କ ପ୍ରଶଂସକ ମାନେ…