Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହଲିଉଡ୍‌ ଫିଲ୍ମରେ କପିଲଙ୍କ ଭଏସ

ମୁମ୍ୱାଇ: ନିର୍ମାଣ ଅପେକ୍ଷାରର ଅଛି ହଲିଉଡ଼ର ଆନିମେଶନ୍ ଫିଲ୍ମ ଆଙ୍ଗ୍ରି ବାର୍ଡ୍‌-୨’। ତିନି ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ଆଙ୍ଗ୍ରି ବାର୍ଡ୍‌ ତିଆରି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନର ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ ଭଏସ…

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ରେ ନଜର ଆସିବେ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରୀ ଚ୍ୟାନେଲ୍‌ର "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଛନ୍ତି। "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି ।  ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି  ଜାହିର କରି ପୂରା…

ଏକତା କପୁରଙ୍କ ଶୋ’ ଛାଡ଼ିବେ କରନ !

ମୁମ୍ୱାଇ: ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ର ଅଭିନେତା କରନ୍‌ ପଟେଲ୍‌ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କରନ୍‌ ୬ ବର୍ଷ ହେଲା ‘ରମନ୍‌ ଭଲ୍ଲା’ ଚରିତ୍ରରେ ଅଭିନୟ କରି ଆସୁଥିବା ବେଳେ ଏବେ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଷ୍ଟାର ପ୍ଲସ୍‌…

ଭିଡିଓ ଜରିଆରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ କଳାକାର

ଆଜି କାରଗିଲ ବିଜୟ ଦିବସ । ୨୦ ବର୍ଷ ତଳେ ଆଜିର ଦିନରେ ବେଇମାନ ପାକିସ୍ତାନକୁ ଧୂଳି ଚଟାଇ ଇତିହାସର ପୃଷ୍ଠାରେ ନିଜ ବିରତ୍ୱର ଗାରୀମାକୁ ଉଲ୍ଲେଖ କରିଥିଲେ ଭାରତର ବୀର ଯବାନ ମାନେ । ସେହି ବୀରଙ୍କର ବିରତ୍ୱକୁ ମନେପକାଇ ସାରା ଭାରତ ଆଜି ପାଳନ କରୁଛି ବିଜୟ ଦିବସ ।ଏଥରୁ ବାଦ୍ ପଡି…

ଓଲିଉଡକୁ ପୁଣି କମବ୍ୟାକ୍ କରୁଛନ୍ତି ପପୁ ପମପମ୍

ଭୁବନେଶ୍ୱର: ଖୁବଶୀଘ୍ର ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି ଓଲିଉଡ କମେଡି କିଙ୍ଗ୍ ତଥା ହାସ୍ୟାଭିନେତା ପପୁ ପମପମ୍ । ଅନେକ ଦିନର ବ୍ୟବଧାନ ପରେ ପପୁ ‘ମିଷ୍ଟର କହ୍ନେୟା’ ଫିଲ୍ମ ଜରିଆରେ ପୁଣିଥରେ ରୂପେଲି ପରଦାରେ ଅଭିନୟ କରିବାକୁ ଯାଉଛନ୍ତି । ସୀତାରାମ ଅଗ୍ରୱାଲ୍ ଓ ନମିତା…

ବାହୁବଳୀଙ୍କ କ୍ରେଜ: ରିଲିଜ ହେବାକ୍ଷଣି ସୋସିଆଲ ମିଡିଆରେ ଛାଇଗଲା ‘ସାହୋ’ର ପୋଷ୍ଟର

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହେଉହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିନେମାରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ନଜର ଆସିବେ । ପ୍ରଭାସ ଓ ଶ୍ରଦ୍ଧା ଥିବା ପୋଷ୍ଟରକୁ ତରୁଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ…

ପୁଣି ପରଦାରେ ସର୍ଜିକାଲ୍ ଷ୍ଟ୍ରାଇକ୍‌

ମୁମ୍ବାଇ: ‘ହାଓ ଇଜ୍‌ ଦ ଜୋସ୍‌’ ....' ହାଏ ସାର' - ଏଭଳି ନାରା ଶୁଣିଲେ ମନେପଡେ ଭାରତୀୟ ଯବାନଙ୍କ ବୀରଗାଥାର ଚଳଚ୍ଚିତ୍ର ‘ଉରି ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କଥା । ଅଭିନେତା ଭିକି କୌଶଲଙ୍କ ଏହି ଡାଇଲଗ ଶୁଣିଲେ ଆଜିବି ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଶତ୍ରୁ ପ୍ରତି ପ୍ରତିଶୋଧର ବହ୍ନି…

ଏଥର ବିଗବସରେ ନଜର ଆସିବେ ବିଜେପିର ଏହି ନେତା, ଜାଣନ୍ତୁ

ମୁମ୍ବାଇ: ଅନେକ ଚର୍ଚ୍ଚିତ ତଥା ବିବାଦୀୟ ଚେହରାକୁ ପରଦା ଉପରକୁ ଆଣିବାରେ ରିଆଲିଟି ଶୋ' ବିଗବସ ବେଶ ପରିଚିତ । ଏଥର ବିଗବସର ହଟ ଲିଷ୍ଟରେ ଅଛନ୍ତି ବିଜେପିରୁ ତଡା ଖାଇଥିବା ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂ ଚମ୍ପିଆନ । କିଛି ଦିନ ତଳେ ଉତ୍ତରଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂ ଚମ୍ପିଆନ…

ବ୍ୟାନ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ କଲା ଟିକଟକ୍

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ‘ଟିକଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ଡିଲିଟ କରିଛି ୬୦ ଲକ୍ଷ ଭିଡିଓ କ୍ଲିପ୍‌ । ମିଳିଥିବା ସୂଚନା ଅନୁସାରେ ବ୍ୟାନ୍‌ ହୋଇଯିବା ଭୟରେ ଏହି ଚାଇନିଜ୍‌ ଆପ୍‌ ହିଂସାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଉଥିବା ଭିଡିଓଗୁଡ଼ିକୁ ତା’ର ପ୍ଲାଟ୍‌ଫର୍ମରୁ…