Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚର୍ଚ୍ଚାରେ ପୁଣି କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିକିଙ୍ଗ କପିଲ ଶର୍ମା କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । କେତେବେଳେ ବ୍ୟକ୍ତିଗତ କାରଣ ତ ଆଉ କେତେବେଳେ କାର୍ଯ୍ୟକ୍ଷେତ୍ରର ବିବାଦ କପିଲଙ୍କ ଚର୍ଚ୍ଚାର ବିଷୟ ସଜିଥାଏ।…

 ଟେଲି ଷ୍ଟାରଙ୍କ ‘ଫେସ୍‌ ଆପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ‘ଫେସ୍‌ ଆପ୍‌’ର ନିଶା ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟେଲିଭିଜନ ଓ ବଲିଉଡ୍‌ ସେଲିବ୍ରେଟି ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି ।ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ ଶେୟାର କରିଥିବା ବେଳେ ଆଉ କିଛି ସେଲିବ୍ରିଟି ନିଜର ଫଟୋରେ…

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ପାଟଣାଗଡ଼’ ଚଳଚ୍ଚିତ୍ର

ଭୁବନେଶ୍ୱର: ବହୁ ବାଦବିବାଦ ପରେ ମୁକ୍ତିଲାଭ କରିବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର 'ପାଟଣାଗଡ଼ ୨୩ ଫେବ ୨୦୧୮ '  । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରାଜେଶ ଟଚରାଇବର । ଉଭୟ ଓଡ଼ିଆ ଓ ତେଲୁଗୁ…

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ…

ଦିଲ୍ଲୀରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲାବଣ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା ଦାସ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ରବିବାର ସନ୍ଧ୍ୟାରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା 'ମିସ ଟିନ୍ ଦିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯' ପ୍ରତିଯୋଗିତାକୁ ଲାବଣ୍ୟା ଜିତି…

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି । ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି…

ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ଅଭିନେତା

ମୁମ୍ବାଇ: ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବହୁ ନାମୀଦାମୀ ଅଭିନେତା ସ୍ଥାନ ପାଇଥିବା ବେଳେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ମିଳିଥିବା ସୂଚନା ଅନୁଯାୟୀ…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ଏହି ବଲିଉଡ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ଦ୍ୱିତୀୟ ଥର ପାଇଁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସମୀରା ୨୦୧୫ ମସିହାରେ ପ୍ରଥମେ ସେ ଏକ ଶିଶୁ ପୁତ୍ରର ଜନନୀ ହୋଇଥିବା ବେଳେ ଏବେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମୀରାଙ୍କ ଶିଶୁ କନ୍ୟାର…

ହ୍ରିତିକଙ୍କ ‘ସୁପର ୩୦’: ପ୍ରଥମ ଦିନର ଆୟ ୧୧କୋଟି

ମୁମ୍ବାଇ: ଜୁଲାଇ ୧୨ ଶୁକ୍ରବାର ଦିନ ରିଲିଜ ହୋଇଛି ହ୍ରିତ୍ୱିକ୍ ରୋଶନଙ୍କ ଫିଲ୍ମ ‘ସୁପର ୩୦’ । ଫିଲ୍ମଟିକୁ ଦର୍ଶକଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି । ମିଳିଥିବା ସୂଚନା ଅନୁସାରେ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୧୧କୋଟି ଟଙ୍କାର ବ୍ୟବସାୟ କରିଛି…

ସୋନାକ୍ଷୀଙ୍କ ଘରେ ପୋଲିସ, ଜାଣନ୍ତୁ କାହିଁକି !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ତଦନ୍ତ ଲାଗି ଉତ୍ତରପ୍ରଦେଶ ପୋଲିସ ଗୁରୁବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିଥିଲା । ସୋନାକ୍ଷୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଏହି ମାମଲା ଫେବୃଆରୀ ମାସରେ ରୁଜୁ ହୋଇଥିବା ଜଣାପଡିଛି ।…