Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଯୌନ ଶୋଷଣର ଶୀକାର ହୋଇଥିବା କଥା କହିଲେ ସୋନା ମହାପାତ୍ର, ମିଠୁର କାଠଗଡ଼ାରେ ଅନୁ ମଲ୍ଲିକ ଓ କୈଳାଶ ଖେର୍ !

ଭୁବନେଶ୍ୱର: ଓଡ଼ିଆ ବଲିଉଡ୍ ଗାୟିକା ସୋନା ମହାପାତ୍ର ମିଠୁ ଅଭିଯାନରେ ଯୌନ ଶୋଷଣର ଶୀକାର ହୋଇଥିବାର ଅଭିଯୋଗ ଆଣିଛନ୍ତି । କୈଳାଶ ଖେର ଓ ଅନୁ ମଲ୍ଲିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗାୟିକା ସୋନା । ଗାୟିକା ସୋନା ମହାପାତ୍ର ବଲିଉଡ଼ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ…

‘ହାପି ବାର୍ଥ ଡ଼େ’ ଅମିତାଭ, ରିଲିଜ୍ ହେଲା ‘ସଇ ରା’ ଟିଜର୍

ନୂଆଦିଲ୍ଲୀ : ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୬ ତମ ଜନ୍ମଦିନ ପାଳନ କରିଛନ୍ତି । ବିଗ ବିଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ…

ବଡ଼ ପରଦାରେ କମାଲ୍ କରୁଛି ‘ସୁଇ-ଧାଗା’

କିଛିଦିନର ଅବ୍ୟାହତି ପରେ ସିନେମା ହଲକୁ ମେଡ୍ ଇନ୍ ଇଣ୍ଡିଆର ଯାଦୁ ଚାଲିଆସିଛି । ଏକଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗିପାରେ, କାରଣ ସିନେମା ହଲ୍ରେ ‘ସୁଇ-ଧାଗା’ ରିଲିଜ୍ ହୋଇଛି । ଏହି କାହାଣୀଟି ଛୋଟ ପରିବାରରେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ କାହାଣୀ ଅଟେ । ନିଜ ଚାକିରିକୁ ନେଇ…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣାୱତ, ରିଲିଜ ହେଲା ଟିଜର୍

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ସୁନ୍ଦରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଆଗାମୀ ସିନେମା ‘ମଣିକର୍ଣ୍ଣିକା: ଦ କ୍ୱିନ୍ ଅଫ ଝାନ୍ସି’ ର ଟ୍ରେଲର ରିଲିଜ ହୋଇଛି । ଏହି ବହୁ ପ୍ରତିକ୍ଷିତ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ…

ସିନେମାରେ ମହାତ୍ମା…

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

ଆସୁଛି ‘କଫି ୱିଥ୍ କରନ୍-୬’, ପ୍ରଥମ କଫି ପିଇବେ ଆଲିଆ ଓ ଦୀପିକା !

ମୁମ୍ବାଇ : ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ସାକ୍ଷାତକାରଧର୍ମୀ ଶୋ’ ‘କଫି ୱିଥ୍ କରନ୍-୬’ ଆଗକୁ ପୁଣି ଥରେ ଟେଲିଭିଜନରେ ଦେଖିବାକୁ ମିଳିବ । କରନ ଜୋହର ଏ ସମ୍ବନ୍ଧରେ ସୋସିଆଲ୍ ମିଡ଼ିଆରେ ଖବର ଦେଇଛନ୍ତି । ଆସନ୍ତା ସିଜନ୍-୬ର ପ୍ରଥମ ଶୋ’ରେ ପ୍ରଥମ କଫି କପ୍ ଭାବେ…

ଖେଳରୁ ପ୍ରେମ ଓ ପ୍ରେମରୁ ବିବାହ: ସାଇନା ବାହା ହେବେ ପାରୁପଲ୍ଲୀ କଶ୍ୟପଙ୍କୁ

ନୂଆଦିଲ୍ଲୀ: ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ଏହି ଦୁଇ ପ୍ରେମୀ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ପାରମ୍ପରିକ ରୀତିରେ ବିଧିବଦ୍ଧ ଭାବେ ବିବାହ କରିବାକୁ…

ରଣବୀରଙ୍କ ସହ କାମ କରିବାକୁ କରୀନାଙ୍କ ଖୁବ୍ ଇଚ୍ଛା !

ମୁମ୍ବାଇ:ଅଭିନେତ୍ରୀ କରୀନା କପୁର ଖାନ ‘ସଞ୍ଜୁ’ ଷ୍ଟାର୍ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ୩୮ ବର୍ଷୀୟା ଏହି ଅଭିନେତ୍ରୀ ଏକ ମିଡ଼ିଆ ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ଯେ, “ମୋତେ ରଣବୀର କପୁରଙ୍କ ସହ ଯେକୌଣସି ସିନେମାରେ କାମ କରିବାକୁ ବହୁତ ଭଲ ଲାଗିବ” ।…

‘ଶ୍ରୀମାନ୍ ସୁରଦାସ’ ରେ କମାଲ୍ କରୁଛନ୍ତି ବାବୁସାନ-ବୁଦ୍ଧାଦିତ୍ୟ ଯୋଡ଼ି

ଓଲିଉଡର ଜେଣ୍ଟଲମ୍ୟାନ୍ କମ୍ ହିରୋ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଦର୍ଶକ ପୂଜା ବଜାରରେ ନୂଆ ରୂପରେ ଦେଖିବାକୁ ପାଇବେ । କଥାଟି ହେଲା, ପୂଜା ବଜାରର ନୂଆ ସିନେମା ‘ଶ୍ରୀମାନ୍ ସୁରଦାସ’ରେ ବୁଦ୍ଧାଦିତ୍ୟ ଏକ ନୂଆ ଚରିତ୍ରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଏଥିରେ ସେ ଭୈରବ ଚରିତ୍ରରେ…