Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରୂପେଲୀ ପରଦାକୁ ଫେରୁଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା !

ମୁମ୍ବାଇ : ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଦିନ ବ୍ୟବଧାନ ପରେ ଫେରୁଛନ୍ତି ରୂପେଲୀ ପରଦାକୁ । ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଫନି ଖାଁ’ ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ହେବାକୁ ଥିବା ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏହି ସିନେମା ‘ଫନି ଖାଁ’କୁ ନେଇ…

ନୂଆ ଅନ୍ଦାଜରେ ଆସୁଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା !

ମୁମ୍ବାଇ : ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଏକ ନୂଆ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ । ମୁଦାସର ଅଜିଜ ନିର୍ଦ୍ଦେଶିତ ‘ହାପି ଫିର୍ ଭାଗ୍ ଜାୟେଗୀ’ ରେ ସୋନାକ୍ଷୀ ଲିଡ୍ ରୋଲରେ ନଜର୍ ଆସିବେ । ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାପରେ ସୋସିଆଲ ମିଡ଼ିଆରେ ଏକଦମ ଧମାକା କରିଛି ।…

‘ଧଡ଼କ’ର ବକ୍ସ ଅଫିସରେ ଧମାକା, ୫ ଦିନରେ କଲା ୪୪ କୋଟି କଲେକ୍ସନ୍ !

ମୁମ୍ବାଇ : ଶ୍ରୀଦେବୀ ତନୟା ଜାହ୍ନବୀ ଓ ଇଶାନ ଖଟ୍ଟର୍ ଅଭିନୀତ ଫିଲ୍ମ ‘ଧଡ଼କ’ ସିନେମା ହଲରେ ଫୁଲ ଦମରେ ଆଗେଇ ଚାଲିଛି । ଜାହ୍ନବୀ ଓ ଇଶାନଙ୍କ ପ୍ରେମ ଦର୍ଶଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଛି । ମାନେ ଆମେ କିଶୋରୀ ଜାହ୍ନବୀ କି ହ୍ୟାଣ୍ଡସମ ଇଶାନଙ୍କ ପ୍ରେମ କଥା କହୁନୁ, ଫିଲ୍ମରେ ଦୁହିଁଙ୍କ…

‘ଧଡ଼କ୍’ରେ ସବୁଠୁ କମ ପାରିଶ୍ରମିକ ପାଇଛନ୍ତି ଜାହ୍ନବୀ !

ମୁମ୍ବାଇ : ଆଉ କିଛି ଘଣ୍ଟା ପରେ ରିଲିଜ୍ ହେବ ଶ୍ରୀଦେବୀ ତନୟା ଜାହ୍ନବୀଙ୍କ ବହୁଚର୍ଚ୍ଚିତ ସିନେମା ‘ଧଡ଼କ୍’ । ସିନେମା ହଲରେ ଧୁମ ମଚାଇବାକୁ ବେଶ୍ ତୟାର ହେଲେଣି ଧଡ଼କ୍ ଟିମ । ତେବେ ଜାଣିଛନ୍ତି କି ପୁରା ସିନେମାର ଷ୍ଟାରକାଷ୍ଟ ଓ ଟିମରେ ସବୁଠୁ କମ ପାରିଶ୍ରମିକ ମିଳିଛି ଜାହ୍ନବୀଙ୍କୁ !…

ପ୍ରଥମଥର ଲାଗି ଅମିତାଭ ଝିଅ ସହିତ ପରଦାକୁ ଆସିଲେ, ପାପାଙ୍କ ସହ ଅଳଙ୍କାର ଆଡ୍ କରି ଶ୍ୱେତା ବଚ୍ଚନ୍ ଖୁସ୍ !

ମୁମ୍ବାଇ : ବଲିଉଡ଼ର ଶାହେନଶାହ ଭାବେ ଅଭିତାଭ ବଚ୍ଚନ ପରିଚିତ ଥିବାବେଳେ ପତ୍ନୀ ଜୟା ଓ ପୁଅ-ବୋହୂ ଅଭିଷେକ-ଐଶ୍ୱର୍ଯ୍ୟା ମଧ୍ୟ ବଲିଉଡ଼ରେ କମାଲ୍ କରୁଛନ୍ତି । ଏକ ଭିନ୍ନ ଅନ୍ଦାଜରେ ଏହି ବଚ୍ଚନ ଫେମିଲି ବଲିଉଡ଼ରେ ଅଭିନୟର ଯାଦୁକରୀ କରିସ୍ମା ଦେଖାଇଚାଲିଛନ୍ତି । କିନ୍ତୁ ଅମିତଙ୍କର ଝିଅ ଶ୍ୱେତା…

ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍ ଜୋନ୍ସ ଖୋଲିଲେ ସବୁ ଗୁମର, ଅଧିକ ବୟସର ମହିଳାଙ୍କ ସହ ଡ଼େଟିଂ କରୁଥିବାର ଖବର…

ମୁମ୍ବାଇ : ବଲିଉଡ୍ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ନାୟକ ନିକ୍ ଜୋନ୍ସଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଦୁହେଁ ଭାରତରେ ହେଉ କି ବିଦେଶରେ ଯେଉଁଠି ବି ଡ଼େଟିଂରେ ଥାଆନ୍ତି ତାହାର ଖବର ପ୍ରିୟଙ୍କା ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନମାନଙ୍କୁ ଜଣାଇ ଥାଆନ୍ତି । କିନ୍ତୁ ଏବେ…

ଫିଲ୍ମ ‘ଧଡ଼କ’ ରିଲିଜ୍ ପୂର୍ବରୁ ନର୍ଭସ ହୋଇପଡ଼ିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ !

ମୁମ୍ବାଇ : ଜୁଲାଇ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀଙ୍କ ଡ଼େବ୍ୟୁ ଫିଲ୍ମ ‘ଧଡ଼କ୍’ । ଏହି ରୋମାଣ୍ଟିକ ମୁଭିରେ ବୋନୀକପୁର-ଶ୍ରୀଦେବୀଙ୍କ କିଶୋରୀ କନ୍ୟା ଜାହ୍ନବୀଙ୍କ ସହିତ ଅଛନ୍ତି ଇଶାନ୍ ଖଟ୍ଟର୍ । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ…

ଆଲିଆ ଭଟ୍ଟ-ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ସୁଟିଂ ଚାଲିଛି, ଦୁହିଁଙ୍କ ଗୁପଚୁପ ପ୍ରେମ କାହାଣୀ ଗୁମର…

ମୁମ୍ବାଇ : ବଲିଉଡ଼ର ଭେରୀ ଭେରୀ କୁଲ୍ ଓ ଟାଲେଣ୍ଟେଡ୍ ଆକ୍ଟର ହେଲେ ରଣବୀର କପୁର । ତାଙ୍କର ଏହି କୁଲ୍ କୁଲ୍ ମିଜାଜ୍ ଲାଗି ସେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ଅନ୍ଦାଜ ସୃଷ୍ଟି କରିପାରିଛନ୍ତି । ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡ଼ ଡ଼େବ୍ୟୁ କରିଥିବା ରଣବୀର ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଜଣେ…

ପତ୍ନୀଙ୍କ ସହିତ ଧୁମଧାମରେ ଧୋନୀ ପାଳିଲେ ଜନ୍ମଦିନ

ଲଣ୍ଡନ : ଧମାକାଦାର ବ୍ୟାଟ୍ସମ୍ୟାନ ତଥା କ୍ରିକେଟ ସେନସେସନ୍ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ୩୬ ତମ ଜନ୍ମଦିବସ ଲଣ୍ଡନରେ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ପତ୍ନୀ ସାକ୍ଷୀଙ୍କ ସହିତ ଧୋନୀ କେକ୍ କାଟି ପାଳନ କରିଛନ୍ତି ନିଜର ଜନ୍ମଦିନଟିକୁ । ଏହି ଛୋଟ ପାର୍ଟିରେ ବିଶେଷ କେହି ଯୋଗ…

‘ଚୋରୀ ଚୋରୀ ଚୁପକେ ଚୁପକେ’ ନୁହେଁ, ‘ଖୁଲମ୍ ଖୁଲା ପ୍ରେମ’ରେ ଏବେ ପ୍ରିୟଙ୍କା…

ମୁମ୍ବାଇ : ବଲିଉଡ଼ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । ଆଉ ପ୍ରିୟଙ୍କାଙ୍କ ଚର୍ଚ୍ଚା ଖାସ ତାଙ୍କର ପ୍ରେମକୁ ନେଇ । ତାଙ୍କର ଆମେରୀୟ ସିଙ୍ଗର୍ ତଥା ହଲିଉଡ଼ ଅଭିନେତା ନିକ୍ ଜୋନସ୍ ଙ୍କ ସମ୍ପର୍କକୁ ନେଇ ଏବେ ବେଶ୍ ଚର୍ଚ୍ଚା । ତାଙ୍କର ଆମେରେକୀୟ ସିଙ୍ଗର୍ ତଥା ହଲିଉଡ଼ ଅଭିନେତା…