Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଲିଉଡର ‘ରଜ’ ରିଲିଜ: ଧମାଲ କରିବ ୪ ଓଡିଆ ଫିଲ୍ମ

ଭୁବନେଶ୍ୱର : ଖୁବଶୀଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚାରି ଚାରିଟି ଓଡିଆ ଫିଲ୍ମ । ଏହି ସବୁ ଚଳଚ୍ଚିତ୍ର ଗୁଡିକ ରଜ ଅବସରରେ ରିଲିଜ ହେବାକୁ ଥିବାବେଳେ ଏହା ରଜ ବଜାରକୁ ଅଧିକ ସରଗରମ କରିବ ବୋଲି ସିନେପ୍ରେମୀମାନେ ମତ ଦେଇଛନ୍ତି । ଜାଣନ୍ତୁ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର…

ପରଦାକୁ ଆସୁଛି, ବାବୁସାନ-ତମନ୍ନାଙ୍କ ‘ଗୋଲମାଲ୍ ଲଭ୍’

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଗୋଲମାଲ୍ ଲଭ୍’ ଖୁବଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି । ବାବୁସାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ରଜ ଅବସରରେ ପରଦାରେ ମୁକ୍ତିଲାଭ କରୁଥିବା ନେଇ ସମ୍ୟକ୍ ସୂଚନା ମିଳିଛି । ‘ଗୋଲମାଲ୍ ଲଭ୍’ରେ ଷ୍ଟାର କିଡ୍…

ପ୍ରଖ୍ୟାତ ସାହିତ୍ୟିକ ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ଦେହାନ୍ତ…

ବେଙ୍ଗାଲୁରୁ: ପ୍ରଖ୍ୟାତ ଅଭିନେତା, ସାହିତ୍ୟିକ ତଥା ପ୍ରଥିତଯଶା ମଞ୍ଚ କଳାକାର ଗିରିଶ କନ୍ନଡ଼ଙ୍କର ସୋମବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଗତକିଛି ଦିନ ହେଲା ସେ ଅସୁସ୍ଥ ରହିଥିଲେ । ମୃତ୍ୟୁବେଳକୁ ତାଙ୍କ ଶଯ୍ୟା ନିକଟରେ ତାଙ୍କର ପତ୍ନୀ…

ଜାଣନ୍ତୁ, ‘ଭାରତ’ ରିଲିଜିଂରେ କେଉଁ ରେକର୍ଡ଼ ଭାଙ୍ଗିଲେ ଭାଇଜାନ୍ !

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ମାନେ ସଲମାନ୍ ଖାନ ୫୩ ବର୍ଷ ବୟସରେ ମଧ୍ୟ ଏକ ବଲିଉଡ଼ ରେକର୍ଡ଼ ଭାଙ୍ଗିଛନ୍ତି । କାଟ୍ରିନା କୈଫ ଓ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ କେବଳ ଇଦ୍ ଦିନ ହିଁ ୪୨.୩୦ କୋଟି ବ୍ୟବସାୟ କରି ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଇଦ୍ ବ୍ଲକବଷ୍ଟର୍ ଭାରତ ରିଲିଜରେ ସଲ୍ଲୁ ମିଆଁ…

ଇଦ୍ ଅବସରରେ ପରଦାକୁ ଆସିଲା ସଲମାନଙ୍କ ଅଭିନୀତ ‘ଭାରତ’

ନୂଆଦିଲ୍ଲୀ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଇଦ ଅବସରରେ ରିଲିଜ ହୋଇଛି । ଅଲ୍ଲୀ ଆବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ଅଭିନେତା ସଲମାନଙ୍କ ସହ କ୍ୟାଟ୍ରିନା କେଫ୍,…

ସଲିଲ୍ ଦା’ ଜଣେ ଅଦ୍ୱିତୀୟ କଳାକାର ଥିଲେ: ପପୁ ପମମମ୍

ଭୁବନେଶ୍ୱର: ବଲିଉଡ଼ ଜଗତର ହ୍ୟାସାଭିନେତା ସଲିଲ୍ ମିତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମେଡ଼ି କିଙ୍ଗ୍ ପପୁ ପମ୍ ପମ୍ କହିଛନ୍ତି, ସେ ଥିଲେ ଜଣେ ଅଦ୍ୱିତୀୟ କଳାକାର । ଅଭିନେତା ସଲିଲ୍ ମିତ୍ରଙ୍କର ସୋମବାର ରାତିରେ ରାଜଧାନୀସ୍ଥିତ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । “ସଲିଲ୍ ଦା…

ଭାଇରାଲ୍ ହେଲା ‘ଫନୀ’ ର‌୍ୟାପ୍ ସଙ୍ଗ୍ ‘ମୁଁ ଓଡ଼ିଶା’…

ମୁମ୍ବାଇ: ପୁଣି ଫେରିଲେ ର‌୍ୟାପର୍ ‘ବିଗ୍ ଡ଼ିଲ୍’ । ଏଥର ‘ବିଗ୍ ଡ଼ିଲ୍’ ଦ୍ୱାରା ପ୍ରସ୍ତୁତ ର‌୍ୟାପ୍ ସଙ୍ଗ୍ କେବଳ ଭାରତ ନୁହେଁ ସାରା ବିଶ୍ୱର ସୋସିଆଲ୍ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା…

ଆରପାରିରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର

ଭୁବନେଶ୍ୱର : ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟାଭିନେତା ସଲିଳ ମିତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣକ ଓଡିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ (୧୯୯୯) ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ସେ ଅନେକ…

କପିଲ ଶର୍ମାଙ୍କ କମେଡି ଶୋ’ରେ ଦୂତି ଚାନ୍ଦ…

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଭାରତୀୟ ଦ୍ରୁତତମ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆଲୋଚନା ଓ ସମାଲୋଚନାରୁ କ୍ଷାନ୍ତ ହୋଇ ଦୂତି ନିକଟରେ ଜାତୀୟ ଟେଲିଭିଜନରେ ବହୁଳ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଂଶ ଗ୍ରହଣ କରିଛନ୍ତି ।…